Latest Odisha News

BREAKING NEWS

Browsing Category

ଫିଚର

ଏଟିଏମ୍ ଭାଙ୍ଗିଲେ, ଟଙ୍କା ଧରି ଛୁ ମାରିଲେ ଲୁଟେରା

ବାଲେଶ୍ୱର: ମାତିଛନ୍ତି ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଲା ବସ୍ତା  ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏକ ଏଟିଏମରୁ ଟଙ୍କା ଲୁଟ୍ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଆଜି ସକାଳୁ ଲୋକ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କନ୍ଧମାଳ ଜିଲ୍ଲାରେ ତୁଷାରପାତ, ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି । ପ୍ରବଳ ଶୀତ । ଦେହ ହାତ କାଲୁଆ ହୋଇ ଯାଉଛି । ବାହାରେ ଯେମିତି ଥଣ୍ଡା ଘର ଭିତରେ ବି ଥରାଉଛି । ଜିଲ୍ଲାର ବିଭିନ୍ନ ସଥାନରେ ଦୁଇ ଦିନ ହେବ ତୁଷାରପାତ ହେଉଛି । ଫୁଲବାଣୀ, ଦାରିଙ୍ଗବାଡ଼ି, ସମେତ ବାଲିଗୁଡା, ବେଲଘର ଓ…

ଖୋଲିଲା ବଡ଼ଦେଉଳ, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ…

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ।…

ପରୀ ମୃତ୍ୟୁ ମାମଲା : ପୋଖରୀରୁ ମିଳିଲା ଲେଗିନ୍ସ

ନୟାଗଡ: ପରୀ ମୃତ୍ୟୁ ମାମଲା ଆଜି ପୋଖରୀରୁ ମିଳିଲା ଲେଗିନ୍ସ । ତେବେ ଲେଗିନ୍ସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିନ୍ସ ଖୋଜିବା ପାଇଁ ପୋଖରୀର ପାଣିକୁ ଶୁଖାଯାଇଥିଲା । ଦୁଷ୍କର୍ମ ପରେ ମୁଖୟ ଅଭିଯୁକ୍ତ ସରୋଜ ସେଠୀ ପରୀ ପିନ୍ଧିଥିବା ଲେଗିନ୍ସ ପୋଖରୀରେ ଫିଙ୍ଗି ଦେଇଥିଲା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚହଲ-ଧନଶ୍ରୀ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନଙ୍କୁ ଯାଦୁଭରା ସ୍ପିନରେ ଆଉଟ କରୁଥିବା ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଶେଷର ଧନଶ୍ରୀ ବର୍ମାଙ୍କ ସୌନ୍ଦର୍ଯ୍ୟରେ କ୍ଲିନ ବୋଲ୍ଡ ହୋଇଛନ୍ତି । ମଙ୍ଗଳବାର ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଗଷ୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ ହୋଇଛନ୍ତି । ୬୭ତମ ମିନିଟ ପରଠାରୁ ଉଭୟ ଦଳ…

ଜାମ୍ମୁକଶ୍ମୀର ଡିଡିସି ନିର୍ବାଚନ: କଶ୍ମୀର ଉପତ୍ୟକାରେ ଫୁଟିଲା ଫୁଲ

ଲେହ: ଜାମ୍ମୁକଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ରେ ବିଜେପି ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟତାରେ ଖାତା ଖୋଲିଛି । ଜମ୍ମୁରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଶ୍ମୀରରେ ଗୁପକାର ଗଠବନ୍ଧନ ଆଗରେ ରହିଛି । ତେବେ କଶ୍ମୀରରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ ରିପୋର୍ଟ…

କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ କଟକଣା, ୟୁକେରୁ ଆସୁଥିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର: କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ଜିଲ୍ଲାପାଳ, ସିଡିଏମଓ, ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ଚିଠିରେ କହିଛନ୍ତି ଯେ ବ୍ରିଟେନରେ ଚିହ୍ନଟ…