Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ଗହଣା ଦିଆଯାଏ

ଭୋପାଳ: ଭାରତ ଏକ ଧର୍ମପ୍ରିୟ ରାଷ୍ଟ୍ର । ବିଭିନ୍ନ ସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ ପ୍ରକାର ପାରମ୍ପାରିକ ଚଳଣ ରହିଛି । ମଧ୍ୟପ୍ରଦେଶର ରତଲାମ ସହରରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ନିଆରା ପରାମ୍ପରା ଯୋଗୁ ବେଶ୍ ଚର୍ଚ୍ଚିତ । ଏଠାରେ ଭକ୍ତଙ୍କୁ ପ୍ରସାଦରେ ଭୋଗ, ମିଠା ବଦଳରେ ସୁନା, ରୂପା ଦିଆ…

ଚତୁର୍ଥ ବର୍ଷରେ ପଦାର୍ପଣ କଲା “ମୋ’ ସ୍କୁଲ”

ଭୁବନେଶ୍ୱର: ଚତୁର୍ଥ ବର୍ଷରେ ପଦାର୍ପଣ କରିଛି 'ମୋ ସ୍କୁଲ ଅଭିଯାନ’। ଆଜି ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ସମାବେଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଉନ୍ନୟନ…

ଦୀପାବଳିରେ ଆସିଲା ‘ରାମ ସେତୁ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀପାବଳି ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଖାସ୍ ଅନ୍ଦାଜରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜର ଅପକମିଂ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି ।…

ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର

ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ…

ଭୁବନେଶ୍ୱରରେ କେହି ବାଣ ଫୁଟାଉଥିଲେ ୧୦୦ ଡାଏଲ୍ କରନ୍ତୁ: ଡିସିପି

ଭୁବନେଶ୍ୱର: ଚଳିତ ଥର ଦୀପାବଳି ଅବସରରେ ବାଣ ଫୁଟାଇବାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି କରିବା ଉପରେ ପ୍ରତିବନ୍ଧକ…

ଗୁଜରାଟରେ ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି, ଦେଖନ୍ତୁ ଭୟାବହ ଅଗ୍ନିକାଣ୍ଡର ଭିଡିଓ

ଗୁଜରାଟ: ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଚ୍ରି । ଗୁଜରାଟର ବଲସାଡରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁ ହୁ ହୋଇ ଜଳି ଯାଉଛି ପ୍ଲାଷ୍ଟିକ ଫ୍ୟାକ୍ଟ୍ରି । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ପୁରୀ ଫ୍ୟାକ୍ଟ୍ରି ଜଳୁଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ଯବାନ ସହ ପ୍ରଧାନମନ୍ତ୍ରୀଙ୍କ ଦିଓ୍ୱାଲୀ, ଲୋଙ୍ଗେଓ୍ୱାଲାରୁ ପାକ୍-ଚୀନକୁ କଡ଼ା ଚେତାବନୀ

ରାଜସ୍ଥାନ: ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସ୍ଥିତ ଲୋଙ୍ଗେଓ୍ୱାଲାରେ ନିୟୋଜିତ ଯବାନଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ସହ ଭାରତ ସୀମାରୁ ଶତ୍ରୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।…

ଗଙ୍ଗୋତ୍ରୀ ଗ୍ଲେସିୟର ୮୦ ବର୍ଷ ମଧ୍ୟରେ୧.୯ କିଲୋମିଟର ପଛକୁ ଘୁଂଚିଛି !

ଡେରାଡୁନ: ଦିନକୁ ଦିନ ପୃଥିବୀର ତାପମାତ୍ର ବଢ଼ିବାରେ ଲାଗିଛି । ଫଳରେ ଗ୍ଲେସିୟର ତରଳିବା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ୩୬୦ ବର୍ଷ ହେବ ଗଙ୍ଗୋତ୍ରୀ ଗ୍ଲେସିୟର ପ୍ରତିଦିନ ୬୩ ମିଟର ପଛକୁ ଘୁଂଚିଛି । ୮୦ ବର୍ଷ ମଧ୍ୟରେ ଏହା ୧.୯ କିଲୋମିଟର ପଛକୁ ଖସିଛି । ବରଫ ତରଳିବା ଯୋଗୁ ଏହା ହେଉଛି ।…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଲା

ଭୁବନେଶ୍ୱର: ଓଡିଶାରେ ଆଉ ୧୫ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୩, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୨, ପୁରୀରୁ ୧…