Latest Odisha News

BREAKING NEWS

Browsing Category

ଫିଚର

‘ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ’

ଭୁବନେଶ୍ୱର: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ତାତି ଦେଖିବାକୁ ମିଳିଛି । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହୋହଲ୍ଲା କରିଛନ୍ତି । ଏହାକୁ ନେଇ ବିଜେଡି ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି । ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ…

ସୁଶାନ୍ତ ସିଂଙ୍କୁ କରାଯାଇ ନାହିଁ ହତ୍ୟା!

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କୁ ହତ୍ୟା କରାଯାଇଥିବା ନା ସେ ଆତ୍ମହତ୍ୟା କରିଥିଲେ, ତାହା ଆଜି ବି ସସ୍‌ପେନ୍ସ ହୋଇ ରହିଛି । ଦେଶର ତିନୋଟି ବୃହତ…

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ…

୭ ଭାରତୀୟଙ୍କୁ ଅପହରଣ କଲେ ଲିବ୍ୟା ଆତଙ୍କବାଦୀ

ତ୍ରିପୋଲି:  ୭ଜଣ ଭାରତୀୟଙ୍କୁ ଲିବ୍ୟାର ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ଏହି ଭାରତୀୟମାନେ ସେଠାରେ କାମ କରିବାକୁ ଯାଇଥିଲେ । ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ଛଡାଯିବ ବୋଲି ଆତଙ୍କବାଦୀମାନେ ସର୍ତ ରଖିଛନ୍ତି । ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ଏହି ଶ୍ରମିକ ମାନେ ଭିଜା…

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ…

ଫ୍ରେଂଚ ଓପନ ଟେନିସ: ୪ର୍ଥ ରାଉଣ୍ଡରେ ପ୍ରବେଶ କଲେ ଟାଇଟଲ ଫେଭରାଇଟ ହାଲେପ୍‌

ପ୍ୟାରିସ:ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ଟାଇଟଲ ଫେଭରାଇଟ ଭାବେ ବିବେଚନା କରାଯାଉଥିବା ରୋମାନିଆର ସାଇମନା ହାଲେପ ପ୍ରବେଶ କରିଛନ୍ତି । ତୃତୀୟ ରାଉଣ୍ଡରେ ସେ ଆମେରିକାର ଆମଣ୍ଡା ଆନିସିମୋଭାଙ୍କୁ ୬-୦, ୬-୧ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ…

ଏମ୍‌ଏସ୍‌ପି ବନ୍ଦ ହେବାର ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ନଅ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ ?

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଆସନ୍ତାକାଲି ସୁଦ୍ଧା ନଅ ଶହ ଛୁଇଁପାରେ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି ।…

ଦିନକରେ ରାଜ୍ୟରୁ ୩୦୫୩ ପଜିଟିଭ୍, ୯ ଜିଲ୍ଲାରୁ ଅଧିକ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କମିଛି ନୂଆ କରୋନାଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୫୩ ନୂଆ ସଂକ୍ରମିତ । ୯ଟି ଜିଲ୍ଲାରୁ ଶହେରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୧ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ହୋଇଛନ୍ତି । Covid-19 Report For 2nd October…

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ…