Latest Odisha News

BREAKING NEWS

Browsing Category

ଫିଚର

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଲା

ଭୁବନେଶ୍ୱର: ଓଡିଶାରେ ଆଉ ୧୫ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୩, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୨, ପୁରୀରୁ ୧…

୨୨ ବର୍ଷ ପରେ ଆମେରିକା ନେଲା ପ୍ରତିଶୋଧ, ଇସ୍ରାଏଲ ଗୋଇନ୍ଦା ସଦସ୍ୟ ହତ୍ୟା କଲେ ଅଲକାଏଦାର ଦ୍ୱିତୀୟ କମାଣ୍ଡରକୁ

ନ୍ୟୁୟର୍କ: ଆମେରିକା ୨୨ ବର୍ଷ ତଳର ପ୍ରତିଶୋଧ ଶନିବାର ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଇସ୍ରାଏଲର ଗୁଇନ୍ଦା ‘ମୋସାଦ’ସହାୟତାରେ ଇରାନରେ ପଶି ଅଲକାଏଦର ଦୁଇ ନମ୍ବର କମାଣ୍ଡର ଅବୁ ମହମ୍ମଦ ଅଲ-ମଶରୀକୁ ହତ୍ୟା କରିଛି । ଇସ୍ରାଏଲ ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ସଂପୃକ୍ତ…

ହଜାରେ ତଳେ ଦୈନିକ କରୋନା କେସ୍: ୨୪ ଘଣ୍ଟାରେ ରାଜ୍ୟରୁ ୯୦୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ହଜାରେରୁ କମ୍ ସଂକ୍ରମିତ ଟିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୦୨ ପଜିଟିଭ୍ କେସ୍ ସାମନାକୁ ଆସିଛି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୨୩ ଆକ୍ରାନ୍ତ । ଲୋକାଲ କଣ୍ଟାକ୍ଟ କେସ୍ ୩୭୯ଟି…

ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼, ୩-୪ ଡିଗ୍ରୀ ସେଲସିୟସ ଯାଏ ଖସିବ ପାରଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼ । ଖସିବ ପାରଦ, ଥରିବ ଓଡ଼ିଶା । କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ଲେଉଟିବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ…

ଦୀପାବଳିରେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ଭାଇ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ଦୀପାବଳି ଖୁସିରେ ଅସରନ୍ତି ଦୁଃଖ ଭରି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଭାଇ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଦୁର୍ଘଟଣା ।…

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୮୧ ଲକ୍ଷ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଆକ୍ଟିଭ୍ କେସ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୬୮୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୨୯…

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜିରୁ ୫୬ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବରେ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ସେମାନଙ୍କ ଭିତରେ ଅଛନ୍ତି ୨୫ ପୁରୁଷ, ୨୩ ମହିଳା ଓ ୮ ଜଣ ଶିଶୁ । ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି…

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ । ସୀମାରେ ଯବାନଙ୍କ ସହ ଆଲୋକର ପର୍ବରେ ସାମିଲ ହେବେ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସୀମାର ଲଙ୍ଗେଓ୍ୱାଲାରେ ଯବାନଙ୍କ ଦୀପାବଳି ଉତ୍ସବରେ ସେ ସାମିଲ ହେବେ । ସେଠାରେ ପହଞ୍ଚି ସାରିଛନ୍ତି…

କାହିଁକି ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଏ?

ପ୍ରତିବର୍ଷ ୧୪ ନଭେମ୍ବରକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୮୮୯ ମସିହା ୧୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିଲେ। ନେହେରୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ ଯେ ପିଲାମାନେ ତାଙ୍କୁ ମାମୁଁ ନେହେରୁ ବୋଲି କହୁଥିଲେ। ଏହି କାରଣରୁ…

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବକୁ ନେଇ ସାରାଦେଶରେ ଉତ୍ସବମୁଖର ପରିବେଶ । କରୋନା କଟକଣା ଚଳିତବର୍ଷ ଦୀପାବଳି ଉତ୍ସବକୁ ସାମାନ୍ୟ ଫିକା କରି ଦେଇଛି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଦୀପାବଳି ସ୍ୱଚ୍ଛତାର ବି ଉତ୍ସବ ।…