Latest Odisha News

BREAKING NEWS

Browsing Category

ଫିଚର

ସଟଡାଉନ ସମୟରେ କଟକରେ ଗଡିବ ମୋ ବସ୍

କଟକ: କଟକରେ ବର୍ଦ୍ଧିତ ସଟଡାଉନ ସମୟରେ ‘ମୋ ବସ୍’ ସେବା ଉପଲବ୍ଧ କରାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ରବିବାର ଦିନ ଟ୍ବିଟ କରାଯାଇଛି। କ୍ରୁଟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ କେବଳ ଜରୁରୀ କାମ ଲାଗି…

ସରିଲା ରଥଯାତ୍ରା: ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଅନୁମତି ପରେ କରୋନା କଟକଣା ଭିତରେ ସୁରୁଖୁରୁରେ ସରିଲା ରଥଯାତ୍ରା । ନବ ଦିନାତ୍ମକ ରଥଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଫେରିବା ପରେ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରୁ ନୀଳାଦ୍ରି ବିଜେ ପର‌୍ୟ୍ୟନ୍ତ…

ଗୋପାଳପୁର ହୋଟେଲ ସିଲ୍ ଘଟଣା: କ୍ଷମା ପ୍ରାର୍ଥନା କଲେ ମେ’ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଳୀପ ରାୟ

ଭୁବନେଶ୍ୱର: ଗୋପାଳପୁର ହୋଟେଲ ମେ’ ଫେୟାର ସିଲ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ’ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ମେ’ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲ୍ଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା…

ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଗିରଫ

କାନପୁର: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପୋଲିସ କର୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଉପରେ ୨୫୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଦୟାଶଙ୍କର ଫେରାର ଥିବା ବିକାଶ ନିକଟରେ ପହଂଚିବାରେ…

ଦକ୍ଷିଣ ଚୀନ ସାଗରରେ ଚୀନ-ଆମେରିକା ପରିସ୍ଥିତି ଉତେଜନାପୂର୍ଣ୍ଣ

ବେଜିଂ:ଦକ୍ଷିଣ ଚୀନ ସାଗରରେ ରବିବାର ଆମେରିକା-ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ପୁନର୍ବାର ସୃଷ୍ଟି ହୋଇଛି । ସୁପର ପାୱାର ଆମେରିକା ବିବାଦୀୟ ସମୁଦ୍ର ସୀମାରେ ଯୁଦ୍ଧାଭ୍ୟାସ କରିଥିଲା । ଯାହାକୁ ଚୀନ କଡା ବିରୋଧ କରିଛି । ଏପରିକି ପରମାଣୁ କ୍ଷମତା ସମ୍ପନ୍ନ ୨ ଏୟାରକ୍ରାଫ୍ଟ…

କରୋନା ସଂକ୍ରମଣ: ପିଓକେରେ ୫୨ ପାକ୍ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର ଏବଂ ଗିଲଗିଟ୍‌-ବାଲତିସ୍ତାନରେ ନିୟୋଜିତ ପାକ୍ ସୈନିକଙ୍କ ଭିତରୁ ଏଯାଏଁ ୨୫୩୫ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଥିଲାବେଳେ ସେମାନଙ୍କ ଭିତରୁ ୫୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୮୨୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।…

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୩୬ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରେ ୨ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ଓଡିଶାରେ ୯ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୬୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୦୭୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ରଥଯାତ୍ରା ସଫଳ ଆୟୋଜନ ନେଇ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

ପୁରୀ: ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଘୋଷଯାତ୍ରା । ସଫଳତାର ସହ ସମାପନ ହୋଇଛି । ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ…

ଦଶମ ଟପ୍ପର ୨୪ କିଲୋମିଟର ସାଇକେଲ ଚଳାଇ ଯାଉଥିଲେ ସ୍କୁଲ

ମଧ୍ୟପ୍ରଦେଶ: କଥାରେ ଅଛି ପରିଶ୍ରମ କେବେ ବୃଥା ଯିବନି । ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ । ଏକଥାକୁ ପ୍ରତିପାଦନ କରୁଛି କୁନି ଝିଅ ରୋଶନୀ ଭୋଦରିଆ । ଘର ମଧ୍ୟପ୍ରଦେଶରେ ଭିଣ୍ଡ ଜିଲ୍ଲାରେ । ଗାଁ ଅଜନୋଲ୍ । ଚଳିତବର୍ଷ ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମାଲ କରିଛନ୍ତ ।…