Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ଦୀପାବଳି ଓ ମାଆ ଲକ୍ଷ୍ମୀଙ୍କ ପୂଜା ପୂର୍ବରୁ ଘରୁ କେଉଁ କେଉଁ ବସ୍ତୁ ବାହାର କରିନେବା ଉଚିତ

ପୁରୀ:ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଏହା କାର୍ତିକ ମାସ ଅମାବାସ୍ୟାରେ ପାଳନ କରାଯାଇଥାଏ । ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସମସ୍ତେ ଘର ଦ୍ୱାର, ଦୋକାନ ସଫା ରଖିବା ସହ ରଙ୍ଗ ମଧ୍ୟ କରିଥାନ୍ତି । ଆସନ୍ତୁ ଜାଣିବା ମାଆ…

୫ଟି ମେଗା ପ୍ରକଳ୍ପକୁ ଓଡିଶା ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର: ମେଟାଲ କ୍ଷେତ୍ରରେ ୯୨,୭୧୩ କୋଟି ଟଙ୍କା ବିନିମୂଲ୍ୟରେ ୫ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଡିଶା ସରକାର । ଆଧିକାରୀକ ବିଜ୍ଞପ୍ତି ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲୁସନ୍ (ଆଇପିଆର୍‌-୨୦୧୫) ମଧ୍ୟରେ ଶିଳ୍ପନୀତିରେ ଏହା ଏକ ବଡ ପୁଞ୍ଜିନିବେଶ ହୋଇଥିବା…

ଆସନ୍ତୁ ଜାଣିବା କେଉଁଠାରେ ଯୌତୁକରେ ମିଳିଥାଏ ୨୧ ବିଷାକ୍ତ ସାପ !

ଭୋପାଳ: ମଧ୍ୟପ୍ରଦେଶର ଗୌରିୟା ସମ୍ପ୍ରଦାୟର ପରମ୍ପରା ଆମମାନଙ୍କୁ ନିଶ୍ଚିତ ଭାବେ ଚିନ୍ତା ଓ ଭୟରେ ପକାଇଦେବ । ଏଠାରେ ବିବାହ ପରେ ଜ୍ୱାଇଁଙ୍କୁ ୨୧ ବିଷାକ୍ତ ସାପ ଯୌତୁକ ଆକାରରେ ଦିଆ ଯାଇଥାଏ । ଯଦି ସାପ ନ ଦିଆଯାଏ ତାହାହେଲେ ସମ୍ପର୍କ ଭାଙ୍ଗିଯିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।…

ଆଇପିଏଲ ପ୍ରଥମ କ୍ୱାଲିଫାୟର: ଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଦୁବାଇ : ଆଇପିଏଲର ଚାପ ଭରା ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ  ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଆଜି…

୭ କୁଖ୍ୟାତ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କଲା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ

ଲେହ:ଜମ୍ମୁ-କଶ୍ମୀର ସୁରକ୍ଷାକର୍ମର ଗୁରୁବାର ୭ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କରିଛି । ଏହି ଏ ପ୍ଲସ ଆତଙ୍କବାଦୀମାନେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଘାଟକୁୁ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଜୋରଦାର…

‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’

ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩%…

ସାଇନା ଶେୟାର କଲେ ତାଙ୍କ ବାୟୋପିକ୍ ଫିଲ୍ମର ନୂତନ ଲୁକ୍‌

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ତାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମର ନୂତନ ଲୁକ୍ ଶେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଚୋପ୍ରା ତାଙ୍କ ଭୂମିକା ତୁଲାଉଛନ୍ତି । ସାଇନା ଫଟୋ ଶେୟାର କରି ଲେଖିଛନ୍ତି ମୋର ପ୍ରତିଛବି । ଫଟୋରେ ପରିଣୀତି…

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ । ଏହି ବାଘ ଶରୀରରେ କଳା କଳା ପଟା ରହିଛି। ଏହି ବିରଳ ବାଘର ଫଟୋ ଚିତ୍ର ଏବେ କ୍ୟାମେରାରେ କଏଦ୍ ହୋଇଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦…

ଆସୁଛି ଟାଇଗରଙ୍କ ‘ଗଣପତ ପାର୍ଟ-୧’

ମୁମ୍ବାଇ: ପୁଣି ଆକ୍ସନ ମୋଡରେ ବଲିଉଡ ବାଗି ବଏ । ଆସୁଛି ଟାଇଗର ସ୍ରଫଙ୍କ ନୂଆ ଫିଲ୍ମ । ରିଲିଜ ହୋଇଛି ‘ଗଣପତ ପାର୍ଟ-୧’ର ମୋଶନ ପୋଷ୍ଟର । ଟାଇଗର ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି । ଏହି ମୋଶନ ପୋଷ୍ଟରକୁ ଦେଖିଲେ ଅନୁମାନ କରିହେବ ଯେ, ଫିଲ୍ମଟି କେତେ…

ବିହାରବାସୀଙ୍କୁ ଭାବପ୍ରବଣ କରିଦେଲେ ନୀତିଶ, କହିଲେ ଏହା ମୋର ଶେଷ ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇମୋଶନାଲ କାର୍ଡ ଖେଳିଛନ୍ତି । ଯାହାକି ବିହାରବାସୀଙ୍କୁ ଭାବପ୍ରବଣ କରିବ ବୋଲି ଆଶା କରାଯାଉଛି । ସୁଶାସନ ବାବୁ ଏକ ପ୍ରଚାର ସଭାରେ ଏହା ମୋର ଶେଷ ନିର୍ବାଚନ ବୋଲି ଘୋଷଣା କରିଛନ୍ତି ।…