Latest Odisha News

BREAKING NEWS

Browsing Category

ଫିଚର

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହର ଗୋଟିଏ ଦିନ ପୂର୍ବରୁ…

[ଭିଡିଓ] ପାକିସ୍ତାନୀ ଜୁମ୍ ମିଟିଂରେ ଶୁଭିଲା ଜୟ ଶ୍ରୀରାମ, ଜୟ ହନୁମାନ !

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ନିଦ ହଜାଇଦେଲେ ଭାରତୀୟ ହ୍ୟାକର୍ । କାଶ୍ମୀରକୁ ନେଇ ଚାଲିଥିଲା ପାକିସ୍ତାନୀ କୁଟନୀତିଜ୍ଞଙ୍କ ଜୁମ୍ ମିଟିଂ । ଫେସ୍‌ବୁକ୍‌ରେ ଏହି ଭିଡିଓ କନଫେରେନ୍ସ ଲାଇଭ୍ ଚାଲିଥିଲାବେଳେ ଶୁଭିଥିଲା ଜୟ ଶ୍ରୀରାମ ଓ ଜୟ ହନୁମାନ ଭଜନ । ମଙ୍ଗଳବାର ପାକିସ୍ତାନୀ…

ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଜନତା, ଜାଳିଦେଲେ ଥାନା

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୩ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଲେ ମତଦାନ ପୂର୍ବରୁ ବିହାର ମୁଙ୍ଗେରରେ ମୂର୍ତ୍ତି ବିଷର୍ଜନ ଘଟଣାକୁ ନେଇ ପୁଣି ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋସ । ଲୋକମାନେ ପୂର୍ବ ସରାୟ ଥାନାକୁ ନିଆଁ ଲଗାଇ ଜାଳି…

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍…

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: DNAରୁ ସ୍ପଷ୍ଟ ହେଲା ସିମାଂଚଳ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଛି ଡିଏନଏ ରିପୋର୍ଟ। ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ, ତାହା ନିଖୋଜ ହୋଇଥିବା ସିମାଂଚଳ ପରିଡାଙ୍କର । ଅର୍ଥାତ, ବିସ୍ଫୋରଣରେ ସିମାଂଚଳ ପରିଡାଙ୍କ ମୃତ୍ୟୁ…

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର…

ଖରିଫ ଧାନ ସଂଗ୍ରହ ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ଜେନେରେଟ ହେବ ।…

ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) । ଏହା ପୂର୍ବରୁ ଡିଜିସିଏ ପକ୍ଷରୁ ଅକ୍ଟୋବର ୩୦ ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବିମାନ ଉଡାଣ…

ଦୁଲୁକୁଛି ପ୍ରଚାର ମଇଦାନ, ଜମୁଛି ବେଣୁଧରଙ୍କ କ୍ୟାମ୍ପେନ

ବାଲେଶ୍ୱର: ପାଖେଇ ଆସିଲାଣି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ । ଏଥିପାଇଁ ଜମୁଛି ପ୍ରଚାର । ଦୁଲୁକୁଛି ପ୍ରଚାର ମଇଦାନ । ନେତା ମନ୍ତ୍ରୀଙ୍କ ସ୍ୱରରେ କମ୍ପୁଛି ବାଲେଶ୍ୱର-ତିର୍ତ୍ତୋଲ । ନେତାଠାରୁ ଆରମ୍ଭ କରି ଷ୍ଟାର କ୍ୟାମ୍ପେନରଙ୍କ ଲାଗିଛି ଭିଡ । ଅନେକ ହେଭିୱେଟ୍ ନେତାଙ୍କ ମଧ୍ୟ…