Latest Odisha News

BREAKING NEWS

Browsing Category

ଫିଚର

ବିଜେପିରେ ଯୋଗ ଦେଲେ ଟିଏମସିର ଅରିନ୍ଦମ ଭଟ୍ଟଚାର୍ଯ୍ୟ

କୋଲକାତା:ମମତା ବାନାର୍ଜୀଙ୍କ ଟିଏମସିକୁ ବୁଧବାର ଆଉ ଏକ ଝଟକା ଲାଗିଛି । ଶାନ୍ତିପୁରର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ପରି ହେଭିୱେଟ ନେତା ଦଳ ଛାଡି ସାରିଛନ୍ତି । ଯାହା କି ଟିଏମସି ପାଇଁ ମୁଣ୍ଡବ୍ୟାଥାର କାରଣ…

ଅଶୋଭନୀୟ ଆଚରଣ ନେଇ ମେସି ୨ଟି ମ୍ୟାଚରୁ ବାସନ୍ଦ

ମାଡ୍ରିଡ: ସ୍ପାନିଶ ସୁପର କପ୍ ଫୁଟବଲରେ ଅଶୋଭନୀୟ ବ୍ୟବହାର ନେଇ ଲିଓନେଲ ମେସିଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ବାର୍ସିଲୋନାର ଏହି ଷ୍ଟାର ଖେଳାଳି ଆଟଲେଟିକ ବିଲବାଓ ବିପକ୍ଷ ମ୍ୟାଚରେ ବିପକ୍ଷ ଦଳର ଆସିଆ ଭିଲାଲିବ୍ରେଙ୍କୁ ଡାହାଣ ହାତରେ ଜାଣିଶୁଣି ଆଘାତ ଦେଇଥିଲେ । ଏଥିଯୋଗୁ…

୧୫୦ କୋଟି ପାର କଲା ବିଜୟଙ୍କ ମାଷ୍ଟର, ୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ ୨୦୨୧ର ପ୍ରଥମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ଏବେ ହାଉସଫୁଲରେ ଚାଲିବା ସହ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାମିଲନାଡୁରେ କେବଳ ଏହି ଫିଲ୍ମ ୯୬ କୋଟି, ଆନ୍ଧ୍ରପ୍ରଦେଶରେ ୨୪, କର୍ଣ୍ଣାଟକରେ ୧୪ ଓ ଉତର…

ଉତରପ୍ରଦେଶ ବିଧାନ ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନୀତ ନେଇ ବିବାଦ

ଲକ୍ଷ୍ନୌ:ଉତରପ୍ରଦେଶ ବିଧାନସଭା ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନ ପାଇବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସର ସଦସ୍ୟ ଦୀପକ ସିଂ । ଏହି ଫଟୋକୁ ହଟାଇବାକୁ ସେ ଗୃହର ଅଧ୍ୟକ୍ଷଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ଓଲିଉଡ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବର୍ଷୀୟାନ୍ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ନିଖୁଣ…

ଜଳିଗଲା ଗଞ୍ଜେଇ ବୋଝେଇ କାର୍, କାରଣ ଅସ୍ପଷ୍ଟ

ମାଲକାନଗିରି: ଜଳିଗଲା ଗଞ୍ଜେଇ ବୋଝେଇ କାର୍ । ଜଳି ପୋଡ଼ି ଗାଡ଼ିଟି ଛାରଖାର ହୋଇଯାଇଛି । ମାଲକାନଗିରି ଥାନା ଅନ୍ତର୍ଗତ ଚଲାନଗୁଡା ନିକଟରେ ଏହି ଘଟଣା ଘଟିଛି । ନିଆଁ ଲାଗି ଗାଡ଼ି ସହ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ: ଜଗମୋହନ ସଭାପତି, ଅଭିଜିତ‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ (ଓଓଏ)ର ସଭାପତି ଭାବରେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜଗମୋହନ ପଟ୍ଟନାୟକ । ସେହିପରି ଅଭିଜିତ୍‌ ପାଲ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ୱାଳ, ନଳିନୀ କୁମାର…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ଗୁପ୍ତ ନୀତି ଅପରାହ୍ନ ୪ଟା ରୁ ସନ୍ଧ୍ୟା ୮ଟା ମଧ୍ୟରେ ହେବ । ପରମ୍ପରା ଓ ରୀତିନୀତି ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କର…

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ଟି ପରିବାରର ୮ ବଖା ଘର ଜଳି ପୋଡ଼ି ଛାରଖାର । ଲକ୍ଷାଧିକ…