Latest Odisha News

BREAKING NEWS

Browsing Category

ଫିଚର

ଗିଲଗିଟ-ବାଲ୍ଟିସ୍ତାନରେ ଅଗଷ୍ଟ ୧୮ରେ ପାକିସ୍ତାନ ନିର୍ବାଚନ କରିବ : ଭାରତର ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ୧୮ ଅଗଷ୍ଟରେ ଗିଲଗିଟ-ବାଲ୍ଟିସ୍ତାନରେ ପାକିସ୍ତାନ ନିର୍ବାଚନ କରିବା ପାଇଁ ଯୋଜନା କରୁଛି । ଯାହାକୁ ଭାରତ ପକ୍ଷରୁ କଡା ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟର ଅନୁମତି ପାଇବା ପରେ…

ସୁସ୍ଥ ହେଲେ ଆଉ ୧୩୭ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୪୩ରେ ପହଁଚିଛି । 2 each from Boudh, Baragarh, Jharsuguda & Kendrapara 1 each from Angul, Balangir, Jagatsinghpur…

ସୁଶାନ୍ତ ସିଂ ରାଜପୁତଙ୍କ କେସ୍ : ୧୪ ଦିନରେ ପୋଲିସ କେତେ ବାଟ ଆଗେଇଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସମାଧାନ କରିବା ସ୍ଥାନୀୟ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ମାଫିଆ, ବଂଶବାଦ, ରାଜନୀତି, ପକ୍ଷପାତିତା ସବୁ କିଛି ଏଥିରେ ସାମିଲ ହୋଇଛି । ଆସନ୍ତୁ ଜାଣିବା ୧୪ ଜୁନରୁ ଆଜି ପର୍ଯ୍ୟନ୍ତ ପୋଲିସ କେତେ ବାଟ ଆଗେଇଛି । ୧.ସୁଶାନ୍ତ ଆତ୍ମହତ୍ୟା…

ବ୍ରହ୍ମପୁରରେ ସ୍ଥିତି ସାଂଘାତିକ: ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବ୍ରହ୍ମପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବ୍ରହ୍ମପୁରରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ…

ରାହୁଲ ଗାନ୍ଧୀ ହୀନ ରାଜନୀତି କରୁଛନ୍ତି: ଶାହା

ନୂଆଦିଲ୍ଲୀ: ଭାରତ-ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖୁଛନ୍ତି ତାହା ହୀନ ରାଜନୀତି । ରାହୁଲଙ୍କୁ ଯାହା କହିବାର ଅଛି ସେ ସଂସଦରେ କୁହନ୍ତୁ । ଦେଶର ଯବାନ ଏବେ ଚୀନ୍‌ର ସାମ୍ନା…

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସଙ୍କଟ ବଢ଼ିଲା : ପରୋକ୍ଷରେ ଭାରତକୁ ଦାୟୀ କରିଛନ୍ତି

କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଅସୁବିଧାରେ ପକାଇଛି । ଏପରିକି ସେ ତାଙ୍କ ଚୌକି ବଂଚାଇବା ଏବେ ସଂଘର୍ଷ ଜାରି ରଖିଛନ୍ତି । ନିଜ ଦଳ ଏବଂ ବିରୋଧୀ ଦଳର ଚାପ ପଛରେ ସେ ପଡୋଶୀ ଦେଶର ହାତ ରହିଥିବା କହିଛନ୍ତି । ଏହା ସେ ପରୋକ୍ଷରେ ଭାରତକୁ…

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି କେନ୍ଦ୍ର ସରକାର: ଅମିତ ଶାହା

ନୂଆଦିଲ୍ଲୀ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ…

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ…

ବିସ୍ତାରବାଦୀ ନୀତି ଚୀନକୁ ଖାଉଛି: ଭାରତ-ଜାପାନ ନୌସେନାର ମିଳିତ ଅଭ୍ୟାସ

ଟୋକିଓ:ଚୀନ ତାର ସମସ୍ତ ପଡୋଶୀ ପାଇଁ ଏବେ ଶତ୍ରୁ ପାଲଟିଯାଇଛି । ଅନ୍ୟ ଅର୍ଥର ବିସ୍ତାରବାଦୀ ନୀତି ଚୀନକୁ ଖାଉଛି । ଚୀନ ପରି ଶତ୍ରୁର ମୁକାବିଲା ପାଇଁ ଭାରତ-ଜାପାନ ଏକତ୍ର ହୋଇଛନ୍ତି । ଭାରତ ମହାସାଗରରେ ଉଭୟ ଦେଶର ନୌସେନା ଯୁଦ୍ଧାଭ୍ୟାସ କରିଛନ୍ତି । ଯାହା ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି…

ଚାଷ ଜମିରେ କ୍ୟାପ୍ଟେନ କୁଲ ଧୋନୀ

ରାଂଚି: ଫିଲ୍ଡରେ ଧୋନୀ । ତେବେ ଏହା କ୍ରିକେଟ ଫିଲ୍ଡ ନୁହେଁ । ଏହି ଫିଲ୍ଡ ହେଉଛି ଚାଷୀର । ଯେଉଁଠି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରେ । ଆଉ ଏବେ ଏହି ଫିଲଡ୍‌ର ଜଣେ ଚାଷୀ ପାଲଟିଛନ୍ତି କ୍ରିକେଟ ଫିଲ୍ଡର କ୍ୟାପ୍ଟେନ । କରୋନା ପାଇଁ କ୍ରିକେଟ ମ୍ୟାଚ୍ ବନ୍ଦ ଥିବା ବେଳେ…