Latest Odisha News

BREAKING NEWS

Browsing Category

ଫିଚର

ଜଗନ୍ନାଥ ମନ୍ଦିର ଖୋଲିବା ନେଇ କ’ଣ କହିଲେ ମୁଖ୍ୟ ପ୍ରଶାସକ; ଜାଣନ୍ତୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ରାଜସ୍ୱ ହ୍ରାସ ପାଇଥିବା ନେଇ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) । ମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଜିଟିଏ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି, ୨୦୨୦-୨୧…

ବିଲୁପ୍ତ ପ୍ରଜାତିର ପ୍ରାଣୀକୁ ବଂଚାଇବା ପାଇଁ ୨୦ ଲକ୍ଷ ଟଙ୍କାର ଲାଂଚ ନେଲେନି ବନ୍ୟ ବିଭାଗ କର୍ମଚାରୀ

ଗୌହାଟୀ: ଏବେ ବି ଭଲ ମଣିଷ ଦୁନିଆରେ ଅଛନ୍ତି । ତାହା ପୁନର୍ବାର ପ୍ରମାଣିତ ହୋଇଛି ଆସାମରେ । ଏଠାରେ ବିଲପ୍ତ ପ୍ରଜାତି ଟୋକେ ଗେକୋ (ଝିଟିପିଟି ଶ୍ରେଣୀର)କୁ ଶିକାରୀ ମାନେ ଧରି ନେଇ ଯାଉଥିଲେ । ଏହା ଦେଖି ବନ୍ୟ ବିଭାଗ କର୍ମଚାରୀ ଜୟନ୍ତ କେ ଦାସ ସେମାନଙ୍କ ସହ ମୁକାବିଲା କରିଥିଲେ । ଟୋକେ…

ଓଟିଟି ପ୍ଲାଟଫର୍ମରେ ପାଦ ଥାପିବେ ଅମୀର, ସାଇନ୍ସ ଫିକ୍ସନ ଫିଲ୍ମ କରିବେ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ଅନ୍ୟମାନଙ୍କ ପରି ଶେଷରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ସାଇନ୍ସ ଫିକ୍ସନ ୱେବ ସିରିଜ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ହୀରୋ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରଣବୀର କାପୁର ଓ…

[ଭିଡିଓ] ଘର ପୋଡିଲେ, ମହିଳାଙ୍କୁ ଘୋଷାଡି ମାରିଲେ !

ଖୋର୍ଦ୍ଧା: ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ କଡବା ଗାଁରେ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କ ଘର ପୋଡିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଛି ।…

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି। ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। https://twitter.com/BCCI/status/1328571370326908928?s=19…

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।…

ପିଲାବେଳେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ୱାଶିଂଟନ୍: ଇଣ୍ଡୋନେସିଆରେ ରହୁଥିବା ବେଳେ ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣୁଥିଲେ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତେଣୁ ତାଙ୍କ ମନ ଭିତରରେ ଭାରତ ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 'ଏ ପ୍ରୋମିଜଡ୍…

ଦିଲ୍ଲୀକୁ ଫେରିବ ଲକଡାଉନ୍ ! କଟକଣା ଲାଗୁ ପାଇଁ କେନ୍ଦ୍ରକୁ କେଜ୍ରିଓ୍ୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମାଆ ଦୁର୍ଗାଙ୍କ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ମାଆ ଦୁର୍ଗାଙ୍କ କ୍ଷୁଦ୍ର ମୂର୍ତ୍ତି। ଏଭଳି ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଯିଏକି ଦଶହରା ସମୟରେ ସବୁଠୁ ଛୋଟ ମୂର୍ତ୍ତି ନିର୍ମାଣ କରି ଏଥିରେ ରଙ୍ଗ ଦେଇଥିଲେ।…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…