Latest Odisha News

BREAKING NEWS

Browsing Category

ଫିଚର

ଟ୍ରକକୁ ପଛରୁ ପିଟିଲା କାର୍: ଦୁର୍ଘଟଣାରେ ଜଣେ ମୃତ, ୪ ଆହତ

ନୂଆପଡା: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵରଠାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି…

କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ଠକେଇ; ଟଙ୍କା ନେଇ କମ୍ପାନୀ ଫେରାର୍, ଏଫଆଇଆର୍ ରୁଜୁ ପାଇଁ ଚାଷୀ ନାକେଦମ୍

ଭୋପାଳ: କେନ୍ଦ୍ରର କୃଷି ଆଇନକୁ ନେଇ ୮୦ ଦିନରୁ ଊର୍ଦ୍ଧ୍ୱ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି । ଆଇନରେ ଯେଉଁ କଥାକୁ ନେଇ ଚାଷୀ ଡରୁଛନ୍ତି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବିଜେପି ଶାସିତ ମଧ୍ୟପ୍ରଦେଶରେ । ଯାହା କଣ୍ଟ୍ରାକ୍ଚ ଫାର୍ମିଂ ଲାଗୁ ହେଲେ କୃଷକଙ୍କ ଆୟ ବଢ଼ିବା ସହ…

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି…

ଭିଜିଲାନ୍ସ ଜାଲରେ ଡେପୁଟୀ ରେଞ୍ଜର, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଡେପୁଟୀ ରେଞ୍ଜର କେଶବ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେଶବ ନାୟକଙ୍କ ଅଫିସ୍ ସହ ବଲାଙ୍ଗିର ସାଗରପଡ଼ା, ଇଚ୍ଛାପଡ଼ା ଓ ଆରଟିଓ ଛକରେ ଥିବା ଘରେ ରେଡ୍ ଚାଲିଛି । ବରଗଡ଼,…

ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ନେଇ WHO କମିଟିର ସୁପାରିସ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ଦକ୍ଷିଣ ଆଫ୍ରିକା ବନ୍ଦ କରିଥିବା ବେଳେ ଏହାର ପ୍ରୟୋଗ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମିଟି ସୁପାରିସ୍ କରିଛି । ଆଷ୍ଟ୍ରାଜେନକା କୋଭିଡ୍ ଭ୍ୟାକ୍ସିନ୍ ସୁରକ୍ଷିତ ଏବଂ ଏହା କରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ।…

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡ଼ିଶାର ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ସରକାର…

ହିଞ୍ଜିଳିରେ ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ବହୁ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡ଼ିଓ କନଫରେନ୍ସିଂରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳିକାଟୁବାସୀଙ୍କୁ ମୋଟ୍ ୨୮ କୋଟି ୫୭ହଜାରଟଙ୍କାର…

ତପୋବନରେ ଉଦ୍ଧାର କାର୍ଯ୍ୟ ରଣନୀତି ବଦଳାଇଲା ସେନା, ସୁଡ଼ଙ୍ଗକୁ ଯିବା ପାଇଁ ଚାଲିଛି ଡ୍ରିଲିଂ

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲିରେ ବରଫ ପାହାଡ଼ ଧସିବା ପରେ ବନ୍ୟାକୁ ୪ ଦିନ ବିତିଲାଣି । ସୁଡ଼ଙ୍ଗରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନୌସେନାର ମରିନ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏବେ ଯାଏ ୩୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୭୦ ଜଣ ନିଖୋଜ…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ପାଇଛି କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା-ଅନ୍ଧାରୁଆ ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ କମିଶନରେଟ ପୋଲିସ ମହିଳାଙ୍କ ପରିଚୟ ପାଇଥିବା ସୂଚନା ମିଳିଛି । ଆଜି ପୋଲିସ ପ୍ରେସମିଟରେ ହତ୍ୟାକାଣ୍ଡ…

ପ୍ରେମ ସପ୍ତାହର ପଞ୍ଚମ ଦିନ ‘ପ୍ରମିଜ ଡେ’

ଭୁବନେଶ୍ୱର: ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ। ଏହି ପ୍ରେମ ସପ୍ତାହକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ନିଜ ନିଜ ପାର୍ଟନରଙ୍କୁ କିଏ…