Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲରେ ରୋହିତ ଶର୍ମାଙ୍କୁ ଟପିଲେ ଶିଖର ଧଓ୍ୱନ

ଦୁବାଇ: ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ । ଏହି ବିଜୟ ପଛରେ ରହିଛି ଶିଖର ଧଓ୍ୱନଙ୍କ ବଡ଼ ଭାଗିଦାରୀ । ଏହି ମ୍ୟାଚରେ ସେ କରିଥିଲେ ୫୦ ବଲରେ ୩୮ ରନ୍ । ରୋହିତଙ୍କୁ…

ନୂଆ କୃଷି ଆଇନକୁ ବିରୋଧ, କଂଗ୍ରେସର ଟ୍ରାକ୍ଟର ରାଲି

ଭୁବନେଶ୍ୱର: କେନ୍ଦ୍ରର କୃଷି ଆଇନ୍‌କୁ ଜୋରଦାର ବିରୋଧ । ଭୁବନେଶ୍ୱରରେ ଆୟୋଜିତ ହୋଇଛି କଂଗ୍ରେସର କ୍ଷେତି ବଂଚାଅ ଯାତ୍ରା । ଏହି ଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଟ୍ରାକ୍ଟର ରାଲି କରିଛନ୍ତି । ଏହି ରାଲି ରାଜ୍ୟ କଂଗ୍ରେସ ଭବନ ଅଫିସରୁ ବାହାରି କଟକର କଂଗ୍ରେସ ଅଫିସରେ ପଂହଚିବ ।…

କଟକଣା ଭିତରେ କଟକର କାଳୀ ପୂଜା

କଟକ: କରୋନା କଟକଣା ଭିତରେ ହେବ କଟକର କାଳୀ ପୂଜା । ଦୁର୍ଗାପୂଜା ଭଳି କାଳୀ ପୂଜା ମଧ୍ୟ ପାଳନ ହେବ । ପୂଜାକୁ ନେଇ କଟକ ଡିସିପ ପ୍ରତୀକ ସିଂ କଟକଣା ଜାରି କରିଛନ୍ତି । କାଳୀପୂଜା ବେଳେ ଗହଳୀକୁ କଣ୍ଟ୍ରୋଲ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍…

ବାଣ ଫୁଟାଇବା ଓ ବିକ୍ରି କରିବା ବ୍ୟାନ୍ କଲା ଏନ୍‌ଜିଟି

ନୂଆଦିଲ୍ଲୀ: ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ଲାଗିଲା କଟକଣା । ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ…

ଫଳାଫଳ ପୂର୍ବରୁ ବିହାରରେ କଂଗ୍ରେସକୁ ବିଭାଜନ ଭୟ, ପାଟନା ଗଲେ ଦୁଇ ବରିଷ୍ଠ ନେତା

ପାଟନା: କାହା ଦଖଲରୁ ଯିବ ବିହାର ? ଏନଡିଏ ପୁଣି ସରକାର ଗଢ଼ିବ ନା ଫେରିବ ମହାମେଣ୍ଟ ? ଆସନ୍ତାକାଲି ଆସିବ ରେଜଲ୍ଟ । ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଏକଜାଟ୍ ରେଲ୍ଡ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ କଂଗ୍ରେସକୁ ଘାରିଛି ବିଭାଜନ ଭୟ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ…

ସାଉଥ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସାଉଥ୍ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ଚିରଞ୍ଜୀବି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ୱିଟ କରି ସେ ଲେଖିଛନ୍ତି,…

କାହା ଦଖଲକୁ ଯିବ ବାଲେଶ୍ୱର ଓ ତିର୍ତ୍ତୋଲ? କାଲି ଉପନିର୍ବାଚନ ଗଣତି

ଭୁବନେଶ୍ୱର: ସରଛି ଉପନିର୍ବାଚନ ଭୋଟ । ଏବେ ସମସ୍ତଙ୍କ ନଜର କାହା ଦଖଲକୁ ଯିବ ବାଲେଶ୍ୱର ସଦର ଓ ତର୍ତ୍ତୋଲ ଉପନିର୍ବାଚନ । କିଏ ମାରିବ ଏ ଦୁଇଟି ଆସନରେ ବାଜି । କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ । କିଏ ବସିବ ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ । ଏନେଇ ସମସ୍ତ ମନରେ ଏବେ ଏଭଳି କିଛି…

ଗଞ୍ଜେଇ ଗଛ କାଟିଲେ କନ୍ଧମାଳ ଏସ୍‌ପି

ଫୁଲବାଣୀ: ହାତରେ କଟର ଧରି ଗଞ୍ଜେଇ ଗଛ କାଟିଲେ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ରବିବାର କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା। ଏହାପରେ ୧୩୦…

ରାଜ୍ୟରୁ କରୋନା ନେଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୪ ଜଣ ପୁରୁଷ ଓ ଦୁଇ ଜଣ ମହିଳା । କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ…

ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ୧୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରକୋପ । ଖସୁଛି କରୋନା ମିଟର । ପ୍ରତିଦିନ ୨ ହଜାର ତଳକୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୨୧୯ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୮ଜଣ କ୍ୱାରେଣ୍ଟାଇନ୍‌ରେ…