Latest Odisha News

BREAKING NEWS

Browsing Category

ଫିଚର

“ନବୀନ ଓଡିଶା”ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି: ବିଜେପି

ଭୁବନେଶ୍ୱର: ପୋଲିସ ଆଇଆଇସିଙ୍କଠାରୁ ବିପୁଳ ପରିମାଣର ନଗଦ କଳା ଟଙ୍କା ଜବତ ଘଟଣାକୁ ନେଇ ବିଜେପିର ସମାଲୋଚନା। ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ। ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ରହିଛି…

ଟି୨୦ ପାଇଁ ନେହେରା ଥିଲେ ପ୍ରଥମ ପସନ୍ଦ: ରିପୋର୍ଟ

ନୂଆଦିଲ୍ଲୀ: ବିସିସିଆଇ ରାହୁଲ ଡ୍ରାଭିଡ ଏବଂ ସପୋର୍ଟିଂ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି । ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି ପଛରେ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ଏକା ଜିଦ ଧରିଥିଲେ କୋଚ ଭାବେ ଡ୍ରାଭିଡଙ୍କ…

ଶକ୍ତିମନ୍ତ୍ରୀଙ୍କ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ବିଦ୍ୟୁତ ସରବରାହ ବ୍ୟବସ୍ଥାର ସମୀକ୍ଷା

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍‌ରେ ବିଦ୍ୟୁତ ସରବରାହ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ପ୍ରକାଶ ଯେ ଦୁଇଟି ଯାକ ମ୍ୟୁନିସିପାଲ କର୍ପୋରେସନରେ ବିଦ୍ୟୁତ ଯୋଗାଣ, ନୂତନ ଟ୍ରାନ୍ସଫର୍‌ମର ସ୍ଥାପନ,…

ଆଶ୍ଚର୍ଯ୍ୟ: ମୁଣ୍ଡ ବିନ୍ଧୁଥିଲା, ପରୀକ୍ଷା ପରେ ଜଣାପଡିଲା ମସ୍ତିଷ୍କରେ ଥିଲା ଚପଷ୍ଟିକ

ହାନୋଇ: ଭିଏତନାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୩୫ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ବାରମ୍ବାର ବିନ୍ଧୁଥିବା ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ । କୌଣସି କାରଣ ସ୍ପଷ୍ଟ ଭାବେ ଜଣା ନ ପଡିବା ଯୋଗୁ ତାଙ୍କର ସିଟି ସ୍କାନ…

କଂଗ୍ରେସକୁ ସରକାର କରାଇ ନ ଦେବାକୁ ଏମପିରେ ବିଜେପିର ପ୍ଲାନ ‘ବି’!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ଭୋଟ ଗଣତି ସହ ଫଳାଫଳ ଆସିବାକୁ ଆଉ ମାତ୍ର ମଝିରେ ତିନି ଦିନ ବାକି ରହିଛି। ଯାହାକୁ ନେଇ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ଦଳଗୁଡିକ ପ୍ରସ୍ତୁତ ହେଉଛନ୍ତି। ସେପଟେ ଫଳାଫଳ ଆସିବା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ ନେଇ ପ୍ରମୁଖ ରାଜନୈତିକ ଦଳ…

କେସିଆରଙ୍କୁ ଫସାଇଦେଲା କଂଗ୍ରେସ ଗ୍ୟାରେଣ୍ଟି, ରାହୁଲଙ୍କ ଉପରେ ରାଗିଲେ କବିତା !

ଭୁବନେଶ୍ୱର: ରାତି ପାହିଲେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ପ୍ରଚାର ଶେଷ ହେବା ପରେ ବିଭିନ୍ନ ରାଜନୈତିକ ଦଳ ପାର୍ଟି କ୍ୟାଡ଼ର ମାନଙ୍କୁ ଆକ୍ଟିଭ କରୁଛନ୍ତି। ସେପଟେ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀଵ୍ର ହେବାରେ ଲାଗିଛି। ତେଲେଙ୍ଗାନାରେ ଶାସକ…

ଭାରତୀୟ ଟିମ କୋଚ ଭାବେ ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ: ଭାରତ ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ବିଶ୍ୱକପ ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ବିସିସିଆଇ ତାଙ୍କ ସହିତ ଆଲୋଚନା କରିବା…

ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ

ଭୁବନେଶ୍ୱର : ପରଲୋକରେ ଅନିମା କର । ସେ ହେଉଛନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ଅନିମା ଯକୃତ ରୋଗରେ ପୀଡିତ ଥିଲେ  । ଦୁଇ ତିନି  ମାସ ହେବ ଏକ…

ସମସ୍ତେ ଏବେ ନବୀନ ଓଡ଼ିଶାର ସାରଥୀ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କିନ୍ତୁ ତା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି। ବିଜେଡି ଠାରୁ ଆରମ୍ଭ କରି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ରାଜନୈତିକ…

୪ମାସ ହେଲା ମିଳୁନି ଚାଉଳ , ଓଳିଏ ଖାଇଲେ ଓଳିଏ ଉପାସ ଲୋକେ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକର ଲର୍କୀ ଗାଁ। ଏହା ହେଉଛି ଏକ ଆଦିବାସୀ ବହୁଳ ପଛୁଆ ଗାଁ । ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଚାଷବାସ ସହ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷନ୍ତି । ଏମାନେ ସାଧାରଣତଃ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗଣ୍ଡାମେର ପଞ୍ଚାୟତ ର ଏହି…