Latest Odisha News

BREAKING NEWS

Browsing Category

ଫିଚର

ଶେଷ ହେଲା ଗୁଣ୍ଡିଚା ଯାତ୍ରା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଆଇନ ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ ପ୍ରଶାସନ ଓ…

ଶରଧାବାଲିରେ ଶ୍ରୀଜିଉ, ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଛି ତିନି ଠାକୁର । ଶରଧାବାଲିରେ ଶୋଭାପାଉଛି ତିନି…

ସୁସ୍ଥ ହେଲେ ୧୨୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 2 from Bolangir 1 each…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଦେବୀ ସୁଭଦ୍ରା

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଂଚିଛନ୍ତି ଭଉଣୀ ଦେବୀ ସୁଭଦ୍ରା । ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ଆସି ଜନ୍ମବେଦୀରେ ପହଂଚିଛନ୍ତି ଉଭଣୀ ସୁଭଦ୍ରା । ଦେବଦଳନ ରଥ ଆସି ଗୁଣ୍ଡିଚା ମନ୍ଦିର ଆଗରେ ଠିଆ ହୋଇଛି । ସେବାୟତମାନେ ଆନନ୍ଦରେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇଛନ୍ତି । ଘଣ୍ଟ…

ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା, ଗଡିଲାନି ରଥ

ବାରଣାସୀ: କରୋନା ପାଇଁ ଐତିହାସିକ ସହର ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା । ସେଠାରେ ଆଜି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରହିଛି । ଗଡିନି ରଥ । ଫଳରେ ଭକ୍ତମାନେ ନିରାଶ ହୋଇଛନ୍ତି । ପୂର୍ବରୁ ଏହି ଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଆସନ୍ତି । ହେଲେ…

ରାଜ୍ୟର ବର୍ତ୍ତମାନ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦ୍ୟତମ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟରେ ଜୁନ୍ ୨୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ପୁରୁଷ ଆକ୍ରାନ୍ତ ୪୪୬୪ (୮୪.୨%)…

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ବଡଠାକୁରଙ୍କ ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତାଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର ଆସୁଛନ୍ତି ।…

ଭାବର ଠାକୁର ସେ କାଳିଆ ସାଆନ୍ତ; ଜାଣନ୍ତୁ ମହାପ୍ରଭୁଙ୍କ ଅଦ୍ଭୁତ ଲୀଳା

ଭୁବନେଶ୍ୱର: ଘୋଷଯାତ୍ରା ହେଉଛି ପୁରୀ ତଥା ଦେଶ ବିଦେଶରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ । ଏହା ଆଷାଢ ଶୁକ୍ଲ ଦ୍ୱିତୀୟା ତିଥିରେ ଧୁମଧାମରେ ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ବବ୍ୟାପୀ ପରିବ୍ୟାପ୍ତ, କୁହାଯାଏ ଏହି ସମୟରେ ଭାବର ଠାକୁର କିଛିଦିନ…

ରଥାରୁଢ଼ ଦିଅଁଙ୍କୁ ଦେଖି ଭାବ ବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ; ସୋସିଆଲ ମିଡିଆରେ ସେୟାର କଲେ ଏହି ପୋଷ୍ଟ

ପୁରୀ: ''ତୋର ଚକା ନୟନକୁ ଦେଲେ ଅନେଇ ଆସେ ଲୁହ ଘନେଇ'' । ଓଡ଼ିଆ ଭଜନର ଏହି ପଂକ୍ତିଟି ରଥାରୁଢ଼ ଦିଅଁଙ୍କୁ ଦେଖିବା ପରେ ପ୍ରତ୍ୟେକ ଓଡ଼ିଆର ମନୋଭାବକୁ ପରିପ୍ରକାଶ କରେ। ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ଏହି ଜାତିର ଗରିମା ଓ ଅହଂକାରର ବାର୍ତ୍ତା ବହନ କରିଥିବା ମହାପ୍ରଭୁଙ୍କର ଆଜି…

ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ସେ ହେଉଛନ୍ତି ସାକାର ରୂପୀ ପୂର୍ଣ୍ଣବ୍ରହ୍ମ, ସେ ନିରାକାର ସେ ଶୂନ୍ୟବ୍ରହ୍ମ । ସେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା…