Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନର କେଇମାସ ପୂର୍ବରୁ ଉପବାଚସ୍ପତି ପଦରୁ ରାଜନୀକାନ୍ତ ସିଂହ କାହିଁକି ଇସ୍ତଫା ଦେଲେ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପିଚ୍ ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ନେତା ପ୍ରସ୍ତୁତି ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବିଧାନସଭାରେ ପହଂଟି ୨୦୧୯ରେ ଅନ୍ତିମ ସାଧାରଣ ନିର୍ବାଚନ ପରେ ଜୁନ ମାସରୁ…

ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ମାମଲା : ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସୂଚନା ଅନୁସାରେ,…

ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା : ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି ମାମଲା ରୁଜ୍ଜୁ କରୁନି ,ଏ ନେଇ ସୁବ୍ରତ ଫେରାଦ ହୋଇଛନ୍ତି…

ମାସକରେ ଦୁଇଟି ହିଟ୍ ରଣ୍ଡ ରନ୍: ଗୋଟିଏରେ ପୋଲିସର ସକ୍ରିୟତା, ଅନ୍ୟଟିରେ ସଙ୍କୋଚପଣ?

ଭୁବନେଶ୍ୱର: ରାଜଧାନୀରେ ଆଇନ୍ ଶୃଙ୍ଗଳା ଓ ବଢୁଥିବା ଅପରାଧକୁ ନିୟନ୍ତ୍ରଣ ଦାୟିତ୍ବରେ ଥିବା କମିଶନରେଟ ପୋଲିସକୁ ନେଇ ଏବେ ରାଜଧାନୀରୁ ଝାରସୁଗୁଡା ଚର୍ଚ୍ଚା। ରାଜଧାନୀରେ ମାସକ ବ୍ୟବଧାନରେ ଦୁଇ ଦୁଇଟି ହିଟ୍ ଆଣ୍ଡ ରନ୍ ମାମଲା ଘଟିଲା କିନ୍ତୁ ପୋଲିସ ଯେଉଁ ଭଳି ଭାବେ ତଦନ୍ତ କରୁଛି ତାକୁ…

ମାତିଛି ଭାଲୁ : କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି  । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ସ୍ଥାନରେ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ଏମିତି କିଛି ଘଟଣା…

ମୂଲ୍ୟବାନ ଧାତୁରେ ଭରି ରହିଥିବା ୩୧୫ ବର୍ଷ ତଳର ଜାହାଜକୁ ସମୁଦ୍ର ଭିତରୁ ବାହାର କରିବ କଲମ୍ବିଆ

ବୋଗଟା: ୩୧୫ ବର୍ଷ ତଳେ ସମୁଦ୍ରରେ ବୁଡି ଯାଇଥିବା ସାନ ଜୋସେ ଜାହଜକୁ ବାହାର କରିବା ପାଇଁ କଲମ୍ବିଆ ସରକାର ନିଷ୍ପତି ନେଇଛନ୍ତି । ଏହି ଜାହାଜରେ ମୂଲ୍ୟବାନ ଧାତୁ ଭରି ରହିଥିବା ଜଣାପଡିଛି । ଏହି ଜାହଜ ୧୭୦୮ରେ କିଙ୍ଗ ଫିଲିପ ୫ମଙ୍କ ନାମରେ ଥିଲା । ବ୍ରିଟିଶ ନୌସେନା ବିପକ୍ଷ ଯୁଦ୍ଧରେ ଏହା…

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର…

ଏହି ମନ୍ଦିରରେ ତାନ୍ତ୍ରିକ ରୀତିନୀତିରେ ପୂଜା ପାଆନ୍ତି ମାଆ କାଳୀ

ନୂଆଦିଲ୍ଲୀ : ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ  । କାଳୀପୂଜାରେ ସାଧାରଣତଃ କାଳୀ ମାଆଙ୍କୁ ପଜା କରାଯାଏ  । ଦେଶର ବିଭିନ୍ନ ସ୍ଥାନରେ ମାଆଙ୍କ ମନ୍ଦିର ରହିଛି  । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ମନ୍ଦିର ସମ୍ପର୍କରେ କହିବାକୁ ଯାଉଛୁ  । ଯେଉଁଠି ମାଆଙ୍କୁ ତାନ୍ତ୍ରିକ ରୀତିନୀତିରେ ପୂଜା…

ଘରୋଇ ଉପାୟରେ କିପରି ପାଇବେ ସୁନ୍ଦର ତ୍ବଚା : ଆଜି ହିଁ ଆଳୁରୁ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସମୟରେ ସୁନ୍ଦର ତ୍ବଚା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି  । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମିଳୁଛି । ଯାହା ତ୍ବଚାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ବି ରହୁଛି । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ସୁନ୍ଦର ତ୍ବଚା ପାଇ…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ । ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ନିଜର ଓ ସମ୍ପର୍କୀୟଙ୍କ ଘରେ…