Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ସୁସ୍ଥ ହେଲେ ୨୧୬୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୨୧୬୫ ଆକ୍ରାନ୍ତ । ନଳଆପଡ଼ାରୁ ସର୍ବାଧିକ ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ,ସୁନ୍ଦରଗଡ଼ରୁ ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ପଶ୍ଚିମବଙ୍ଗରେ ବାକି ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇ ପାରିବନି କୌଣସି ରାଲି

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରେ ଜମୁଛି ପ୍ରଚାର । ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ଲାଗି ପ୍ରଚାରକୁ ଶେଷ ସ୍ପର୍ଶ ଦେଇଛନ୍ତି ନେତା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରି ପଶ୍ଚିମବଙ୍ଗରେ ବିଭିନ୍ନ ଦଳ ପ୍ରଚାର କରୁଛନ୍ତି । ଷ୍ଟାର…

ମହାରାଷ୍ଟ୍ରକୁ ଅକ୍ସିଜେନ ପଠାଇଲେ ନବୀନ

ଭୁବନେଶ୍ବର : କରୋନା ଭଳି ମହାମାରୀ ସମୟରେ ସାରା ଦେଶରେ ବଢ଼ିଲାଣି ଚିନ୍ତା । କିପରି ଏହାକୁ ରୋକିହେବ ସେନେଇ ଉଦ୍ୟମ ଜାରି ରହିଥିବା ବେଳେ, ଚିନ୍ତା ବଢ଼ାଇଲାଣି ଅକ୍ସିଜେନ୍ ସଙ୍କଟ । ଦେଶର ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନର ଅଭାବ ଦେଖାଦେଲାଣି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ,…

ମେଡିକାଲ ଅକ୍ସିଜେନ୍ ପରିବହନ ବେଳେ ସୁରକ୍ଷା ଯୋଗାଇବ ଓଡ଼ିଶା ପୋଲିସ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଛି । ଅକ୍ସିଜେନ୍ ପରିଚାଳନା ଓ ଅନ୍ୟ ରାଜ୍ୟକୁ ଯୋଗାଣ ନେଇ ନିକଟରେ ଦିଲ୍ଲୀ ହାଇକୋର୍ଟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏବେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଅକ୍ସିଜେନ୍ ପରିବହନ ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ଏନେଇ…

୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି କାଳବୈଶାଖୀ ବର୍ଷା । ହେଲେ ତାତିରୁ ମିଳିନି ତ୍ରାହି । ଆଜି ରାଜ୍ୟର ୫ଟି ସହର ରହିଛି ୪୦ ଡିଗ୍ରୀ ଉପରେ । ୪୧ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ଚିନ୍ତା ବଢ଼ାଇଲା କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ, ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ପୂର୍ବରୁ କୋଭିଡ୍ ସଂକ୍ରମଣ ବଢ଼ୁଥିଲା । ଏବେ ପଶ୍ଚିମବଙ୍ଗରେ ମିଳିଥିବା କୋଭିଡର ତ୍ରିପଲ୍ ମ୍ୟୁଟାଣ୍ଟ ଭୂତାଣୁ ବେଶ୍ ଭୟଙ୍କର ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଲାଗି…

ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ୮୩ କରୋନା ପଜିଟିଭ୍

ହରିଦ୍ବାର : ସାରା ଦେଶରେ ଉତ୍ପାତ୍ତ ରଚୁଛି କରୋନା ମହାମାରୀ । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ସଂକ୍ରମିତ ହେଲେଣି । ଏସବୁ ଭିତରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ପପ୍ରବେଶ କରିଛି ଭୂତାଣୁ । ହରିଦ୍ବାରରେ ଥିବା ପତଞ୍ଜଳି ଯୋଗପୀଠରେ ୮୩ ଜଣ…

ଟସ୍ ଜିତି ଫିଲ୍ଡିଂ କରିବ ବାଙ୍ଗାଲୋର

ମୁମ୍ବାଇ: ଚଳିତ ଆଇପିଏଲରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ରାଜସ୍ଥାନ ଆଗ ବ୍ୟାଟିଂ କରିବ । ଆଇପିଏଲରେ ଉଭୟ ଦଳ…

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୯୦ ଜଣ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୩୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୬୦ । ସେହିପରି ଭୁବନେଶ୍ବରରୁ ଆଜି ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି…