Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନ ଜଲାଲବାଦ ଜେଲରେ ଆତଙ୍କବାଦୀ ଆକ୍ରମଣ, ୨୧ଲୋକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ଜଲାଲବାଦ ଜେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ରିପୋର୍ଟ ହସ୍ତଗତ ହେଲା ବେଳକୁ ୨୧ ଲୋକଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ୩ ଆତଙ୍କବାଦୀ ସାମିଲ ଅଛନ୍ତି । ଏହି ଆକ୍ରମଣ ପରେ ଜେଲରୁ ଅନେକ କୈଦୀ ମଧ୍ୟ ଫେରାର ହୋଇ ଯାଇଛନ୍ତି । ଏହା ପଛରେ ଇସଲାମିକ ଷ୍ଟେଟ…

ଆସନ୍ତୁ ଜାଣିବା ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଲତା ମଙ୍ଗେସର, ମଦନ ମୋହନଙ୍କ ସମ୍ପର୍କ ବିଷୟରେ

ମୁମ୍ବାଇ: ଆଜି ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀ ସମ୍ପର୍କର ଦିନ । ଆସନ୍ତୁ ଜାଣିବା ଏହି ଅବସରରେ ଲତା ମଙ୍ଗେସର ଏବଂ ମଦନ ମୋହନଙ୍କ ସମ୍ପର୍କ ବିଷୟରେ । ସଙ୍ଗୀତଜ୍ଞ ମଦନ ମୋହଲ ଗାୟିକା ଲତାଙ୍କ ନିଜ ଭାଇ ନୁହନ୍ତି । ତଥାପି ସେ ଶେଷ ପର୍ଯ୍ୟନ୍ତ ଭାଇର କର୍ତବ୍ୟ ତୁଲାଇଛନ୍ତ । ଲତା ତାଙ୍କୁ…

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଅମିତ ଶାହ, ୟେଦିୟୁରପ୍ପାଙ୍କ ପରେ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି, ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କରୋନା ସଂକ୍ରମିତ । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି କାର୍ତ୍ତି । ସେ ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

କମିଶନରେଟ ପୋଲିସ ହାତରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ସନତ କୁମାର ମହାନ୍ତିଙ୍କ…

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ଦୁଇ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଶହ ପାର କରିଛି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା…

ଓଡ଼ିଶାରେ ୨୪ ଘଣ୍ଟାରେ ୧୩୮୪ ନୂଆ ପଜିଟିଭ୍

ଭୁବନେଶ୍ୱର: ୩୬ ହଜାର ପାର କଲେ କରୋନା କେସ୍ । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୩ ଶହ ୮୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୭୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୧ । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ୩୬ ହଜାର ୨୯୭କୁ ବୃଦ୍ଧି…

ରାମମନ୍ଦିର ଭଳି ଦେଖାଯିବ ଅଯୋଧ୍ୟା ରେଲଓ୍ୱେ ଷ୍ଟେସନ

ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟା ନଗରୀର ବଦଳିବ ରୂପରେଖ । ନୂଆ ବେଶଭୂଷାରେ ସଜେଇ ହେବ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟା ରେଲଓ୍ୱେ ଷ୍ଟେସନର ନବକଳେବର ହେବ । ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର‌୍ୟ୍ୟାୟ ନିର୍ମାଣ କାମ ୨୦୨୧ ସୁଦ୍ଧା ସରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ…

ଦେଶରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୨,୯୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୧ ଜଣଙ୍କର ଜୀବନ ଯାଇଛି । ହୁ…

ଖୋର୍ଦ୍ଧା ଜିଲ୍ଲାରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ ଦୋକାନ ବଜାର । ଏହି ସମୟରେ ଲୋକ ଜିନିଷପତ୍ର କିଣି ପାରିବେ । ଆଜିଠୁ ଅଗଷ୍ଟ ୩୧ ତାରିଖ ଯାଏ ନିୟମ ଲାଗୁ ହେବ । ଏହି ସୂଚନା ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଏହି ନିୟମରୁ ବାଦ ପଡ଼ିବ ଭୁବନେଶ୍ୱର ମହାନଗର…