Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି । ଗତ…

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଗତ 15 ଦିନ ତଳେ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନି । ତେବେ…

ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀ

କଟକ: ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ । ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସେମାନେ ହଲ୍‌ ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ । ପୂର୍ବରୁ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ ଓ ଅନ୍‌ଲାଇନ୍‌ରେ…

ଡ୍ରଗ୍ସ ମାମଲା, ୮ ଘଣ୍ଟା ଜେରା ପରେ ଏହି ଅଭିନେତାଙ୍କୁ ଗିରଫ କଲା NCB

ମୁମ୍ବାଇ: ଅଭିନେତା ଅଜାଜ ଖାନ ଗିରଫ । ଡ୍ରଗ୍ସ ମାମଲାରେ ପ୍ରାୟ ୮ ଘଣ୍ଟାର ଜେରା ପରେ ବୁଧବାର ଅଭିନେତା ଅଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଅଭିନେତା ଅଜାଜ ଖାନଙ୍କୁ ଅଟକ ରଖାଯାଇଥିଲା । ତ’ପରେ ଏନସିବିର ଅଧିକାରୀ ଅଜାଜଙ୍କୁ ଡ୍ରଗ୍ସ ମାମଲାରେ ଗୁଡ଼େଇ ତୁଡ଼େଇ…

ଆଜିଠୁ ଦୁଇ ଦିନ ତାତିରେ ସନ୍ତୁଳି ହେବ ଓଡ଼ିଶା, ୨୦ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ବଢୁଛି ପାରଦ । ଅସହ୍ୟ ତାତିରେ ଝଟପଟ ହେଉଛି ଓଡ଼ିଶା । ମାର୍ଚ୍ଚରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ଆଜିଠୁ ଦୁଇ ଦିନ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର: ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’…

ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ…

ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା । ଏହି ବୟସ ଶ୍ରେଣୀରେ ଆସୁଥିବା ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି, ସେମାନଙ୍କୁ କରୋନା ଟିକା ପ୍ରଦାନରେ ଅଗ୍ରାଧିକାର ଦିଆଯିବ । ରାଜ୍ୟ…

୮୦୦ ବର୍ଷ ପରେ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ, ଦେଖିବାକୁ ଭୀଡ ଜମୁଛି

ନୂଆଦିଲ୍ଲୀ: ୟୁରୋପର ଆଇସଲାଣ୍ଡରେ ୮୦୦ ବର୍ଷ ପରେ ଏକ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଛି । ୧୧୫୦ ଡିଗ୍ରୀ ସେଲସିୟର ତାପମାତ୍ରାର ଲାଭା ଉଦଗୀରଣକୁ ଦେଖିବା ପାଇଁ ସେଠାରେ ଭୀଡ ଜମିବାରେ ଲାଗିଛି । ୧୯ ମାର୍ଚ୍ଚରେ ଲାଭା ବାହାରିଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାରତରେ ଭାଇରାଲ୍ ଥାଇଲାଣ୍ଡ ମ୍ୟୁଜିୟମ୍ !

ଭୁବନେଶ୍ୱର: ପୁଣି ଏକ ଫଟୋ ସହାୟତାରେ ମିଥ୍ୟା ଗୁଜବ । ଇତିହାସକାରଙ୍କୁ ବଦନାମ । ତଥାପି ଲୋକେ ଅନାୟସରେ ଏକ ଫଟୋ ସହ ବିଭ୍ରାନ୍ତିକର କ୍ୟାପ୍ସନ୍‌କୁ ସେୟାର କରିଥିଲେ । ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ କରିଥିଲା ମିଥ୍ୟା ଗୁଜବ ପର୍ଦ୍ଦାଫାସ୍ । ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟକର ସତ୍ୟତା…