Latest Odisha News

BREAKING NEWS

Browsing Category

ଫିଚର

ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର, ଡିଜାଇନ ଅନୁଧ୍ୟାନ କଲେ ଟିମ୍

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ତେବେ କେଉଁ ଡିଜାଇନରେ ତିଆରି ହେବ କବାଟ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଆଜି ଶ୍ରୀମନ୍ଦିରର ସ୍ୱତନ୍ତ୍ର କମିଟିର ୧୦ ଜଣିଆ ଟିମ୍ ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ବିଭିନ୍ନ ଡିଜାଇନ୍ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ଚିତ୍ରକଳା…

ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !

ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା…

ମଣିପୁରରେ ବିଜେପିର ବାଜିମାତ

ନୂଆଦିଲ୍ଲୀ: ମଣିପୁରରେ ବଜେପିର ବାଜିମାତ । ମଣିପୁର ଆସନ ସଖଲ କଲା ଭାରତୀୟ ଜନତା ପାର୍ଟି । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ…

ନିଲାମ ହେଉଛି ଦାଉଦର ସମ୍ପତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତିକୁ ସାଫେମା(ସ୍ମଗଲର ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଆକ୍ଟ) ନିୟମ ଅନୁସାରେ ନିଲାମ କରାଯାଉଛି । ରତ୍ନଗିରିରେ ଥିବା ଦାଉଦଙ୍କ ପୈତୃକ ଘରକୁ ୧୧,୨୦,୦୦୦ରେ ବିକ୍ରି କରାଯାଇଛି । ଦିଲ୍ଲୀର ଓକିଲ ଅଜୟ ଶ୍ରୀବାସ୍ତବ ଏହି ନିଲାମ…

କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ହେବ। ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ-୧୯…

ଦ୍ୱାଦଶ ରାଉଣ୍ଡ ଗଣତି ଶେଷ, ବାଲେଶ୍ୱର ସଦରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ୱାଦଶ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡରେ ମଧ୍ୟ ବିଜେଡି ତାର ଦବ୍ଦବା ବଜାୟ ରଖିଛି । ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ୱାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ…

ରିପବ୍ଲିକ ଟିଭିର ଆଉ ଜଣେ ଅଧିକାରୀ ଗିରଫ

ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ ଟିଭିର ଆଉ ଜଣେ ବଡ ଅଧିକାରୀ । ଟିଆର୍‌ପି ସ୍କାମ ମାମଲାରେ ଆଜି ସକାଳେ ଆଉ ଜଣେ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଛି । ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରିଛି। ତେବେ…

ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର୍ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ଗୁଜୁରାଟର ୬ ବର୍ଷର…

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଅନେକ ଅନନ୍ୟ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଦକ୍ଷତା ବଳରେ ଆଗକୁ ଆସିପାରିଛନ୍ତି। ଦେଶରେ ସେହିଭଳି ଆଉ ଏକ ଅନନ୍ୟ ପ୍ରତିଭାର ଜ୍ଵଳନ୍ତ ଉହାହରଣ ଦେଖିବାକୁ ମିଳିଛି। ୬ ବର୍ଷ ବୟସର ଦ୍ୱିତୀୟ ବର୍ଷର ଛାତ୍ର ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ…

୭ମ ରାଉଣ୍ଡ: ବାଲେଶ୍ୱରରେ ଆଗକୁ ବଢ଼ିଲା ପଦ୍ମ

ବାଲେଶ୍ୱର: ବିଜେଡିକୁ ପଛର ପକାଇଲା ବିଜେପି । ବାଲେଶ୍ୱର ସଦରରେ ବିଜେଡିକୁ ୭ମ ରାଉଣ୍ଡରେ ବି ପଛରେ ପକାଇଲା ବିଜେପି । ୭ମ ରାଉଣ୍ଡ ସୁଦ୍ଧା ବିଜେପିର ମାନସ ଦତ୍ତ ୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ବିଜେପି ୩୨୩୬ ଭୋଟରେ ଆଗୁଆ ଥିବା ବେଳେ ବିଜେଡି କୁ ୩୧୮୮ ଭୋଟ ମିଳିଛି ।

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…