Latest Odisha News

BREAKING NEWS

Browsing Category

ଫିଚର

ଆଘାତ ସମସ୍ୟା ଯୋଗୁ ଫ୍ରେଂଚ ଓପନରୁ ଓହରିଲେ ସେରେନା

ପ୍ୟାରିସ: ଆଘାତ ସମସ୍ୟା ଯୋଗୁ ଆମେରିକାର ସେରେନା ୱିଲିୟମ୍ସ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ପୂର୍ବରୁ ଆଘାତ ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଓହରିଯିବା ଫଳରେ…

“ଶ୍ରୀରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଉ”: ଏଲ.କେ ଆଡ଼ଭାନୀ

ଲକ୍ଷ୍ନୌ: ୧୯୯୨ ମସିହାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ବୁଧବାର ଏକ ସ୍ବତନ୍ତ୍ର ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ   ହୋଇଛନ୍ତି ବିଜେପି ନେତା ଏଲ.କେ ଆଡଭାନୀ । ସେ କହିଛନ୍ତି ଯେ ଏହା ତାଙ୍କର ତଥା ତାଙ୍କ ଦଳର ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଥିବା ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ…

ଆସନ୍ତୁ ଜାଣିବା କାହାକୁ ଭଲ ଲାଗେନି ଜୁହୀ ଚାୱାଲାଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱାଲା ତାଙ୍କ ଅଭିନୟ ଦକ୍ଷତା ଭଲ ଭାବେ ପ୍ରମାଣିତ କରି ପାରିଛନ୍ତି । ତାଙ୍କର ଗ୍ଲାମରସ ଲୁକ୍ ଓ ଅଭିନୟ ପାଇଁ ଅନେକ ପ୍ରଶଂସକ ପାଗଳ ହୋଇ ପଡନ୍ତି । ତେବେ ଆସନ୍ତୁ ଜାଣିବା ଜୁହୀଙ୍କ ଫିଲ୍ମ କାହାକୁ ଭଲ ଲାଗେ ନାହିଁ । ଏହି ରହସ୍ୟ ନିଜେ ଉଜାଗର କରିଛନ୍ତି…

ଉପନିର୍ବାଚନ ଖବର: ବାଲେଶ୍ଵର ସଦର ଓ ତିର୍ତ୍ତୋଲ ପାଇଁ ଦୁଇଗୋଟି କମିଟି ଗଠନ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ତଦାରଖ ପାଇଁ ଓଡିଶା ବିଜେପି ସଭାପତି ସମୀର ମହାନ୍ତି ବୁଧବାର ଦୁଇଟି କମିଟି ଗଠନ କରିଛନ୍ତି। ବାଲେଶ୍ୱର ସଦର ପାଇଁ ୧୬ ଜଣିଆ କମିଟି ଗଠନ ହୋଇଥିବାବେଳେ ତିର୍ତ୍ତୋଲ ପାଇଁ ଗଠିତ କମିଟିରେ ୨୩ ଜଣ ସଦସ୍ୟ ଅଛନ୍ତି…

ବିହାର ନିର୍ବାଚନ ଦାୟିତ୍ଵରେ ଫଡନାଭିସ, ସିଟ ଆବଣ୍ଟନକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଜେପିର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପି ମୁଖ୍ୟ ଜେପି ନାଡା ବିହାର ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ଆଜି ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି।…

୨ ବର୍ଷ ପରେ ସମୁଦ୍ରରୂ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ମହିଳା

ବୋଗାଟୋ: ୨ ବର୍ଷ ତଳୁ ନିଖୋଜ ଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ସମୁଦ୍ର ମଧ୍ୟରୁ ଜୀବିତ ଅବସ୍ଥାରେ ଊଦ୍ଧାର ହୋଇଛନ୍ତି । କଲମ୍ବିଆ ସମୂଦ୍ରକୂଳରୁ ୨ କିଲୋମିଟର ମଧ୍ୟରେ ଏହି ମହିଳାଙ୍କୁ ମତ୍ସ୍ୟଜୀବୀ ରୋନାଲ୍ଡ ବିସବଲ ଓ ତାଙ୍କ ବନ୍ଧୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୪୬ ବର୍ଷୀୟ…

ବାବ୍ରି ମସଜିଦ ପ୍ରସଙ୍ଗ: ଏହି ଯୁକ୍ତି ରଖି ସଭିଙ୍କୁ ନିର୍ଦୋଷରେ ଖଲାସ କଲେ ନ୍ୟାୟାଳୟ

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଯିବା ମାମଲାରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଏକ ସ୍ୱତନ୍ତ୍ର କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ଠିଆ ହୋଇଥିବା ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ୨୮ବର୍ଷ ପୁରୁଣା ମାମଲାର ରାୟକୁ ସ୍ୱତନ୍ତ୍ର…

ବାବ୍ରି ମସଜିଦ ମାମଲା ଶୁଣାଣି; କ’ଣ ପ୍ରତିକ୍ରିୟା ରଖିଲେ ବଲିଉଡ ତାରକା, ପଢ଼ନ୍ତୁ

ମୁମ୍ବାଇ: ଡିସେମ୍ବର ୬, ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଖବରରେ ବୁଧବାର ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। Congratulations Mr Lal Krishna Advani you are now acquitted of…

UPSC ସିଭିଲ ସର୍ଭିସେସ୍ ପ୍ରିଲିମସ୍ ୨୦୨୦: ସ୍ଥଗିତାଦେଶ ଆବେଦନକୁ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦କୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ପରୀକ୍ଷା ଅକ୍ଟୋବର ୦୪ ରେ ହେବ। ସର୍ବୋଚ୍ଚ ଅଦାଲତ, ଶେଷଥର ଆଶାୟୀଙ୍କୁ ଧ୍ୟାନରେ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…

୭୧% ପିତାମାତା ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ପ୍ରସ୍ତୁତ ନୁହଁନ୍ତି: ସର୍ଭେ

ନୂଆଦିଲ୍ଲୀ: ସାରା ଦେଶରେ ସରକାର ସ୍କୁଲ ଖୋଲୁଛନ୍ତି,ତେଣୁ ଏ ନେଇ ଅଭିଭାବକଙ୍କ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ, ସମୁଦାୟ ୭୧% ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବାକୁ ଇଚ୍ଛୁକ ନୁହଁନ୍ତି । ନଅ ପ୍ରତିଶତ ଲୋକ ଏ ନେଇ ଅନିଶ୍ଚିତାରେ ରହିଛନ୍ତି । ଲୋକାଲ୍ ସର୍କଲ୍ସ…