Latest Odisha News

BREAKING NEWS

Browsing Category

ଫିଚର

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବକୁ ନେଇ ସାରାଦେଶରେ ଉତ୍ସବମୁଖର ପରିବେଶ । କରୋନା କଟକଣା ଚଳିତବର୍ଷ ଦୀପାବଳି ଉତ୍ସବକୁ ସାମାନ୍ୟ ଫିକା କରି ଦେଇଛି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଦୀପାବଳି ସ୍ୱଚ୍ଛତାର ବି ଉତ୍ସବ ।…

ଆଜି ଆଲୋକର ପର୍ବ ଦୀପାବଳି: ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ

ଭୁବନେଶ୍ୱର: ଆଜି ଶୁଭ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି । ତେବେ ଚଳିତବର୍ଷ କରୋନା କଟକଣା…

ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଦାଯିତ୍ୱ

ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ  ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ…

‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେଲା ୧୬୧୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ’ ଅଭିଯାନରେ ସାମିଲ ହେଉଛି ୧୬୧୦ ସ୍କୁଲ । ଶୁକ୍ରବାର ଅପରାହ୍ନରେ ‘ମୋ ସ୍କୁଲ’ ପରିଚାଳନା ସଂଗଠନର ୧୮ତମ କାର‌୍ୟ୍ୟକାରୀ କାଉନ୍‌ସିଲ୍ ବୈଠକ ଭର୍ଚୁଆଲ ମୋଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

[ଭିଡିଓ] କୁକୁର ପ୍ରେମରେ ରାଷ୍ଟ୍ରପତି, ସ୍ଥାପନ କଲେ ସୁନାର ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: କୌଣସି ମହାନ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ହେବା କିଛି ନୂଆ ଘଟଣା ନୁହେଁ । ହେଲେ ଏକ କୁକୁରର ପ୍ରତିମୂର୍ତ୍ତୀ ସ୍ଥାପନା ନିଶ୍ଚିତ ଭାବେ ଅବିଶ୍ୱସନୀୟ ଘଟଣା । ଆଉ ତା ପୁଣି ପଥର କି ସିମେଣ୍ଟର ନୁହେଁ । ବରଂ ସୁନାରେ ପ୍ରସ୍ତୁତ ହୋଇଛି ୬ ମିଟର ଲମ୍ବାର କୁକୁର…

ଦୀପାବଳିରେ ୨ଟା ଯାଏଁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ତାରିଖ ତଥା ଦୀପାବଳି ଅବସରରେ 'ମୋ ବସ୍' ସେବା ଚଳାଚଳ ଉପରେ କ୍ରୁଟ୍ ପକ୍ଷରୁ କଟକଣା ଲଗାଇବା ନିଷ୍ପତ୍ତି ହୋଇଛି। କ୍ରୁଟର ସୂଚନା ଅନୁଯାୟୀ ବସ୍ ଗୁଡିକ ୧୫ଟି ରୁଟରେ ଅପରାହ୍ନ ୨ଟା ଯାଏଁ ଚଳାଚଳ କରିବ।…

ଓଡ଼ିଶାରେ‌ ପ୍ରତିଷ୍ଠା କରାଯିବ ୪ ଗୋଟି ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ‌ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ସୂଚନା ମିଳିଛି। ବାଣିଜ୍ୟିକ ମାମଲା ଗୁଡିକର ବିଚାର ନିମନ୍ତେ ଏଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି। ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦…

ସୀମା ଉତେଜନା: ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବଂ ୨ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଅନେକ…

ଭୁବନେଶ୍ୱରର ଏହି ସ୍ଥାନରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ଅବସରରେ ଭୁବନେଶ୍ୱରର ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ କରୋନା ମହାମାରୀ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)…