Latest Odisha News

BREAKING NEWS

Browsing Category

ଫିଚର

୨୩ ହଜାର ଫୁଟ ଉଚ୍ଚରେ ଯୁବକର ପାଗଳାମୀ, ବିମାନର ଏମରଜେନ୍ସି ଡୋର ଖୋଲୁଥିଲେ

ବାରଣାସୀ:ଦିଲ୍ଲୀରୁ ବାରଣାସୀ ଆସୁଥିବା ଏକ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା । ବିମାନଟି ୨୩୦୦୦ ଫୁଟ ଉପରେ ଉଡୁଥିବା ବେଳେ ଯୁବକଜଣଙ୍କ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । କ୍ରୁ ମେମ୍ବର ଏବଂ ଯାତ୍ରୀମାନଙ୍କ ସହାୟତାରେ ଗୌରବ ନାମକ…

ଗବର, କୁଙ୍ଗଫୁ ପାଣ୍ଡା ଓ ପନ୍ତଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୩୩୦ ରନର ବିଜୟ ଲକ୍ଷ୍ୟ

ପୁଣେ: ଏଠାରେ ଚାଲିଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସମ୍ମୁଖରେ ଭାରତ ୩୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶିଖର ଧାୱନ (ଗବର), ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (କୁଙ୍ଗଫୁ ପାଣ୍ଡା)ଙ୍କ…

ହୋଲି ଖେଳିବା ପୂର୍ବରୁ ଏବଂ ପରେ କେମିତି ନେବେ ଆପଣଙ୍କ କେଶ ଏବଂ ଚର୍ମର ଯତ୍ନ

ରଙ୍ଗର ପର୍ବ ହୋଲି । ପିଲାଠୁ ବଡ ସମସ୍ତେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ…

ନବୀନଙ୍କ ହାତରୁ ଟିକେଟ ନେଲେ ରୁଦ୍ର ପ୍ରତାପ ମହାରଥୀ, ସାଙ୍ଗରେ ଥିଲେ ଭଉଣୀ ଓ ଭିଣୋଇ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଆଜି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ନବୀନ ନିବାସରେ ତାଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ ନବୀନ…

ଭୁବନେଶ୍ୱରରେ ଏହି କୋଚିଂ ଇନିଷ୍ଟିଚ୍ୟୁଟରୁ ୨୦ କରୋନା ପଜିଟିଭ୍, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ କୋଚିଂ ସେଣ୍ଟରରେ କରୋନା । ଭୁବନଶ୍ୱର ସ୍ଥିତ XIMB ପରେ ମୈତ୍ରୀ ବିହାରରେ ଥିବା ଆଲୋନ୍ କୋଚିଂ ଇନିଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ବିଏମସି । ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି…

ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଆହତ ସେବାୟତଙ୍କୁ ସହାୟତାର ହାତ ବଢ଼ାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାର ହାତକୁ ନେଇଛନ୍ତି ଏକାଧିକ ଯୋଜନା । ସେମାନଙ୍କର ସୁଖଦୁଃଖର ଠିଆ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ସେବା କରିବା ପରେ ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ସହାୟତାର ହାତ…

ପଶ୍ଚିମବଙ୍ଗରେ ଚାଲିଛି ଟେପ୍ ୱାର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ଆଉ ଟିଏମସି ମଧ୍ୟରେ ସିଧାସଳଖ ଟକ୍କର ଚାଲିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ସହଯୋଗ କରିବା ପାଇଁ ଜଣେ ବିଜେପି ନେତାଙ୍କୁ ଅନୁରୋଧ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ବିଜେପି ଏଥିନେଇ ଟିଏମସି ଖୋଲାଖୋଲି…

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା: ୩୦୦ ମୁହାଁ ପଜିଟିଭ୍ କେସ୍, ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରିଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା । ତିନି ଶହ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପିଲାମାନେ ରଙ୍ଗର ପର୍ବ ହୋଲି କଣ ଜାଣି ନାହାନ୍ତି !

ରାୟପୁର: ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ସମସ୍ତ ହିନ୍ଦୁ ଧର୍ମର ପର୍ବ ପାଳନ କରାଯାଏ ମାତ୍ର ପିଲାମାନେ ହୋଲି କଣ ସେମାନେ ଜାଣି ନାହାନ୍ତି । ବୟସ୍କ ଲୋକମାନେ ହୋଲି ବିଷୟରେ ଜାଣିଥିଲେ ମଧ୍ୟ କେବେ ହେଲେ ଏହାକୁ ପାଳନ କରି ନାହାନ୍ତି । ପାଖାପାଖି ୧୦୦ ବର୍ଷ ହେବ ଅନ୍ଧବିଶ୍ୱାସ ଯୋଗୁ…

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲା, ଟିଏମସି ନେତା ଛତ୍ରଧରଙ୍କୁ ଗିରଫ କଲା NIA

କୋଲକାତା: ୨୦୦୯ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲାରେ NIAର କାର୍ଯ୍ୟାନୁଷ୍ଠାନ । ମାମଲାରେ ଏନଆଇଏ ଟିଏମସି ନେତା ଛତ୍ରଧର ମହାତୋକୁ ଗିରଫ କରିଛି । ପଶ୍ଚିମବଙ୍ଗ ଝାରଗ୍ରାମ ଜିଲ୍ଲାର ଲାଲଗଡ଼ ଘରୁ ଏନଆଇଏ ଛତ୍ରଧରଙ୍କୁ ଗିରଫ କରିଛି । ପ୍ରାୟ ୧୨ ବର୍ଷ ତଳେ ୨୦୦୯ ମସିହାରେ…