Latest Odisha News

BREAKING NEWS

Browsing Category

ଫିଚର

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜସିଟ ଦାଖଲ,ମାସୁଦ ଆଝାର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜଶିଟ୍ ମଙ୍ଗଳବାର ଏନଆଇଏ ଦାଖଲ କରିଛି । ୧୩ ହଜାର ୫ଶହ ବିଶିଷ୍ଟ ଏହି ଚାର୍ଜଶିଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନ ମାସୁଦ ଆଝାରକୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି…

ଏଣିକି ୧୨ ଶହ ଟଙ୍କାରେ କରୋନା(RT-PCR ) ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଦେୟ ସ୍ଥିର ହୋଇଥିଲା । ଏବେ କିନ୍ତୁ ଏହାକୁ ହଜାରେ ଟଙ୍କା କମାଇ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ମାଟି ତଳେ ୨୦ ଘଣ୍ଟା…

ମୁମ୍ବାଇ: ରଖେ ହରି ତ ମାରେ କିଏ । ଭୁଶୁଡି ପଡିଲା ୫ ମହଲା କୋଠା । ଭଗ୍ନାବଶେଷ ତଳେ ଚାପି ରହିଥିଲା ଜୀବନ । ଦୀର୍ଘ ୨୦ ଘଂଟାର ସଂଘର୍ଷ । ଗତକାଲି(ସୋମବାର) ରାତିରୁ ଆଜି(ମଙ୍ଗଳବାର) ସଂଧ୍ୟା ଯାଏଁ ଧ୍ୱଂସାବଶେଷ ତଳେ ଥିଲା ୫ ବର୍ଷର ଶିଶୁ । ଚାଲିଥିଲା ରେସ୍‌କ୍ୟୁ ଅପରେସନ୍ । ଶେଷରେ ଅଭିଯାଜନ…

ଲଦାଖ ସୀମାରେ ଭାରତ ନିୟୋଜିତ କଲା ଏୟାର ଡିଫେନ୍ସ ମିଶାଇଲ

ନୂଆଦିଲ୍ଲୀ: ଚୀନର ସୁଃସାହସକୁ ରୋକିବା ପାଇଁ ଭାରତ ଲଦାଖର ଲାଇନ ଅଫ ଆକଚୁଆଲ କଂଟ୍ରୋଲ(ଏଲଏସି) ସୀମା ନିକଟରେ ଏୟାର ଡିଫେନ୍ସ ମିଶାଇଲ ନିୟୋଜିତ କରିଛି । ଚୀନର ହେଲିକପ୍ଟର ଗତିବିଧି ସୀମା ନିକଟରେ ବଢ଼ୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରୁଷର ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ…

ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଜାରି ହୋଇଛି ୱାରେଂଟ । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ…

ପରୀକ୍ଷା ଘୁଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମହାମାରୀର ପ୍ରକୋପ । ଦିନକୁ ଦିନ ଅତ୍ୟନ୍ତ ଉଗ୍ର ରୂପ ନେଇଛି କିଲର ଭାଇରା କରୋନା । ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଜେଇଇ, ନିଟ୍ ସହ ଅନ୍ୟ ସମସ୍ତ…

ଚଳିତ ଆର୍ଥିକ ବର୍ଷରେ ନର୍ମାଣ ହୋଇଛି ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ୨ ଗୁଣରୁ ଅଧିକ ପକ୍କା ଘର । ୧, ୧୪, ୬୪୪ ପକ୍କା ତିଆରି ହୋଇଛି, ଯାହା ଗତ ଆର୍ଥିକ ବର୍ଷଠାରୁ ୨ଗୁଣ ଅଧିକା । ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି । ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ…

ଆହୁରି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାସହ ଅଧିକ ଘନିଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଛି । କିନ୍ତୁ ୨୬ ଓ ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ…

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ "RRR" ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ…