Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୩-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୩ ରିଖ ମଙ୍ଗଳବାର ତୁଳା ୧୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜି:…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । କୋଭିଡ କଟକଣା ଭିତରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଦୁଇଟି ନିର୍ବାଚନ ମଣ୍ଡଳୀର ମୋଟ୍ ୧୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢେ ୪ଲକ୍ଷ ଭୋଟର । ବାଲେଶ୍ୱରରେ ୩୪୬ ଓ…

ବିହାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୪୬୩ ପ୍ରାର୍ଥୀ । ମୋଟ୍ ୨ କୋଟି ୮୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର…

ମିଶନ ହ୍ୱାଇଟ୍ ହାଉସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଭୋଟ୍

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି ?  ଡୋନାଲ୍‌ଡ ଟ୍ରମ୍ପ ନା ଜୋ ବିଡେନ୍‌ ? କାହା ଦଖଲକୁ ଯିବ ହ୍ଵାଇଟ୍‌ ହାଉସ୍‌ ? ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ଅନୁଷ୍ଠିତ ହେଉଛି । ଏହାର ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି । ୫୦…

ଛତ୍ରପୁରରେ ଖୁବ୍ ଶୀଘ୍ର ତିଆରି ହେବ ସିନ୍ଥେଟିକ୍ ଟର୍ଫ ହକି ତାଲିମ କେନ୍ଦ୍ର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉନ୍ନତି ତଥା ଖେଳାଳିଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ତିନିଟି ବଡ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହିଂଜିଳିକାଟୁର ଇନଡୋର ଷ୍ଟାଡିୟମ, ଛତ୍ରପୁରର ମଲଟି ପରପୋଜ୍ ଇନଡୋର ହଲକୁ ଉଦଘାଟନ କରିଛନ୍ତି । ଏଥି ସହ କଳିଙ୍ଗ…

ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ

ଅବୁଧାବି: ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଦେବଦତ୍ତ ପାଡିକ୍କଲଙ୍କ ୫୦ ଓ ଏବି ଡିଭିଲିୟର୍ସଙ୍କ ୩୪ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୨ ରନ୍‌ କରିଛି । ଟସ୍‌…

ଗଞ୍ଜାମରେ ଖୋଲିଲା ଆହାର କେନ୍ଦ୍ର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସୋମବାର ଦିନ ୨୪ଟି ଆହାର କେନ୍ଦ୍ର ଖୋଲାଯାଇଛି। ଆଧିକାରିକ ସୂଚନା ଅନୁଯାୟୀ, ପ୍ରତ୍ୟେକ ଆହାର କେନ୍ଦ୍ରରେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ଏହା ଛଡ଼ା ଅକ୍ସିମିଟର, ଥର୍ମାଲ୍ ସ୍କ୍ରିନିଂ ମେସିନ୍ ଏବଂ ସେଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ…

ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଶେନ ୱାଟସନ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଶେନ ୱାଟସନ ସୋମବାର କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ଆଇପିଏଲରୁ ଅବସର ଘୋଷଣା କରିବା ପରେ ଏହି ମହାନ ଅଲରାଉଣ୍ଡରକୁ ଆଉ ପଡିଆରେ ପ୍ରଶଂସକମାନେ ଦେଖିପାରିବେ ନାହିଁ ।  ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା…