Latest Odisha News

BREAKING NEWS

Browsing Category

ଫିଚର

କରୋନାର ନୂଆ ରେକର୍ଡ: ଦେଶରୁ ଦିନକରେ ୩ଲକ୍ଷ ୩୨ ହଜାର ପଜିଟିଭ୍, ୨୨୬୩ ମୃତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ରେକର୍ଡ କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ 3ଲକ୍ଷ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୨ହଜାର ୭୩୦ ପଜିଟିଭ୍ । ସଂକ୍ରମଣ ବଢୁଛି, ତାସହ ଘାତକ ହେଉଛି…

କୋଇଲା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ତାଳଚେର MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ…

ଓଡ଼ିଶାରୁ ଦିନକରେ ୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଆଉ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୭୩ ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ କଳାହାଣ୍ଡି ଏବଂ ଗଞ୍ଜାମରୁ ଦୁଇ ଜଣ ଲେଖାଏଁ ଏବଂ ବାଲେଶ୍ବର, ବଲାଙ୍ଗୀର, କନ୍ଧମାଳ ଓ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ଆଜି ୬୨୧୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୨୧୫ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩ ହଜାର ୬୦୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧୧ଟି । ଖୋର୍ଦ୍ଧାରୁ…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ: ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। https://twitter.com/ANI/status/1385420071019839489?s=19 ଭାସାଇ ବିରାର ମ୍ୟୁନିସିପାଲ…

ଜୀବିତ ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶଶି

ଇନ୍ଦୋର: ଗତକାଲି ରାତି ପ୍ରାୟ ୧୧ଟା ବେଳକୁ ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ମୃତ୍ୟୁ ବରଣ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ଏହା ଏକ ଗୁଜବ ହୋଇଥିଲା ବେଳେ ଅନେକ ଗଣମାଧ୍ୟମ ମଧ୍ୟ ଖବର ପ୍ରସାରଣ କରିଥିଲେ। ତେବେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଏକ ଭୁଲ୍ ପାଇଁ…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଭିନେତା ସବ୍ୟସାଚୀଙ୍କ ନୂଆ ଅଭିଯାନ

ଭୁବନେଶ୍ୱର: କରୋନାର ପ୍ରଥମ ପର୍ଯ୍ୟାୟ ବେଳେ ଲକଡାଉନ୍ ଯୋଗୁଁ ବହୁ ପ୍ରବାସୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କୁ ସାହାଯ୍ୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଖାଲି ପ୍ରବାସୀ କାହିଁକି ଅନ୍ୟ ଗରିବଙ୍କ ମୁହଁରେ କୋଭିଡ୍ ବେଳେ ସବ୍ୟସାଚୀ ହସ ଭରିଥିଲେ କିଛି ସାହାଯ୍ୟ କରି ।…

ଡାକ୍ତର ଅଭାବକୁ ନେଇ ମେଡିକାଲ ଇନଚାର୍ଜଙ୍କୁ ତାଲା ପକାଇଲେ ଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂକଟ । ମେଡିକାଲରେ ୪ ଜଣ ଡାକ୍ତର ରହିବା ଲାଗି ସରକାରୀ ମଞ୍ଜୁରୀ ମିଳିଛି । ବିଡ଼ମ୍ବନାର କଥା ଏଠି ଜଣିଏ ବି ସ୍ଥାୟୀ ଡାକ୍ତର ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକ ଚିକିତ୍ସା ସେବାରୁ…

ସଟଡାଉନ୍ ପାଇଁ ଶନିବାର ଓ ରବିବାର ରାଜ୍ୟବ୍ୟାପୀ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ବନ୍ଦ ରହିବ କରୋନା ଟିକାକରଣ । ସପ୍ତାହନ୍ତ ସଟଡାଉନ୍ ଓ ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ପ୍ରତି ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ…

ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଚାରିପଟେ ନିର୍ମାଣ ହେବାକୁ ଥିବା ରିଙ୍ଗ୍‌ରୋଡ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଟାଉନ୍, ଭୁବନେଶ୍ବର, ଆଠଗଡ଼, କଟକ,…