Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ବାହାରିଲେ ଆଉ ୧୦୫ ପଜିଟିଭ, ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର: ଦିନକୁ ଦିନ ସଂକ୍ରମିତ ହୋଇ ଚାଲିଛି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ ବାହାରିଛନ୍ତି । କ୍ୱାରେଂଟାଇନ୍‌ରୁ ୫୯ ଏବଂ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି…

ଅସିଲା ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଓଡ଼ିଆ ଝିଅ ଅପସରା ରାଣୀ ଅଛନ୍ତି । ତାଙ୍କ ଅପଜିଟିରେ ଅଛନ୍ତି ଓଡ଼ିଆ ପୁଅ ରକ୍ କାଚି । ଟ୍ରେଲରରେ ଅଙ୍କିତା ମହାରଣା ଓରଫ ଅପସରା ରାଣୀଙ୍କ…

ମୁହଁ ଖୋଲିଲେ ପିଣ୍ଟୁ ନନ୍ଦ, କହିଲେ ସେ ଝିଅକୁ ମୁଁ ଜାଣିନି

ଭୁବନେଶ୍ୱର: ପିଣ୍ଟୁଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବବ୍ୟହାର ଅଭିଯୋଗ ଆଣିଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେ କହିଛନ୍ତି, ସଂପୃକ୍ତ ମହିଳା ଏହି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ…

ସୋସିଆଲ ମିଡିଆରେ ଫଟୋ ଭାଇରାଲ: ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଥାନାକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପ୍ରସଙ୍ଗରେ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ନାମରେ ଅତିରଂଜିତ କରି ଉଦ୍ଦେଶ୍ୟମୂଳକ ଭାବରେ ଖବର ତିଆରି କରିବା ପ୍ରସଙ୍ଗରେ ସଂପୃକ୍ତ ୱେବ୍ ପୋର୍ଟାଲ ବିରୋଧରେ ଏତଲା କରିଛନ୍ତି । ନିଜ…

ପ୍ଲାଜମା ଦେଲେ ପୋଲିସ କର୍ମୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି । କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଲେ ରବିନ୍ଦ୍ରନାଥ ମହାରଣା ଏବଂ ସୁଦର୍ଶନ ସେଠୀ । ଉଭୟ ପୋଲିସ…

କୋଭିଡ୍ ଯୋଦ୍ଧା ଓ ସୀମିତ ଲୋକଙ୍କୁ ନେଇ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ, ସେନେଇ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ଦିବସ ପାଳନ କମିଟି ବୈଠକ ବସିଛି । ଗୃହ…

କରୋନାରେ ମୃତ୍ୟୁବରଣ କରିଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ଦୁଇ ଜଣେ ସାମ୍ବାଦିକ କରୋନା ସଂକ୍ରମଣରେ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।…

ଜୟାଲଳିତାଙ୍କ ଘରୁ ମିଳିଲା ୪ କେଜି ସୁନା, ୮୦୦୦ରୁ ଊର୍ଦ୍ଧ୍ୱ ପୁସ୍ତକ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଲିତାଙ୍କ ଘରୁ ୪ କେଜିରୁ ଅଧିକ ସୁନା ଏବଂ ୬୦୦୦ କେଜିର ରୂପା ମିଳିଛି । ଏଆଇଏଡିଏମକେର ସାଧାରଣ ସମ୍ପାଦକ ସ୍ୱର୍ଗତଃ ଜୟଲଳିତାଙ୍କ ବାସଭବନ ଦେବ ନିଲୟମଙ୍କୁ ସ୍ମାରକୀ କରାଯିବ । ଏ ନେଇ ସରକାରଙ୍କ ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯାଇଛି…

ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ । ଏହି ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଇମ୍ଫାଲଠାରୁ ୯୫କିଲୋମିଟର ଦୂରରେ ଥିବା ଚନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ, ମଣିପୁରର…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…