Latest Odisha News

BREAKING NEWS

Browsing Category

ଫିଚର

ଗଣେଶ ପୂଜା ଅବସରରେ ଗଣେଶଙ୍କ ସମ୍ପର୍କରେ ଜାଣିବା କିଛି ମଜାଦାର କଥା

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ସ୍କୁଲ କଲେଜ ଆଦି ସ୍ଥାନରେ ବେଶ୍ ଆଡମ୍ବରରେ ପାଳନ ହୁଏ ଏହି ପୂଜା । ଏହାକୁ ବିଘ୍ନ ବିନାଶକଙ୍କ ପୂଜା ମଧ୍ୟ କୁହାଯାଏ । କିନ୍ତୁ ଏଥର କରୋନା ସଂକ୍ରମଣର ଭୟ ଥିବାରୁ ପୂଜା ନିରାଡମ୍ବରରେ ପାଳିତ ହେଉଛି । ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ । ଯେଉଁ ପୂଜା…

ରାଜ୍ୟରେ ପୁଣି ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୩, ସୁନ୍ଦରଗଡରୁ ୨, ଗଞ୍ଜାମ ଜିଲ୍ଲାରୁ ୧,…

ଓଡିଶାରେ ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୧୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ଆସନ୍ତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ଏହି…

ରାଜୀବ କୁମାର ନୂଆ ନିର୍ବାଚନ କମିସନର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବତନ ଅର୍ଥ ସଚିବ ତଥା ରାଷ୍ଟ୍ରାୟତ ଚୟନ ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିସନର । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ନର୍ବାଚନ କମିଶନର ଅଶୋକ ଲାଭାସାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି…

କରୋନା ପାଇଁ ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ଗଣେଶ ପୂଜା

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ । ସାଧାରଣତଃ ବିଭିନ୍ନ ସ୍କୁଲ, କଲେଜ, ଅଫିସ ଏପରିକି ଘରେ ଘରେ ବେଶ୍ ଆଡମ୍ବରରେ ପାଳିତ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା । କିନ୍ତୁ ଚଳିତ ଥର କରୋନା କଟକଣା ଯୋଗୁଁ ସାର୍ବଜନୀନ ପୂଜା ଉପରେ ରୋକ ଲାଗିଛି । କୌଣସି ସ୍ଥାନରେ ଯେମିତି ଲୋକଙ୍କ ଭିଡ ନ ଲାଗିବ ସେଥି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୮-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୨ ରିଖ ଶନିବାର ସିଂହ ୭ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

ଏକେ-୪୭ ବିକି ପେଟ ପୋଷୁଛନ୍ତି ଆତଙ୍କବାଦୀ ବୋହୂ !

ଭୁବନେଶ୍ୱର: କରୋନା ସମୟରେ ସମଗ୍ର ବିଶ୍ୱ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ଅଭାବ ଅସୁବିଧାରେ ପଡିଛନ୍ତି । ଏପରି ସ୍ଥିତିରେ ଜଣେ ମହିଳା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବନ୍ଧୁକ ବିକି ପେଟ ପୋଷିବା ଖବର ସାମ୍ନାକୁ ଆସିଛି । କଠିନ…

ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ସମ୍ପର୍କରେ

ପୁରୀ: ରାତି ପାହିଲେ ଗଣେଶ ଚତୁର୍ଥୀ । ଆସନ୍ତୁ ଜାଣିବା ଏହି ଅବସରରେ ବିଘ୍ନନାଶକଙ୍କ ବିବାହ ସମ୍ପର୍କରେ । ଶିବ ଓ ପାର୍ବତୀଙ୍କ ପୁତ୍ର ଗଣେଶଙ୍କର ହାତୀ ମୁହଁ ହୋଇଥିବାରୁ ତାଙ୍କୁ କନ୍ୟା ଦେବାକୁ କେହି ରାଜି ହେଉ ନ ଥିଲେ । ଯାହା ଫଳରେ ଗଣେଶ ସର୍ବଦା ମନ ଦୁଃଖରେ ରହୁଥିଲେ । ଧିରେ ଧିରେ ସେ…