Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କାହିଁକି ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଉପରକୁ କେହି ଯାଇ ପାରି ନାହାନ୍ତି

ପୁରୀ: ଭଗବାନ ଶିବଙ୍କୁ କୈଳାସ ପର୍ବତର ସ୍ୱାମୀ କୁହାଯାଏ । ଏଠାରେ ମହାଦେବ ପରିବାର ସହ ବାସ କରନ୍ତି । ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ଏବେ ବି ଏହାର ମହତ୍ୱ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଆଧୁନିକ ମଣିଷ ସମସ୍ତ ଜ୍ଞାନ କୌଶଳ ଆହରଣ କଲେ ମଧ୍ୟ କୈଳାସ ପର୍ବତ ଉପରକୁ…

ଜମାଇ ଷଷ୍ଠିରେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କଲେ ଶାଶୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଏବେ ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏଠାରେ ଜମାଇ ଷଷ୍ଠିରେ ପରମ୍ପରା ରହିଛି ଘରର ଜ୍ୱାଇଁ ପାଇଁ ଶାଶୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଉପରୋକ୍ତ ମହିଳା ଜଣକ ନିଜ ଜ୍ୱାଇଁଙ୍କୁ ଖୁସି କରାଇବା ପାଇଁ ୬୭ ପ୍ରକାର…

ମହାକାଶକୁ ଯିବାରେ ବିଫଳ ହେଲା ଚୀନର ସବୁଠାରୁ ବିଶ୍ୱସନୀୟ ରକେଟ

ବେଜିଂ: ବିସ୍ତାରବାଦୀ ଦେଶ ଭାବେ ସାରା ବିଶ୍ୱରେ କଳଙ୍କ ସାଜିଥିବା ଚୀନକୁ ଶୁକ୍ରବାର ବଡ ଝଟକା ଲାଗିଛି । ସବୁଠାରୁ ବିଶ୍ୱସନୀୟ ରକେଟ କେୟୁଆଇଜେଡଏଚଓୟୁ-୧୧ ମହାକାଶକୁ ଯିବାରେ ବିଫଳ ହୋଇଛି । ଏହି ସାଟେଲାଇଟ ଲଂଚ ପାଇଁ ଚୀନ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓ ସମୟ ଖର୍ଚ୍ଚ କରିଥିଲା । ୧୨ଟା…

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର : ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ବୋର୍ଡର ଓ୍ୱେବସାଇଟ୍ www.cisce.org, www.results.cisce.org, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ପାଇପାରୁଛନ୍ତି । ଓ୍ୱେବସାଇଟରେ ଲଗ୍ ଇନ କରି ଏକକ ଆଇଡି, ଇନଡେକ୍ସ…

ଡନ୍ ଅମର ଦୁବେର ମୃତ୍ୟୁ ପରେ ଧରାପଡିଲେ ୭ ବର୍ଷ ତଳେ ମୃତ ଘୋଷିତ ବାପା

କାନପୁର: ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ୍ ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେ ବୁଧବାର ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା । ତେବେ ଅମର ଦୁବେର ମୃତ୍ୟୁ ନେଇ ଖବର ଦେବାକୁ ପୋଲିସ ଟିମ୍ ତାଙ୍କ ଘରକୁ ଯାଇଥିବା ବେଳେ ଅନ୍ୟ ଏକ ଚକିତ କଲା ଭଳି ଘଟଣା…

ଚର୍ଚ୍ଚାରେ ମାଇକେଲ ଜ୍ୟାକସନଙ୍କ ସିକ୍ରେଟ ଡାଏରୀ, ପପ୍ ଷ୍ଟାରଙ୍କୁ ହତ୍ୟା କରାଯିବାର ଭୟ ଥିଲା

ନ୍ୟୁୟର୍କ:ପପ୍ ଷ୍ଟାର ମାଇକେଲ ଜ୍ୟାକସନଙ୍କ ଏକ ସିକ୍ରେଟ ଡାଏରୀ ଏବେ ଚର୍ଚ୍ଚାର କାରଣ ସାଜିଛି । ଉକ୍ତ ଡାଏରୀରେ ସେ ତାଙ୍କୁ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସାମ୍ବାଦିକ ହାଏଲନ ହାୱାର୍ଡ ଆନ ଅନପ୍ରେସିଡେଂଟେଡ ଇନଭେଷ୍ଟିଗେଶନ ଇନଟୁ ଦି ମାଇକେଲ…

ବାହୁବଳୀ ଫେମ୍ ପ୍ରଭାସଙ୍କ ନୂତନ ଫିଲ୍ମ ରାଧେଶ୍ୟାମର ପ୍ରଥମ ଲୁକ୍ ଜାରି

ମୁମ୍ବାଇ: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ନୂତନ ଫିଲ୍ମର ନାମ ଘୋଷଣା କରାଯାଇଛି । ରାଧେଶ୍ୟାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଧାକ୍ରିଷ୍ଣ କୁମାର ତୁଲାଇବେ । ଟି ସିରିଜ ଏବଂ ୟୁଭି କ୍ରିଏଶନ ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ପ୍ରଭାସଙ୍କ ସହ ପୂଜା ହେଗେଡ ନାୟିକା ଭୂମିକା…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

କରୋନା ଆତଙ୍କ; ଗୋଟିଏ ଦିନ ଲାଗି ବିଧାନସଭା ବନ୍ଦ

ଭୁବନେଶ୍ୱର: ଜଣେ କର୍ମଚାରୀଙ୍କ ପିତାମାତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ଓଡିଶା ବିଧାନସଭାକୁ ବନ୍ଦ କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ “ସହରରେ ଲାଗୁ ହେଉଥିବା ସାପ୍ତାହିକ ସଟଡାଉନ ସମୟରେ ବିଧାନସଭା ବନ୍ଦ ରହିବ।…

ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗଷ୍ଟରକୁ ଗୁଳି, ବିକାଶ ଦୁବେର କ୍ରାଇମ୍ ସିନରୁ ଏନକାଉଣ୍ଟର କାହାଣୀ

ଗ୍ୟାଙ୍ଗଷ୍ଟର ଖାଇଲା ଗୁଳି । କାନପୁରରେ ୮ ପୋଲିସର ହତ୍ୟାକାରୀ ବିକାଶ ଦୁବେର ଖେଳ ଖମତ । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର । ଛଅ ଦିନର ଲୁଚକାଳି ପରେ ଗତକାଲି ମଧ୍ୟପ୍ରଦେଶରୁ ଧରା ଦେଇଥିଲା । ଆଜି ଫେରୁଥିଲା କାନପୁର । କଡ଼ା ସୁରକ୍ଷା ଭିତରେ ଆଣୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ଆଉ କିଛି ସମୟ…