Latest Odisha News

BREAKING NEWS

Browsing Category

ଫିଚର

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ: ଜେଲରେ ଦୋଷୀ ୟୁସୁଫ ମେମନଙ୍କ ମୃତ୍ୟୁ

ମୁମ୍ବାଇ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଦୋଷୀ ୟୁସୁଫ ମେମନଙ୍କର ଶୁକବ୍ରାର ନାସିକ ଜେଲରେ ମୃତ୍ୟୁ ଘଟିଛି । ଟାଇଗର ମେମନଙ୍କ ଭାଇ ୟୁସୁଫ ଏଠାରେ ଆଜୀବନ ସଜା କାଟୁଥିଲେ । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ୨୦୦୭ରେ କୋର୍ଟ ଦଣ୍ଡାଦେଶ ଘୋଷଣା କରିବା ପରେ…

ରଥଯାତ୍ରା ଭଳି ଶୃଙ୍ଖଳିତ ହେଉ ବାହୁଡା ଯାତ୍ରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରୁରେ ସରିଲା । ଆଗକୁ ବାହୁଡା ଯାତ୍ରା । ରଥଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସାରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନେଇ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ…

କରୋନା କବଳରେ କଂଗ୍ରେସ ନେତା ମନୁ ସାଂଘଭି

ନୂଆଦିଲ୍ଲୀ: ଭାରତରେ କରୋନା ତାର କରାଳ ରୂପ ଦେଖେଇଚାଲିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ଆସୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ରହିଛନ୍ତି । ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଂଘଭି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୯ ଜୁଲାଇ ପର୍ଯ୍ୟନ୍ତ ହୋମ…

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ: ବେସରକାରୀ ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ ହେବା ପରେ ଅନ୍ୟ ବେସରକାରୀ ହସ୍ପିଟାଲ ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର କିଛି ନର୍ସିଂ ହୋମ୍ ଓ ବେସରକାରୀ ହସ୍ପିଟାଲ ଉପରେ ରେଡ୍ କରାଯାଇଛି । ପୋଲିସ, ବିଏମ୍‌ସି ଅଧିକାରୀ ଏବଂ…

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଳୀ: ଜୁଲାଇ ୧୫ ଯାଏଁ ସ୍ଥଗିତ ହେଲା ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମତଣ ବୃଦ୍ଧିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥା ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା…

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଲଞ୍ଚ୍ ହେଲା ‘ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ ଗ୍ରୁପ ପକ୍ଷରୁ ଶୁକ୍ରବାର ଦିନ ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ୍ ହୋଇଛି । ଦୁଇଦିନ ଧରି ଶିକ୍ଷକ ଓ ସହଯୋଗୀ ଷ୍ଟାଫମାନଙ୍କର ଡିଜିଟାଲ୍ ଟ୍ରେନିଂ ପରେ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାଉଡ଼ ସ୍କୁଲ ଖୋଲିଥିଲା,…

ଓଡ଼ିଶାରେ ୫୦ ହଜାର ଛୁଇଁଲା ସୁନା ଦର

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ପରେ ଏବେ ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି ଘଟିଛି । ଦିଲ୍ଳୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡ଼ିଶାରେ ବି ୨୪ କ୍ୟାରେଟ ସୁନା ଦର ୫୦ ହଜାର ଛୁଇଁଛି । କରୋନା ପରିସ୍ଥିତି ମଧ୍ୟରେ ସୁନାର ଚାହିଦା ବୃଦ୍ଧି ପାଇଛି । ତେଣୁ…

ଭୁବନେଶ୍ୱରରେ ବଢ଼ୁଛି ପଜିଟିଭ ସଂଖ୍ୟା, କମିିଛି ସତର୍କତା: ଅନୁ ଗର୍ଗ

ଭୁବନେଶ୍ୱର: ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ଭଳି ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ପଜିଟିଭି ସଂଖ୍ୟା ବଢ଼ିବାରେ ଲାଗିଛି, ହେଲେ ଆମର ସତର୍କତା କମିଛି । ଆଗକୁ ଆହୁରି କରୋନା କେସ୍ ବଢ଼ିବାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ବୋଲି ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ…

ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଲେ ବସ୍ତିରେ ହୋମ୍ କ୍ୱାରେଂଟିନ୍ ମନା

ଭୁବନେଶ୍ୱର: ଏଣିକି ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଥିଲେ, ରାଜଧାନୀର ବସ୍ତିରେ ଆଉ ଗୃହ ସଂଗରୋଧରେ ରହି ହେବନି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ସରକାରୀ କ୍ୱାରେଂଟାଇନ୍‌ରେ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି…

ସୋନୀପତ ଏକ୍ସପ୍ରେସୱେରେ ଏୟାରଫୋର୍ସ ହେଲିକପ୍ଟରର ଏର୍ମେଜନ୍ସି ଲ୍ୟାଣ୍ଡିଂ

ପାନୀପତ: ହରିୟାଣାର ସୋନପତ ଜିଲାର କୁଣ୍ଡଳୀ-ଗାଜିୟାବାଦ-ପଲବନ ଏକ୍ସପ୍ରେସ ୱେରେ ଶୁକ୍ରବାର ସକାଳ ୧୦ଟା ସମୟରେ ଏୟାରଫୋର୍ସର ଏକ ହେଲିକପ୍ଟର ଏର୍ମେଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ହଠାତ୍ ହେଲିକପ୍ଟର ଲ୍ୟାଣ୍ଡି କରିବା ସ୍ଥାନୀୟ…