Latest Odisha News

BREAKING NEWS

Browsing Category

ଫିଚର

ଅଲ-କାଏଦାର ସନ୍ଦିଗ୍ଧ ପଶ୍ଚିମବଙ୍ଗରୁ ଗିରଫ

କୋଲକାତା: ଏନଆଇଏ ଆଜି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ସଦସ୍ୟ ଅବଦୁଲ ମୋମିନ୍‌ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି।  ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ସେ କେରଳ ଓ ପଶ୍ଚିମବଙ୍ଗରେ ଅଲକାଏଦା ପକ୍ଷରୁ ଘଟାଇଥିବା ଏକାଧିକ ମାମଲାରେ ଜଡ଼ିତ ଥିବା ଏନଆଇଏ ସନ୍ଦେହ କରୁଛି । ଏନଆଇଏ…

କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୨୦ ଛାତ୍ର ମୃତ

କାବୁଲ: ଆଫଗାନିସ୍ତାନରେ ପୁନର୍ବାର ଆତଙ୍କବାଦୀମାନେ ରକ୍ତର ଖେଳ ଖେଳିଛନ୍ତି । ଏଥିରେ ବଳି ପଡିଛନ୍ତି ଛାତ୍ର । କାବୁଲ ବିଶ୍ୱବିଦ୍ୟାଳୟରେ ଆଫଗାନ-ଇରାନିଆନ ପୁସ୍ତକ ମେଳା ଚାଲିଥିଲା । କେତେକ ଆତଙ୍କବାଦୀ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଛାତ୍ରଙ୍କ ଉପରେ…

ନଭେମ୍ବର ୯ରୁ ଡିଗ୍ରୀ କଲେଜରେ ସ୍ପଟ୍ ଆଡମିଶନ୍‌

ଭୁବନେଶ୍ୱର: ଓଡିଶାର ଡିଗ୍ରୀ କଲେଜ ଗୁଡିକରେ ଆସନ୍ତା ନଭେମ୍ବର ୯ ତାରିଖରୁ ସ୍ପଟ୍ ଆଡମିଶନ୍ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଳକା ସିଟ୍ ପାଇଁ ନଭେମ୍ବର ୯ରେ ସାମସ୍ ୱେବସାଇଟରେ ସୂଚନା ବାହାରିବ। ଆବେଦନକାରୀ ମାନେ ନଭେମ୍ବର ୧୦ ତାରିଖ ଅପରାହ୍ନ ୪ଟାରୁ…

ଅବସର ନେଇ ପିଭି ସିନ୍ଧୁଙ୍କ ଟୁଇଟ, କଭି ହାଁ କଭି ନାଁ

ମାଡ୍ରାସ: ସୋମବାର ଭାରତର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ତାଙ୍କ ପ୍ରଶଂସକଙ୍କୁ ବଡ ଝଟକା ଦେଇଥିଲେ । ପରେ ଅବଶ୍ୟ ସବୁ କିଛି ଠିକ୍ ହୋଇଯାଇଥିଲା । ଆସନ୍ତୁ ଜାଣିବା ଘଟଣା କଣ ? ଅଲିମ୍ପିଆନ୍ ପିଭି ସିନ୍ଧୁ ସୋମବାର ସକାଳେ ଟୁଇଟ କରିଥିଲେ ଆଇ ରିଟାୟର । ବାସ୍ ପ୍ରଶଂସକମାନେ ନିରାଶ ହେବା ସହ…

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ…

ବଗଲା ଧର୍ମଶାଳା ମାମଲା: ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ବଗଲା ଜମି…

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ…

ମା’ ହେଲେ ଅମୃତା

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ନାୟିକା ଅମୃତା ରାଓ । ରବିବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ଅମୃତା ଓ ନବଜାତ ସୁସ୍ଥ ଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅମୃତାଙ୍କ ମା’ ହେବା ଖବର ଏବେ ଟ୍ୱିଟର୍‌ରେ ଟ୍ରେଣ୍ଡିଂ ପାଲଟିଛି ।  ଶୁଭେଚ୍ଛା ଓ ଆଶୀର୍ବାଦ…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…

NCBର ସମନ୍ ପରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଗାଏବ୍‌

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଲତାଡ କରୁଛି ଏନ୍‌ସିବି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ ମଧ୍ୟ ଏନ୍‌ସିବି ପଚରାଉଚରା କରିଛି । ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ…