Latest Odisha News

BREAKING NEWS

Browsing Category

ଫିଚର

କାଲି ରାମମନ୍ଦିର ଭୂମିପୂଜନ, ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଅଯୋଧ୍ୟା: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚାରିଆଡ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି । ଏ ଭିତରେ କୋଭିଡ ନିୟମର କିପରି ପାଳନ କରାଯିବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଭୂମି ପୂଜନ…

ଭୁବନେଶ୍ୱର କୋର୍ଟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟର ସବ ଇନସ୍ପେକ୍ଟର(ସିଏସ୍‌ଆଇ) କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଗତକାଲି ରାତିରୁ ଆରମ୍ଭ ହୋଇଥିବା ବିଶୋଧନ କାମ ନ ସରିବା ଯାଏଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ମାମଲାର ଶୁଣାଣି ଥିଲେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୪-୮-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୪ ରିଖ ମଙ୍ଗଳବାର କର୍କଟ ୨୦ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର: ସିଂହ ରାଶି ପୁରୁଷଙ୍କର ଆଜି: ପାଣି କଖାରୁ…

ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରୀ ମାସରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବାପା କେ.କେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କର ଏକ ବିବାଦୀୟ ବୟାନ ନଜରକୁ ଆସିଛି । ତାଙ୍କ ପୁଅ(ସୁଶାନ୍ତ) ପ୍ରତି ବିପଦ ରହିଥିବା ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣିସ କର୍ଯ୍ୟାନୁଷ୍ଠାନ ନେଇ ନ…

୭୫ କୋଟି ଟଙ୍କା ମୂଲ୍ୟର ବିଶ୍ୱର ଦାମୀ କାର କିଣିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବିଶ୍ୱର ଦାମୀ କାର ବୁଗାଟି ଲା ଭାଓଏଭର କିଣିଛନ୍ତି । ଏହାର ମୂଲ୍ୟ ୭୫ କୋଟି ଟଙ୍କା ରହିଛି ।  ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି । ବୁଗାଟି ଲ…

ଆସନ୍ତାକାଲିଠୁ ପୁଣି ଚାଲିବ ମୋ ବସ୍

ଭୁବନେଶ୍ୱର : ରାଜଧାନୀରେ ଆସନ୍ତାକାଲିଠୁ ପୁଣି ଗଡିବ ମୋ ବସ୍ । ଆଠଟି ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ରୁଟ୍‌ଗୁଡିକ ହେଉଛି ୧୧, ୧୬,୧୮, ୨୦,୨୩, ୨୫, ୨୭ ଓ ୩୩ ନମ୍ବର । ସକାଳ ୭ଟାରୁ…

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ବାଲେଶ୍ୱରରେ ବଜ୍ରାଘାତରେ ଭାଇଭଉଣୀ ମୃତ

ସୋର: ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ଆସିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ କିଏ ଜାଣିଥିଲା ଏଇ ହସଖୁସି ଥିଲା କ୍ଷଣିକ ପାଇଁ । ଗୋଟିଏ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଲିଭି ଗଲା ଦୁଇ ଦୁଇଟି ଜୀବନ ଦୀପ । ଘଟଣାଟି ଘଟିଛି ବାଲେଶ୍ୱର ଖନ୍ତାପଡା ଥାନା ମଣ୍ଡ…

ଚୀନ ଚାଲାକି: ଲୋକମାନେ ପାର୍ସଲ ମାଧ୍ୟମରେ ପାଉଛନ୍ତି ରହସ୍ୟମୟ ମଞ୍ଜି

ବେଜିଂ: ଚୀନର ଏକ ପ୍ରକାର ରହସ୍ୟମୟ ଓ ଅଜଣା ମଞ୍ଜି ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି । ଆମେରିକା, ଜାପାନ ଓ ଭାରତ ପ୍ରମୁଖ ଦେଶ ସତର୍କତା ଅବଲମ୍ବନ କରିବା ନେଇ ଆଲର୍ଟ ଜାରି କରିଛନ୍ତି । ଏହି ମଞ୍ଜି ପଠାଇବା ପଛରେ ଚୀନର କଣ ଚାଲାକି ରହିଛି ତାହା ଜଣା ପଡି ନାହିଁ । ଚୀନରୁ ବାହାରିଥିବା…

ଗୁଗଲରେ ସୁଶାନ୍ତ ସର୍ଚ୍ଚ କରିଥିଲେ ଯନ୍ତ୍ରଣାବିହୀନ ମୃତ୍ୟୁ!

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ମୁଖକୁ ଆସିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏ ନେଇ ଏକ ନୂତନ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲରେ ପେନଲେସ ଡେଥ(ଯନ୍ତ୍ରଣାବିହୀନ ମୃତ୍ୟୁ)…

ରାଜଧାନୀରୁ ଗିରଫ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମେସ୍

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୮ ଜଣିଆ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇଛି କମିଶନରେଟ୍ ପୋଲିସ । ଏମାନେ ଖାରବେଳ ନଗର, ସହିଦ ନଗର, ନୟାପଲ୍ଲୀ, ଖଣ୍ଡଗିରି ଥାନାର ବିଭିନ୍ନ ଅଂଚଳରୁ ମୋଟରସାଇକେଲ, ମୋବାଇଲ ଓ ଲ୍ୟାପଟପ୍ ଚୋରିର ଅଭିଯୋଗ ରହିଛି । ଗିରଫଙ୍କ ମଧ୍ୟରେ ୪ ଜଣ ଅଭିଯୁକ୍ତ ଥିବା…