Latest Odisha News

BREAKING NEWS

Browsing Category

ଫିଚର

କାର୍ଟୁନ କହୁଛି ରଥଯାତ୍ରା କାହାଣୀ, ଫଟୋ ଭାଇରାଲ

ଭୁବନେଶ୍ୱର: କଥା କହୁଛି ଶ୍ରୀଜିଉଙ୍କ କାର୍ଟୁନ ଫଟୋ । ଫଟୋରେ ରହିଛି ୯ଦିନର ନବଦିନାତ୍ମକ ଯାତ୍ରା କାହାଣୀ । ନଅ ଦିନର ଯାତ୍ରା ରଥଯାତ୍ରା । ପୁଣି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡା । ଏହାରି ଭିତରେ ମା’ଲକ୍ଷ୍ମୀଙ୍କ ଅଭିମାନ ଆଉ ନନ୍ଦିଘୋଷ ରଥ ଭଙ୍ଗା । ବାହୁଡା ବାଟରେ ପୁଣି ଲକ୍ଷ୍ମୀ…

ବାହାଘରରେ କୋଭିଡ଼ ନିୟମ ଉଲ୍ଲଘଂନ ପ୍ରସଙ୍ଗ: ବର ସମେତ ୫ ଗିରଫ

ବ୍ରହ୍ମପୁର: ଏକ ବାହାଘର ପ୍ରୋସେସନର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ୍ଡା…

ଆଠ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଡନ ବିକାଶ ଦୁବେ ଏବେ ବି ଫେରାର, ତଦନ୍ତର ଘଟଣାକ୍ରମ

ଲକ୍ଷ୍ନୌ:କାନପୁର ପୋଲିସ ଟିମ୍ ଉପରେ ଆକ୍ରମଣ କରି ୮ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ ବିକାଶ ଦୁବେ ଏବେ ବି ଫେରାର ଅଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୋଲିସ କଣ ରଣନୀତି ଆପଣାଇଛନ୍ତି ଆସନ୍ତୁ ଜାଣିବ । ୧. ବିକାଶ ଦୁବେ ଏବଂ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ୨୫…

ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନଙ୍କ ଅବସର ଘୋଷଣା

ବେଜିଂ: ଚୀନର ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନ ଶନିବାର ଅବସର ଘୋଷଣା କରିଛନ୍ତି । ଦୁଇ ଥର ଅଲିମ୍ପିକ ସ୍ୱର୍ଣ୍ଣ ଜିତିଥିବା ଲିନ ୨୦୦୦ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୬ ଥର ଅଲ ଇଂଲଣ୍ଡ ଓପନ ଚାମ୍ପିୟନଶିପ ମଧ୍ୟ ଜିତିଛନ୍ତି । ଲିନ୍ ବ୍ୟାଡମିଂଟନର ସମସ୍ତ…

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଅଧିକାରୀ !

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସିି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା । ମାତ୍ର ସେହିଦିନ ବାଲେଶ୍ୱର…

ଜୁଲାଇ ୩୧ ଯାଏଁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା

ପୁରୀ: ଆସନ୍ତା ଜୁଲାଇ ୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା…

ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ବାବୁ

ନୂଆପଡା: ଭିଜିଲାନ୍ସ ଜାଲରେ ଆର୍‌ଆଇ ବାବୁ । ପାଂଚ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକୁଲା ଆରଆଇ ଦିନମଣି ରାଉତରାୟ । ଇନ୍ଦିରା ଅବାସ ଘର ବାଲି ଆଣିବା ଅନୁମତି ପାଇଁ ସ୍ଥାନୀୟ ଖଇରଭାଡି ଗ୍ରାମର ଯୁଗଲ କିଶୋର ଠେଲାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା…

ବୈଠକ ବାତିଲ, ଓଲୀଙ୍କୁ ନେଇ ନିଷ୍ପତି ୨ ଦିନ ଘୁଂଚିଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ନେଇ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ଶେଷ ମୂହର୍ତରେ ଏହାକୁ ୨ ଦିନ ଘୁଂଚାଇ ଦିଆଯାଇଛି । ସୋମବାର ଏହି ବୈଠକ ବସିବ । ଅନ୍ୟ ଅର୍ଥରେ ସ୍ଥିତି ସୁଧାରିବା ପାଇଁ ଓଲୀଙ୍କ ନିକଟରେ ଦୁଇ ଦିନ ସମୟ ରହିଛି । ଦଳ ନ…

ହିରୋ ସାଇକେଲ ଚୀନ ସହ ୯୦୦ କୋଟି ଟଙ୍କାର ବ୍ୟାପାର ରଦ୍ଦ କଲା

ନୂଆଦିଲ୍ଲୀ: ଭାରତରେ ଚୀନ ସାମଗ୍ରୀ ବହିଷ୍ମାର ଜୋର ଧରିଛି । ସରକାର କେତେକ ପଦକ୍ଷେପ ନେବା ପରେ ଏବେ ବିଭିନ୍ନ କମ୍ପାନୀ ଏଥିନେଇ ଆଗକୁ ଆସିଛନ୍ତି । ହିରୋ ସାଇକେଲ ଚୀନ କମ୍ପାନୀ ସହ କରିଥିବା ୯୦୦ କୋଟି ଟଙ୍କାର ବ୍ୟବସାୟକୁ ରଦ୍ଦ କରିଛି । ନିକଟରେ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୧୦୦ କୋଟି…

କରୋନା ଯାଂଚ ଲାଗି ଚୀନ୍ ଯିବେ WHOର ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଏନେ ଚୀନ୍‌କୁ ମହଙ୍ଗା ପଡିପାରେ କରୋନା ଭାଇରସର ତଥ୍ୟ ଲୁଚାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତ କରି କରୋନା ଭାଇରସ ବାବଦରେ ଅନୁଧ୍ୟାନ କରିବ। କେମିତି କରୋନା ଆସିଲା, କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ WHO ଟିମ୍ ତଦନ୍ତ କରିବ ବୋଲି…