Latest Odisha News

BREAKING NEWS

Browsing Category

ଫିଚର

ଚାକିରି ନମିଳିଲେ ବନ୍ଧୁକ ଧରିବେ ଜମ୍ମୁ-କାଶ୍ମୀର ଯୁବପିଢି: ମେହବୁବା ମୁଫତି

ଶ୍ରୀନଗର: ଚାକିରି ନମିଳିଲେ ଯୁବପିଢି ବନ୍ଧୁକ ଧରିବେ ଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ…

ବିରକ୍ତ ହେଲେ ହାଇକୋର୍ଟ, ଡିଜିପିଙ୍କୁ ହାଜର ହେବାକୁ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ ।ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ହାଜର ସହ…

ବିନା ବ୍ୟାଣ୍ଡ, ବାଜା ଓ ବରଯାତ୍ରୀରେ ବିବାହ କରିବେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ:ରେସଲର ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଭାରତୀୟ ଆଥଲେଟ ଦୁନିଆର ଦୁଇ ମହାରଥୀ ବଜରଙ୍ଗ ଓ ସଙ୍ଗୀତା ଫଗୋଟ କରୋନା କାଳରେ ସାମନ୍ୟ ଢ଼ଙ୍ଗରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ୨୫ ନଭେମ୍ବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ…

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।…

ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଚୀନ ବିରୋଧରେ ଟ୍ରମ୍ପ ବଡ କାର୍ଯ୍ୟାନୁଷ୍ଠାନ ନେବେ !

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ଯାଇଛି । ଡେମୋକ୍ରେଟିକ ପାର୍ଟିର ଜୋ ବାଇଡେନ ବିଜୟୀ ହୋଇଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ତୀରରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ରହିଛନ୍ତି । ରାଷ୍ଟ୍ରପତି…

୧୩ ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର; ୨ ଶିକାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ଡିଭିଜନର ଅଧିକାରୀମାନେ ସୋମବାର ଦିନ ଚିଲିକା ହ୍ରଦ ନିକଟ ଭୁସଣ୍ଡାପୁର ଅଞ୍ଚଳରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ ନିକଟରୁ ୧୩ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଶୀତଦିନ ଆରମ୍ଭ…

ଏଣିକି ପ୍ରତିଦିନ ୯ ମିନିଟ୍ ଘଣ୍ଟ ବାଡେଇ ପ୍ରତିବାଦ

ଭୁବନେଶ୍ୱର: କରୋନା ପାଇଁ ଶ୍ରୀମନ୍ଦିର ସମେତ ବନ୍ଦ ରହିଛି ରାଜ୍ୟର ସବୁ ମନ୍ଦିର । ଭକ୍ତ ଶୂନ୍ୟ ହୋଇପଡିଛି ଧର୍ମପୀଠ । ଭକ୍ତଙ୍କୁ ମନ୍ଦିର ଦୁଆର ମନା ହୋଇଛି । ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ…

ବିଗ ବାସ୍କେଟର ଡାଟାବେସରୁ ୨ କୋଟି ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟ ଡାଟାବେସରୁ ହ୍ୟାକରମାନେ ୧୫ଜିିବି ଫାଇଲ ଚୋରି କରିଛନ୍ତି । ଏଥିଯୋଗୁ ଅନଲାଇନରେ ୨କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ସାଇବର ଇଂଟେଲଜେନ୍ସ କମ୍ପାନୀ ସାଇବେଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବିଗ୍ ବାସ୍କେଟ ବାଙ୍ଗାଲୋର…

କାଲି ଆସିବ ଉପନିର୍ବାଚନ ଫଳାଫଳ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: କାହା ଦଖଲରେ ଯିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ । କାଲି ଜଣାପଡିବ ସ୍ପଷ୍ଟ ଚିତ୍ର । ଏ ଦୁଇଟି ଆସନରେ ଆସନ୍ତାକାଲି ଭୋଟ ଗଣତି ହେବ । ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସୂଚନା…

ଫିରୋଜଙ୍କ ପରେ NCB ଜାଲରେ ଫସିଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡର ନାମୀ ପ୍ରଯୋଜକ ଫିରୋଜା ନାଦିଆଦୱାଲାଙ୍କ ପରେ ଏନ୍‌ସିବି ଜାଲରେ ଫସିଲେ ଅଭିନେତା ଅର୍ଜୁନ ରାମାପାଲ । ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ଏନ୍‌ସିବି ଚଢ଼ାଉ କରିଛି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚି ଡ୍ରଗ୍ସ ଖୋଜୁଥିବା ନେଇ ସୂଚନା ମିଳିଛି।…