Latest Odisha News

BREAKING NEWS

Browsing Category

ଫିଚର

ଭଲ ଖବର: ସ୍ଥଗିତ ରଖିଥିବା କରୋନା ଟିକା ଟ୍ରାଏଲ୍ ଆରମ୍ଭ କରିବ ଜନସନ୍ ଏଣ୍ଡ ଜନସନ୍

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଜନସନ୍ ଏଣ୍ଡ ଜନସନ୍ ଆରମ୍ଭ କରିବ ସ୍ଥଗିତ ରଖିଥିବା କରୋନା ଟିକାର ପରୀକ୍ଷଣ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ନେଇ ପ୍ରସ୍ତୁତି । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେଠୁ…

ସୁସ୍ଥ ହେଉଛନ୍ତି କପିଲ ଦେବ, ସୋସିଆଲ୍ ମିଡିଆରେ ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅସ୍ତ୍ରୋପଚାର ସଫଳ ହୋଇଛି । ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏନେଇ ସେ ସୂଚନା ଦେଇଛନ୍ତି । ଦ୍ରୁତ ଆରୋଗ୍ୟ କାମନା କରିଥିବାରୁ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ଦେବ । କପିଲ…

ପୀଠେ ନବମୀ, ମଣ୍ଡପରେ ମହାଷ୍ଟମୀ…ଶାଢୀ ପୂଜା ପାଇଁ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ସେ ଦେବୀ ପୀଠ ହେଉ କି ପୂଜା ମଣ୍ଡପ ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । କିନ୍ତୁ ଏଥର କରୋନା ପାଇଁ ସବୁ ବର୍ଷ ଭଳି ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ଆଜି ପୀଠରେ ଚାଲିଛି ନବମୀ ପୂଜା । ସେପଟେ ମୁଣ୍ମୟୀ ମୂର୍ତ୍ତୀଙ୍କ ନିକଟରେ ଅଷ୍ଟମୀ ପୂଜା ।…

ବିନା ଭକ୍ତରେ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: କରୋନା କଟକଣା ଓ ବିନା ଭକ୍ତରେ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖୋଲରେ ପ୍ରଥମେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା । ଏହାପରେ ବିନା ଭକ୍ତରେ ସହର ପରିକ୍ରମା କରିବା ମା' ମାଣିକେଶ୍ୱରୀଙ୍କ ଛତର । ଆଜି ସକାଳେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୪-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ମସିହା ଅକ୍ଟୋବର ତା ୨୪ ରିଖ ଶନିବାର ତୁଳା ୮ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:-ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର…

ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୧୫ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ସାମ୍ କୁରାନଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ମୁମ୍ବାଇ ସମ୍ମୁଖରେ ୧୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ସାମ କୁରାନ ୫୨ ରନ୍‌ର ଇନିଂସ୍ ଖେଳି ଶେଷ ବଲ୍‌ରେ ଆଉଟ…

ରିପବ୍ଲିକ୍ ଟିଭିର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ‘ଏଫ୍‌ଆଇଆର୍‌’ ଦାଏର କରିଛି ମୁମ୍ବାଇ ପୁଲିସ

ମୁମ୍ବାଇ: ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ସମ୍ପାଦନା ମଣ୍ଡଳୀ‌ର ପ୍ରାୟ ୧୦୦୦ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ।  ଭାରତ ଇତିହାସରେ ପ୍ରଥମ ଥର ଲାଗି ମୁମ୍ବାଇ ପୁଲିସ ସମ୍ପାଦନା ବିଭାଗର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର କରିଛି ବୋଲି ରିପବ୍ଲିକ୍…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା ଧୀରେ ଧୀରେ କମୁଛି । ସୁସ୍ଥ ହାର ବଢୁଛି । ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ହଜାର ୩୭୭ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଞ୍ଜରୁ ୧୨୬ ଜଣ ଆରୋଗ୍ୟ ଲାଭ…

ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ବାତିଲ

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ନୈରାଶ୍ୟଜନକ ଖବର । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଶେଷର ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପକୁ ବାତିଲ କରାଯାଇଛି । କରୋନା ମହାମାରୀ ଯୋଗୁ ଏହି ନିଷ୍ପତି ନିଆଯାଇଛି । ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନର ସମ୍ପାଦକ ଥମାସ ଲୋଣ୍ଡ ଏହା ଘୋଷଣା…

ପୁଣି ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଛନ୍ଦି ହୋଇଥିବା ମହେଶ ଭଟ୍ଟ ଆଉ ଏକ ଅଭିଯୋଗକୁ ନେଇ ଚିନ୍ତାରେ ପଡିଛନ୍ତି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ । ଏକ ଭିଡିଓ ଜରିଆରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲାବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍…