Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାରେ ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ହିଂସା ଓ ଦଙ୍ଗା ଖବର ଅତ୍ୟନ୍ତ ବ୍ୟଥିତ କରିଛି । ବେଆଇନ୍ ବିକ୍ଷୋଭକୁ ଗଣତନ୍ତ୍ରରେ ଅନୁମତି ନାହିଁ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନ ପ୍ରଭାବ…

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁରେଶ ଚନ୍ଦ୍ର ବିଶ୍ବାଳ ବୋଲି ଜଣାପଡିଛି। ଖାଦ୍ୟ ଅପମିଶ୍ରଣ ଓ ନକଲି କରିବା ଅଭିଯୋଗରେ ସୁରେଶକୁ ପୋଲିସ ଗିରଫ  କରିଛି। ଗିରଫ ପରେ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ହିଂସାକାଣ୍ଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକାରେ ହିଂସାକାଣ୍ଡ । ତାତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ଆମେରିକା ସଂସଦ ଭବନରେ ପ୍ରବେଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ ।…

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ମାହାଙ୍ଗା: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୂଚନାଅନୁସାରେ, ଏହି ଅଭିଯୁକ୍ତଙ୍କୁ କଟକରୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ସ୍ପେସାଲ ପୋଲିସ…

ଗୋଟିଏ ଦିନ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର : ଗୋଟିଏ ଦିନ ପାଇଁ ବାତିଲ ହୋଇଛି ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି । ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ ଉକ୍ତ ନୂଆ ଲାଇନ୍‌…

ଟୀକା ନେବାକୁ ଅମଙ୍ଗ ୬୯% ଭାରତୀୟ : ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । କରୋନା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଚାତକ ଭଳି ଏହାର ଟୀକାକୁ ଚାହିଁ ବସିଥିଲେ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡଟିକା ଓ…

ବୌଦ୍ଧ କୀର୍ତ୍ତିରାଜିର ମୁଖ ସାକ୍ଷୀ ଯାଜପୁରର ଉଦୟଗିରି ଓ ରତ୍ନଗିରି

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ…

ଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମ: ଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ । ବିଳମ୍ବିତ ରାତିରେ ୨ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ହାଣିଲେ ଗ୍ରାମବାସୀ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା…

ଆଜିଠୁ କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

କଟକ: ଆଜିଠାରୁ କଟକରେ ଖୋଲିଛି ସମସ୍ତ  ଧର୍ମାନୁଷ୍ଠାନ। କୋଭିଡ୍ ଗାଇଡ ଲାଇନ ମୁତାବକ ମନ୍ଦିର ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଏସଓପି ଜାରି କରିଛି କଟକ ମହାନଗର ନିଗମ ପ୍ରଶାସନ। ଗାଇଡ଼ଲାଇନ ଅନୁଯାୟୀ ଭକ୍ତ ଟୋକନ୍ ବ୍ୟବସ୍ଥାରେ ଧର୍ମାନୁଷ୍ଠାନରେ ପ୍ରବେଶ କରିପାରିବେ। ସେହିପରି…

ରାଜନୀତିରେ ମିଶିପାରନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର

ଭୁବନେଶ୍ୱର: ଆୟକର କମିଶନର ତଥା ବରିଷ୍ଠ ରାଜନେତା ଶରତ କରଙ୍କ ପୁଅ ଶୋଭନ କର ରାଜନୀତିରେ ଯୋଗ ଦେଇପାରନ୍ତି । ଏଥି ପାଇଁ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଶୋଭନ କରଙ୍କ ସୂଚନା ଅନୁସାରେ, ଗତ ଡିସେମ୍ବର ୩୧ ତାରିଖର ତାଙ୍କ କାର୍ଯ୍ୟ ଦିବସର ଶେଷ ଦିନ ଥିଲା । ନିଜ ଚାକିରୀ…