Latest Odisha News

BREAKING NEWS

Browsing Category

ଫିଚର

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଅପେକ୍ଷା ଆଜିର ମ୍ୟାଚ୍…

ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ନବକିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ସଚିବ ନବ କିଶୋର ରଥଙ୍କର ଆଜି ଦେହାନ୍ତ ଘଟିଛି । ଲକ୍ଷ୍ମୀସାଗର ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ୨୦୦୬ରେ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ :ସଂକ୍ରମଣ କମିଛି, ଲକଡାଉନ ହଟିଛି ହେଲେ କରୋନା ଭାଇରାସ ଯାଇନି

ନୂଆଦିଲ୍ଲୀ:ପାର୍ବଣ ପରିବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ୧୨ ମିନିଟ ଉଦବୋଧନ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି, ଲକଡାଉନ ଉଠିଛି ହେଲେ କରୋନା ମହାମାରୀ ଯାଇନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପାର୍ବଣ ଋତୁ ଆସୁଛି,…

ଏମବିବିଏସ ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡିଲେ ହାଇଟେକ ମୁନ୍ନାଭାଇ

ଆଗ୍ରା: ଏଠାରେ ଭୀମରାଓ ଆମ୍ବେଦକର ୟୁନିଭରସିଟିରେ ଏମବିବିଏସ ପରୀକ୍ଷରେ ନକଲ କରି ଧରା ପଡିଛନ୍ତି ୧୦ ହାଇଟେକ ମୁନ୍ନାଭାଇ । ନକଲ ହୋଉଥିବା ଅଭିଯୋଗ ପାଇବା ପରେ ପ୍ରିନ୍ସପାଲ ଅଶୋକ କୁମାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନକଲକାରୀ ଧରିବା ପରେ ତାଙ୍କ ଶୈଳି ନେଇ ଆଶ୍ଚର୍ଯ୍ୟଚକିତ…

ଶାସନ ଗାଦି ଛାଡ଼ିବେ ୟେଦୁରପ୍ପା!!

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପିରେ ପଡ଼ିଲାଣି ଫାଟ । ପଦାରେ ପଡ଼ିଲାଣି ଦଳର ଅନ୍ତଃକନ୍ଦଳ । ଦଳୀୟ ବିଧାୟକ ବସନଗୌଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଶାସନରେ ଖୁସି ନଥିବା କହିଛନ୍ତି । ବିଜେପି ବିଧାୟକ ବସନଗୌଡା ଯତନାଲ ଦାବୀ କରିଛନ୍ତି ଯେ ହାଇ କମାଣ୍ଡ ବିଏସ ୟେଦୁରପ୍ପାଙ୍କ ଉପରେ…

ସୁନା ସ୍ମଗଲିଂର ନୂଆ ତରିକା, ଗୋଲ୍ଡ ପୋଷ୍ଟ !

ତାମିଲନାଡୁ: କେତେବେଳେ ନକଲି ଚୁଟି ମଧ୍ୟରେ, ତ କେତେବେଳେ ମଳଦ୍ୱାରରେ ଲୁଚାଇ ସୁନା ତସ୍କରି ଖବର ଆପଣ ନିଶ୍ଚୟ ପଢିଥିବେ । ହେଲେ ସିଲ୍ ପ୍ୟାକ୍ ଭ୍ୟାସଲିନ୍ କିମ୍ବା ହେୟାର ଜେଲ୍ ଟ୍ୟୁବ୍ ଭିତରେ ସୁନା ସ୍ମଗଲିଂ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି…

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ…

ମାନସିକ ଚାପରେ ରହୁଛନ୍ତି ଆମ ସେନା !

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେବଳ ଲେଫନନେଂଟ କର୍ଣ୍ଣେଲ ଓ କର୍ଣ୍ଣଲ ର‌୍ୟାଙ୍କର ୬ ସୈନ୍ୟ ଅଧିକାରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ତା ମାନେ କଣ ଆମ ଭାରତୀୟ ସେନା ଚାପରେ ଅଛନ୍ତି ? ରକ୍ଷା ବିଶେଷଜ୍ଞ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କଲେ…

ଉପଶମ ବିହୀନ ରୋଗରେ ପୀଡିତ ଶିଶୁଙ୍କୁ ଦିଆଯିବ ମୃତ୍ୟୁ!

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ରୋଗ ଅଛି କିଛି ରୋଗ ଅଛି ଯାହାର ଏପର୍ଯ୍ୟନ୍ତ କୌଣସି ଉପଶମ ମିଳିପାରି ନାହିଁ। କେତେକ ରୋଗର ଉପଶମ ଥିଲେ ମଧ୍ୟ ଏହା ଏତେ ମହଙ୍ଗା ଯେ ଏହାର ମୂଲ୍ୟ ବହନ କରିବା ସମ୍ଭବ ନୁହେଁ। ସେଥିପାଇଁ ନେଦରଲାଣ୍ଡ୍‌ର ‌ଡଚ୍‌ ସରକାର ୧୨ ବସରୁ କମ୍‌ ବୟସର…

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ; କହିଲେ କରୋନା ସଂକ୍ରମଣକୁ ରୋକିବାରେ ଓଡିଶା ସଫଳ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୂଜା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।…