Latest Odisha News

BREAKING NEWS

Browsing Category

ଫିଚର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଘୁନାଥ ମହାପାତ୍ରଙ୍କର ହେବ ଶେଷକୃତ୍ୟ

ଭୁବନେଶ୍ବର : ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ କରବା ପାଇଁ ଘୋଷଣା…

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ, ଯୋଗୀଙ୍କୁ ଲେଖିଲେ ଚିଠି

ଉତ୍ତରପ୍ରଦେଶ : କରୋନା ମହାମାରୀ ମଧ୍ୟରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି ବୋଲି କହି ଆସୁଥିବା ଯୋଗୀ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ବିଜେପି ନେତା ଓ ସରକାରୀ ସିଷ୍ଟମର…

୬ ବର୍ଷ ତଳୁ ଚୀନ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା !

ବେଜିଂ: କରୋନା ମହାମାରୀ କମିବାର ନାମ ନେଉ ନାହିଁ । ପୂର୍ବରୁ ଏହା ପଛରେ ଚୀନର ଭୂମିକା ଥିବା ଅନୁମାନ କରାଯାଉଥିଲା । ଏବେ ଆଉ ଏକ ପ୍ରମାଣ ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି । ରିପୋର୍ଟ ମୁତାବକ ଚୀନ ୬ ବର୍ଷ ତଳୁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା । ଆବଶ୍ୟକ ପଡିଲେ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୮୪ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ୧୦ ହଜାର ଉପରେ ରହୁଛି ସଂକ୍ରମଣ । ତେବେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ଆଜି ପୁଣି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୮୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୩ ଜଣ ଥିବା…

ହରିୟାଣାର ରେବାଡିରୁ କରୋନା ସଂକ୍ରମିତ ୧୩ କୈଦୀ ଫେରାର

ରେବାଡୀ: ହରିୟାଣାର ରେବାଡୀରେ କରାଯାଇଥିବା କରୋନା ଜେଲରୁ ରବିବାର ୧୩ କୈଦୀ ଫେରାର ହୋଇ ଯାଇଛନ୍ତି । ସଂକ୍ରମିତ ୪୫୦ କୈଦୀଙ୍କୁ ଏଠାରେ ରଖା ଯାଉଥିଲା । ଶନିବାର ବିଳମ୍ବିତ ରାତିରେ ଗ୍ରୀଲ କାଟିବା ସହ ଚାଦରକୁ ରସି ଭାବେ ବ୍ୟବହାର କରି ଖସି ପଳାଇଛନ୍ତି । ଏସପି ଅଭିଷେକ ଜୋରୱାଲ ଘଟଣାସ୍ଥଳରେ…

ଆଜି ବି ଖସିଲା ପାରଦ, କେବଳ ବୌଦ୍ଧରେ ତାପମାତ୍ରା ୪୦ ପାର୍

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

୧୦ କୋଟି ଟଙ୍କାରେ ନିଲାମ ହେଲା ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ ଜର୍ସି

ନ୍ୟୁୟର୍କ:ଏନବିଏ ବାସ୍କେଟବଲର ପୂର୍ବତନ ମହାନ ଖେଳାଳି ମାଇକେଲ ଜୋର୍ଡାନଙ୍କ ୩୯ ବର୍ଷ ତଳର ପୁରୁଣା ଜର୍ସି ନିଲାମ କରାଯାଇଛି । ଏହି ଜର୍ସି ୧୦ କୋଟି ଟଙ୍କାରେ ନିଲାମ ହୋଇଥିଲା । ୧୯୮୨ରେ ୟୁନିଭରସିଟି ଅଫ ନର୍ଥ କ୍ୟାରେଲିନା ପକ୍ଷରୁ ଜୋର୍ଡାନ ଏହି ଜର୍ସି ପିନ୍ଧି ଖେଳୁଥିଲେ । ୫୮ ବର୍ଷୀୟ…

କରୋନାରୁ ସୁସ୍ଥ ହେଲେ ଆଉ ୮୫୪୧ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କାୟା ମେଲାଉଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୫୪୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଆଇପିଏଲ ବଳକା ମ୍ୟାଚ କରିବା ପାଇଁ ବିସିସିଆଇ ନିକଟରେ କଣ ରହିଛି ବିକଳ୍ପ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଆଇପିଏଲ-୨୦୨୧ ଅଧାରୁ ବନ୍ଦ କରିବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା । ଏବେ ଆଇପିଏଲର ଏହି ବଳକା ମ୍ୟାଚ ଆୟୋଜନ କରିବା ନେଇ ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ବି ଆହୁରି ୨୯ ମ୍ୟାଚ ଖେଳାଯିବା ବାକି ରହିଛି । ଗତ…

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଆଉ ନାହାନ୍ତି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର । କରୋନାରେ ଆଜି ରଘୁନାଥ ମହାପାତ୍ରଙ୍କର ବିୟୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମସରେ ତାଙ୍କର ପରଲୋକ ହୋଇଛି । ସାଂସଦ ରଘୁନାଥ ମହାପାତ୍ରଙ୍କ ଅକାଳ ବିୟୋଗରେ ଶୋକ…