Latest Odisha News

BREAKING NEWS

Browsing Category

ଫିଚର

କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ୫୦ ପ୍ରତିଶତ ବେଡ୍ ରଖିବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ହଜାର ଡେଇଁଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ହସ୍ପିଟାଲଗୁଡ଼ିକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘରୋଇ…

କରୋନାକୁ ନେଇ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ, ବାତିଲ କଲେ ନିର୍ବାଚନ ରାଲି

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସ୍ଥିତି ସାଂଘାତିକ ରୂପ ନେଉଥିବା ବେଳେ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆସନ୍ତାକାଲି ନିଜର ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ରାଲିକୁ ବାତିଲ କରିଛନ୍ତି ମୋଦି । ଆଜି ପଶ୍ଚିମବଙ୍ଗରେ…

ଡ୍ରାଇଭରଙ୍କ ମୃତ୍ୟୁ ପରେ ନିଜକୁ ଆଇସୋଲେଟ କଲେ ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ତେଜା ଗୁରୁବାର ନିଜକୁ ଆଇସୋଲେଟ କରିଛନ୍ତି । ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଅବସରରେ ତାଙ୍କ ଡ୍ରାଇଭର କରୋନା ଆକ୍ରାନ୍ତ ହୋଇଥିଲେ । ଆଜି ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ଫଳରେ ରାମଚରଣ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଡ୍ରାଇଭରଙ୍କ…

ଦାୟିତ୍ୱହୀନତାର ନଗ୍ନ ନମୂନା: କରୋନା ଯାଂଚ ନ କରାଇ ଖସିଗଲେ ୩୦୦ ଯାତ୍ରୀ !

ସିଲଚର: କରୋନା ସଂକ୍ରମଣଙ୍କ ସଂଖ୍ୟା ପୁନର୍ବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିନେଇ ଦାୟିତ୍ୱବାନ୍ ହେବା ପରିବର୍ତେ ଦାୟିତ୍ୱହୀନତାର ଏକ ନଗ୍ନ ନମୂନା ସମ୍ମୁଖକୁ ଆସିଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସିଲଚର ବିମାନବନ୍ଦରରେ ବୁଧବାର ୩୦୦ ଯାତ୍ରୀ କରୋନା ଯାଂଚ ନ…

ଜେରୀଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ମ୍ୟାନେଜମେଂଟ ଗୁରୁବାର ମିଜୋରମର ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୪ ବର୍ଷୀୟ ଏହି ଷ୍ଟାର ଖେଳାଳି ଓଡିଶା ଏଫସି ପକ୍ଷରୁ ୨ଟି ସିଜନରେ ୩୪ ମ୍ୟାଚ ଖେଳି ୪ ଗୋଲ ସ୍କୋର କରିଥିବା ବେଳେ ୧୦ରେ ସହାୟତା କରିଥିଲେ । ୨୦୧୯-୨୦ରେ ସେ ଏଫପିଏଆଇ…

ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ଭୋଟ ଗ୍ରହଣ

ଭୁବନେଶ୍ୱର : ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ଆସନ୍ତା ମେ ୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ । ସେହିପରି ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ଉପନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ମେ ୧୩ ତାରିଖରେ ଇଦ୍ ପଡ଼ୁଥିବାରୁ ଉପନିର୍ବାଚନ…

ଡ୍ରାଗନର ଚାଲାକି ଧରା ପଡିଲା, ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହଜରୁ ମିଳିଲା ପରମାଣୁ ପଦାର୍ଥ !

କଲମ୍ବୋ: ଚୀନର ଆଉ ଏକ ମାରାତ୍ମକ ଷଡଯନ୍ତ୍ର ପଦାରେ ପଡିଛି । ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଅଟକି ରହିଥିବା ଏକ ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିଛି । ଶ୍ରୀଲଙ୍କା ସରକାର ଏ ନେଇ କଡା ପଦକ୍ଷେପ ଗ୍ରହଣ କରି ଜାହାଜକୁ ତୁରନ୍ତ ବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାହଜଟି…

ଦିଲ୍ଲୀକୁ ଅକ୍ସିଜେନ୍ ଦେବ ଓଡ଼ିଶା: ବିମାନ ଯୋଗେ ଯିବ ଅକ୍ସେଜନ୍

ନୂଆଦିଲ୍ଲୀ: କରୋନା ଦେଶର ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇବ ଓଡ଼ିଶା । ବିମାନ ଯୋଗେ ପହଞ୍ଚିବ । ଆଜି…

କରୋନା ମୁକାବିଲା ଚିନ୍ତା: ଭୁବନେଶ୍ୱରରେ ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି, ପ୍ରତି ଜୋନ ପାଇଁ ୧୩ଟି ଟିମ୍

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁକାବିଲା ପାଇଁ ବଦଳୁଛି ରଣନୀତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥରେ ବଢ଼ିଛି ରାପିଡ଼ ରେସପନ୍ସ ଟିମ୍‌(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ କରାଯାଇଛି ।…

ଆଇପିଏଲ:ଜବରଦସ୍ତ ଫର୍ମରେ ଥିବା ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜିର ମୁକାବିଲାରେ ଜବରଦସ୍ତ ଫର୍ମରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର କ୍ରମାଗତ ୩ଟି ବିଜୟ ହାସଲ କରିଛି । ଅପରପକ୍ଷରେ ରାଜସ୍ଥାନ ୩ଟି ଖେଳି ଗୋଟିକରେ ବିଜୟୀ ହୋଇଛି । ଯୁବ…