Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ଆରୋଗ୍ୟ ବଢୁଛି, ମୃତ୍ୟୁହାର କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାର ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ଯେ, ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ଦେଶରେ ମୃତ୍ୟୁହାର ଲଗାତର ଭାବେ କମି କମି ଚାଲିଥିବା ସରକାର…

ଓଡିଶାରୁ ସୁସ୍ଥ ହେଲେ ଆଉ ୮୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୮୦୭ ଜଣଙ୍କ ମଧ୍ୟରୁ ୪୩୧ ଜଣ ଗଞ୍ଜାମରୁ, କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯,…

ରାଜ୍ୟରେ କରୋନା ସ୍ଥିତି : ବିଜେପି ବନାମ ବିଜେଡି

ଭୁବନେଶ୍ୱର: କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ । ପ୍ରେସମିଟ୍ କରି ଆଜି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ…

ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କୁ କଂଗ୍ରେସ ଦଳର ୯ ବିଧାୟକଙ୍କ ବିରୋଧ !

ରାଂଚି: ଝାଡଖଣ୍ଡରେ ମେଂଟ ସରକାର ଉପରେ ବିପଦ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ବିଧାୟକ ବିଦ୍ରୋହ କରିଛନ୍ତି । ସେମାନେ ଜେଏମଏମ ମୁଖ୍ୟ ସୋରେନଙ୍କ କାର୍ଯ୍ୟକଳାପ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟସଭା…

ଚୀନକୁ ଚ୍ୟାଲେଞ୍ଜ : ଏଲଏସିରେ ଅତିରିକ୍ତ ୩୫୦୦୦ ଯବାନ ନିୟୋଜିତ କରିବ ଭାରତ

ନୂଆଦିଲ୍ଲୀ: ଚୀନର କୌଣସି ପଦକ୍ଷେପକୁ ଭାରତ ଖାତିର କରୁ ନାହିଁ । ଗୋଇନ୍ଦା ରିପୋର୍ଟରେ ଚୀନ ସେନା ଠୁଳ କରୁଥିବା ଜଣାପଡିବା ପରେ ଭାରତ ଏଲଏସିରେ ୩୫୦୦୦ ଅତିରିକ୍ତ ଯବାନ ନିୟୋଜିତ କରିବା ପାଇଁ ନିଷ୍ପତି ନେଇଛି । ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି…

ରାଷ୍ଟ୍ରୀୟ ସମର ସ୍କାରକୀରେ ଖୋଦେଇ ହେବ ଗଲୱାନ ସହିଦଙ୍କ ନାଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାଟିରେ ସହିଦ ହୋଇଥିବା ବୀରଙ୍କୁ ମଳିବ ସମ୍ମାନ । ୨୦ ସହିଦ ଭାରତୀୟ ସୈନିକଙ୍କ ନାଁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସମର ସ୍କାରକୀରେ ଲିପିବଦ୍ଧ କରାଯିବ । ଏଥିପାଇଁ କିଛି ମାସ ସମୟ ଲାଗିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜୁନ ୧୫ ରାତ୍ରିରେ ଗଲଓ୍ଵାନ…

ବିନ୍ଦୁ ସାଗରରୁ ଅଯୋଧ୍ୟା ଗଲା ପବିତ୍ର ଜଳ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ବିଭିନ୍ନ ତୀର୍ଥ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରୁ କଣ୍ଟେନର ଭର୍ତ୍ତି ଜଳ ଅଯୋଧ୍ୟାକୁ ପଠାଯାଇଛି । ଏହି…

ରାଜ୍ୟରେ ୫ ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ଓଡିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟ ସଂଖ୍ୟା । ଗତ ୧୦ ଦିନ ଭିତରେ ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଲକ୍ଷେ ଟପିଛି । ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି ଏବଂ ଆସନ୍ତା ଦିନରେ ରାଜ୍ୟରେ ଟେଷ୍ଟିଂ ଆହୁରି ଅଧିକ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ…

ରାଜ୍ୟରେ ଯଥେଷ୍ଟ ପରିମାଣର ଔଷଧ ରହିଛି: ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରେସମିଟ୍ କରି ସରକାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ରାଜ୍ୟବାସୀ ନିଶ୍ଚିନ୍ତ ରୁହନ୍ତୁ । କୋଭିଡ୍ ଟିକା ପ୍ରସ୍ତୁତ…

ଟିକା ଆସିବା ଯାଏଁ କରୋନାକୁ ଦୂର କରିବ ସାମାଜିକ ଟିକା

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଆସିବ କରୋନା ଟିକା । ତେବେ ଟିକା ଆସିବା ଯାଏ ସମସ୍ତଙ୍କ ପାଖରେ ରହିଛି କରୋନାକୁ ଦୂର କରିବାର ଟିକା, ସାମାଜିକ ଟୀକା । ରାଜ୍ୟରେ କରୋନା ସ୍ଥିତି ବାବଦରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି ଯେ, ଟୀକା ଆସିବା ଯାଏ…