Latest Odisha News

BREAKING NEWS

Browsing Category

ଫିଚର

ଟ୍ରକ-ଏସୟୁଭି ମୁହାଁମୁହିଁ ଧକ୍କାରେ ୬ ମୃତ, ୩ ଆହତ

ପାଟନା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ ଏସୟୁଭିର ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବିହାର କଟିହାର ଜିଲ୍ଲା ଅନ୍ତର୍ଗତ କୁରସେଲାର ୩୧ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ସହ ଏସୟୁଭିର ମୁହାଁମୁହିଁ ଧକ୍କା ହୋଇଥିଲା । ୩…

କେଜ୍ରିୱାଲ ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରନ୍ତୁ, ବିଜେପି ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ମାସ ହେଲା ଜାରି ରହିଛି । ଆଇନ୍ ପ୍ରତ୍ୟାହାର କରିବାକୁ କୃଷକ ଦାବି କରି ଆସୁଥିବା ବେଳେ ଅମଙ୍ଗ କେନ୍ଦ୍ର । ଏଭଳି ସ୍ଥିତିରେ ବିଜେପି ନେତା କେତେବେଳେ ଚାଷୀଙ୍କୁ ଆତଙ୍କବାଦୀ ତ ଆଉ କେବେ ଦେଶଦ୍ରୋହୀ କହୁଛନ୍ତି । ଏବେ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ, କମ୍ବିଂ ବେଳେ ଠାବ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ବଡ ସଫଳତା । ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଜୋଡାମ୍ବ କଦଳିବନ୍ଧା…

ଦୁଇ ଦିନ ପରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଆଦି ସହରରେ ପେଟ୍ରୋଲ ଦାମ୍ ୯୦…

ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ରାଜନୈତିକ ଦଳ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଆଜି ଡେଲାଙ୍ଗ ଓ ପିପିଲି ଜନସାଧରଣଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଏହି…

ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର କରି ତିଆରି ହେଲା ସଡ଼କ

ଅଗରତାଲା: ପରିବେଶ ପାଇଁ ପ୍ଲାଷ୍ଟିକ ବିପଦପୂର୍ଣ୍ଣ । ତଥାପି ଆମେ ଦୈନନ୍ଦିନ ଜୀବନରେ ଖୁବ୍ ପ୍ଲାଷ୍ଟିକ ବ୍ୟବହାର କରି ଏଣେତେଣେ ଫୋପାଡ଼ି ଦେଉ । ଆଉ ଯାହାକି ସହଜରେ ନଷ୍ଟ ହୁଏନାହିଁ ବରଂ ପରିବେଶ ଦୂଷିତ କରେ । ଅଦରକାରୀ ବର୍ଜ୍ୟ ପ୍ଲାଷ୍ଟିକକୁ ନେଇ ନିଆରା ପଦକ୍ଷେପ ନେଇଛି ତ୍ରିପୁରା ।…

ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ; ମାଫିଆ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ଗଞ୍ଜେଇ । ଏହାସହ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଓ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା । ସୂଚନାନୁସାରେ, କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା…

ଆଜିଠୁ ଜେଇଇ ମେନ୍ ପରୀକ୍ଷା, ଅନଲାଇନ୍ ମୋଡ଼ରେ ଏକଜାମ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ(ଏନଟିଏ) ଏହାର ପରିଚାଳନା କରୁଛି । ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପ୍ରବେଶିକା ଆସନ୍ତା ୧୬ ତାରିଖ ଯାଏ…

ଆଜି ପବିତ୍ର ଭୈମ ଏକାଦଶୀ;  ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

ନିଆଳି: ଆଜି ପବିତ୍ର ଭୈମ ଏକାଦଶୀ। ଏହାକୁ ଦୃଷ୍ଟିରେ ରଖି ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ଜାରି କରାଯାଇଛି ୧୪୪ ଧାରା। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ପ୍ରତିବର୍ଷ ମାଧବାନନ୍ଦ ଜୀଉ…

ସାଲେପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସାଲେପୁର: କକଟ ଜିଲ୍ଲାସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଯାଇଛି ବଖରା ଘର। ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମକୁନ୍ଦପୁର ଗ୍ରାମର ପ୍ରତାପ…