Latest Odisha News

BREAKING NEWS

Browsing Category

ଫିଚର

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ…

ରାତିରେ ଟ୍ରେନ୍ ଯାତ୍ରା କରୁଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଦୂରକୁ ଯାତ୍ରା କରିଥାନ୍ତି । କାରଣ ଟ୍ରେନ୍ ଯାତ୍ରା ବସ୍ ଓ ବିମାନ ଭଡ଼ା ଠାରୁ ଢେର୍ କମ୍ । ପ୍ରାୟ ସମସ୍ତେ ଯାତ୍ରା ସମୟରେ ଟ୍ରେନରେ ମୋବାଇଲ୍ ଚାର୍ଜରେ ବସାଇଥାନ୍ତି । ସେଥିରୁ କେତେକ ରାତିସାରା ବି ମୋବାଇଲକୁ ଚାର୍ଜରେ ବସାଇ ଶୋଇ ପଡ଼ିଥାନ୍ତି ।…

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ…

ରାଜ୍ୟର ୨୪ ଜିଲ୍ଲାରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ କରୋନା । ମାର୍ଚ୍ଚ ୨୭ ପରେ ପୁଣି ଥରେ ୨୯୦ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି…

ରାଜଧାନୀରେ ପୁଣି ସେକ୍ସ ରାକେଟ୍‌: ୨ ଗରାଖ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଅଚାନକ ଚଢଞାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ…

ବିମାନବନ୍ଦରରେ ପାଳନ ହେଉନାହିଁ କୋଭିଡ୍ ନିୟମ, ଜରିମାନା ଆଦାୟ ପାଇଁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ ପାଳନ କରାଯାଉନାହିଁ । ପର୍ଯ୍ୟବେକ୍ଷଣ ବେଳେ…

ସ୍କୁଲରେ ଛୁରାମାଡ଼: ଜଣେ ଛାତ୍ରର ଆକ୍ରମଣରେ ଆଉ ଜଣେ ଆହତ

ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼…

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ବିଧାନସଭା ୧୧ଟା ୩୦ ଯାଏ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଆଜି ଚାଲିପାରିନାହିଁ ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବର୍ଦ୍ଧିତ୍ ବିଦ୍ୟୁତ୍ ଦରକୁ ନେଇ ହୋହଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ…

PMAYରେ ନିର୍ମିତ ଘରେ ବିଜୁ ପକ୍କାଘର ଯୋଜନା ଷ୍ଟିକର ଅନୁମୋଦିତ ନୁହେଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଜୁ ପକ୍କାଘର…

ଗୋଟିଏ ଗାଁରୁ ୭ ଦିନରେ ୨୪ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସୁପାରିସ୍

ଅନୁଗୁଳ: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୨ ଅଙ୍କ ପାର୍ କଲାଣି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି ପାଲଲହଡ଼ା ବ୍ଲକ ଈଶ୍ୱର ନଗର ପଞ୍ଚାୟତ ବଡ଼ଝାର ଗାଁ । ଗତ…