Latest Odisha News

BREAKING NEWS

Browsing Category

ଫିଚର

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଉଭୟ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି ।…

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବହୁ ବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି । ୟୁଜିରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । ୟୁଜି ଶ୍ରେଣୀ‌ରେ ଆନ୍ଥ୍ରୋପୋଲୋଜି…

କାଶ୍ମୀରା ଶାହା ଝଡି ଯାଇଛନ୍ତି, ପତ୍ନୀଙ୍କ ଗ୍ଲାମର ଫଟୋ ଶେୟାର କଲେ କମେଡିଆନ କୃଷ୍ଣା

ମୁମ୍ବାଇ: କମେଡିଆନ କୃଷ୍ଣା ଅଭିଷେକ ମଙ୍ଗଳବାର ପତ୍ନୀ କାଶ୍ମୀରା ଶାହାଙ୍କ ହଟ ଫଟୋ ଶେୟାର କରିଛନ୍ତି । କାଶ୍ମୀରା ପତିଙ୍କ ମନ ରଖିବା ପାଇଁ କଠିନ ପରିଶ୍ରମ କରି ନିଜ ଶରୀରକୁ ଫିଟ ରଖିବା ସହ ଗ୍ଲାମରସ ଲୁକ୍ ଦେଇପାରିଛନ୍ତି । କଳା ରଙ୍ଗର ମୋନୋକିନି ପିନ୍ଧି ସେ ଉଠାଇଥିବା ଫଟୋ ପ୍ରଶଂସକଙ୍କ…

ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ

ପ୍ୟାରିସ୍:ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ  ହତ୍ୟା ଧମକ ଦିଆଯାଇଛି । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ଫ୍ରାନ୍ସ…

ଭୋଟରଙ୍କୁ ବାଣ୍ଟୁଥିଲେ ଟଙ୍କା, ଧରିଲା ପୋଲିସ

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଏହି ସମୟ ବାଲେଶ୍ୱରରୁ ଆସିଛି ସଙ୍ଗୀନ ଅଭିଯୋଗ । ସେଠାକାର ୧ ନମ୍ବର ୱାର୍ଡ ଆଦିବାସୀ ସାହିରେ ଜଣେ ମହିଳା କିଛି ସମର୍ଥକଙ୍କ ସହ ଆସି ଭୋଟରଙ୍କୁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ…

କରୋନା ଡେଥ୍ କେସ୍: ଓଡ଼ିଶାର ୯ ଜିଲ୍ଲାରୁ ଆଉ ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୨ ଜୀବନ ନେଇଛି ମହାମାରୀ । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ପୁରୁଷ…

ରାଜ୍ୟରେ ୧୨ ଶହ ନୂଆ କରୋନା ପଜିଟିଭ୍, ୧୪ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ଲଢ଼େଇ ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ମହାମାରୀ କାୟା କମୁଛି । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧ ହଜାର ୨୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୭୯ ଜଣ…

ଦେଶରେ ଖସୁଛି: ୨୪ ଘଣ୍ଟାରେ ୩୮ ହଜାର କରୋନା ଆକ୍ରାନ୍ତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ଲକ୍ଷେ ୨୩ ହଜାର ମୃତ୍ୟୁ ସେହିପରି ଗତ ୨୪ ଘଣ୍ଟାରେ…

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ଓ୍ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭାରତ ଭଳି ହୋଇ ନଥାଏ । ଅର୍ଥାତ ଆମେରିବାସୀ ସିଧାସଳଖ ନିଜର ଶାସନ ମୁଖ୍ୟଙ୍କୁ ବାଛି ନଥାଆନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା…