Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ…

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ମୋଟ ୯ଟି ବିଲ୍…

ଦଣ୍ଡ ନାଚରେ ଲାଗିଲା କଟକଣା

ଗଞ୍ଜାମ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଦଣ୍ଡନାଚ ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାସହ ଜିଲ୍ଲାରେ କୌଣସି ପ୍ରକାର…

ଆଦିତ୍ୟ ନାରାୟଣ, ଶ୍ୱେତାଙ୍କୁ କରୋନା

ମୁମ୍ବାଇ: ମନୋରଞ୍ଜନ ଦୁନିଆରେ କରୋନା ପୁନର୍ବାର ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ମହାନ ଗାୟକ ଉଦିତ ନାରାୟଣଙ୍କ ପୁତ୍ର ଆଦିତ୍ୟ ନାରାୟଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ଉଭୟଙ୍କୁ କରୋନା ହୋଇଛି । ସୋସିଆଲ ସାଇଟରେ…

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍, ରବିବାର ଜଗା ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ନାହିଁ । ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିରକୁ ପ୍ରତି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୦୫ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇଥିବା ବେଳେ,…

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଅକ୍ଷରଙ୍କୁ କରୋନା

ନୂଆଦିଲ୍ଲୀ:ଆଇପିଏଲ ୨୦୨୧ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ ଥିବା ଜଣାପଡିଛି । ଆଇପିଏଲ ପ୍ରୋଟୋକଲ ପାଳନ କରାଯାଇ ଅକ୍ଷରଙ୍କୁ ଆଇସୋଲେଟ କରାଯାଇଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସ କଂଟେଟ ଟିମର ଜଣେ…

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା, ବିଜେପିର ୩ ବିଧାୟକ ସସପେଣ୍ଡ

ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଚଳିତ ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି ।…

ପିପିଲି ମଇଦାନରେ ୧୦ ପ୍ରାର୍ଥୀ, ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ । ଆଜି ପାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ମୋଟ ୧୫ ଜଣ ନାମାଙ୍କନ ଭରିଥିବା ବେଳେ, ତିନି ଜଣଙ୍କର ନାକଚ ହୋଇଛି । ସେହିପରି ଦୁଇ ଜଣ ପାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଉପନିର୍ବାଚନ ପାଇଁ ଏବେ…