Latest Odisha News

BREAKING NEWS

Browsing Category

ଫିଚର

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୬୯୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଭୁବନେଶ୍ୱର ସମେତ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ,…

ଅଣାୟତ୍ତ ଭୂତାଣୁ: ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେତେ ହେଲେଣି ସୁସ୍ଥ, ଜାଣନ୍ତୁ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଫୁଲୁଛି ବୈତରଣୀ: ଲଗାଣ ବର୍ଷା ପାଇଁ ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଲଗାଣ ବର୍ଷାରେ ଭିଜୁଛି ସାରା ଓଡିଶା । ଲଗାଣ ବର୍ଷା ଯୋଗୁଁ ବେହାଲ ସାରା ରାଜ୍ୟ । ଲଗାତାର ବର୍ଷା ଯୋଗୁଁ ଅଧିକାଂଶ ଧାନ ଚାଷଜମିରେ ପାଣି ଜମି ରହିଥିବା ବେ​ଳେ ବୈତରଣୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କରିଥିବା ସୂଚନା ମିଳିଛି । ଜଳସ୍ତର ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି।…

କରୋନା ଭୟ..ଶବ ସତ୍କାର ପାଇଁ ଆସୁନାହାନ୍ତି ସମ୍ପର୍କୀୟ, ମାଲକାନଗିରିରେ ସ୍ତ୍ରୀ କଲା ସ୍ୱାମୀର ଶବଦାହ

ମାଲକାନଗିରି: କରୋନା ପାଇଁ ନା ସମ୍ପର୍କୀୟ ନା ସାଇପଡିଶା କେହି ବି ନିଜର ହେଉନାହାନ୍ତି । ଏ ରୋଗ ଯେମିତି ମଣିଷ ମଣିଷ ଭିତରେ ସମ୍ପର୍କ ତୁଟାଇବାକୁ ଆସିଛି । ଏପରିକି ଜଣଙ୍କର ଯଦି କରୋନା ଛଡା ଅନ୍ୟ କୌଣସି କାରଣରୁ ବି ମୃତ୍ୟୁ ହେଉଛି ଶବ ସତ୍କାର କରିବାକୁ ବି କେହବି ଆସୁନାହାନ୍ତି । ଏପରି ଏକ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ମିଳିଲା ‘ରୁଚି ଦେଶ ଗୌରବ’ ସମ୍ମାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର‌୍ୟ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍ର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୨୧-୮-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୧ ରିଖ ଶୁକ୍ରବାର ସିଂହ ୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ‍ତୃତୀୟା ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ବାର-: ବିଛା ଧନୁ ଓ ମୀନ ରାଶିର…

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍ । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ୬୧୭.୦୭ ଫୁଟ ରହିଛି । ସେକେଣ୍ଡକୁ ୩ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପ୍ରବେଶ ହେଉଛି । ସେକେଣ୍ଡକୁ ୨ ଲକ୍ଷ ୪୬ ହଜାର ମ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏନେି…

ଆଷ୍ଟ୍ରୋ ଫଟୋଗ୍ରାଫି ପାଇଁ ଓଡିଶାରେ କେତେ ରହିଛି ସୁଯୋଗ?

ଭୁବନେଶ୍ୱର: ଫଟୋଗ୍ରାଫି ସମ୍ପର୍କରେ ପ୍ରାୟ ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି । ହେଲେ ତନ୍ମଧ୍ୟରୁ ଆଷ୍ଟ୍ରୋ ଫଟୋଗ୍ରାଫି ଅନ୍ୟତମ । ଯାହା ବର୍ତ୍ତମାନ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ହେଲେ ଖୁବ୍ କମ୍ ଲୋକ ଏସମ୍ପର୍କରେ ଜାଣିଥିବେ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ…