Latest Odisha News

BREAKING NEWS

Browsing Category

ଫିଚର

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…

କରୋନା ମୁକାବିଲା ଲାଗି ଖୋର୍ଦ୍ଧା ସବ୍-ଡିଭିଜନରେ ଅତିରିକ୍ତ ସଟଡାଉନ୍ ଘୋଷଣା

ଖୋର୍ଦ୍ଧା: କରୋନା ସଂକ୍ରମଣ ରୋକିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ମଙ୍ଗଳବାର ଦିନ ଖୋର୍ଦ୍ଧା ସବ୍-ଡିଭିଜନରେ ଆସନ୍ତା ଜୁନ୍ ୩୦ ଯାଏଁ ସଟଡାଉନ ଘୋଷଣା କରିଛନ୍ତି। ଏହି ସଟଡାଉନ ପ୍ରତିଦିନ ଅପରାହ୍ନ ୨ଟାରୁ ତା' ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରହିବ ବୋଲି ସୂଚନା…

ବଜ୍ରପାତ ସହ ବର୍ଷା ଆଶଙ୍କା; ୨୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡା, ନୟାଗଡ, ଜଗତସିଂହପୁର, ଯାଜପୁର, କଟକ (କଟକ ସିଟି),…

୧୬ ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୦୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୧୬୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଭାରତରେ ୨୪ ଘଣ୍ଟାରେ ୧୦ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୩୮୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୩,୪୩,୦୯୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ତିନି ଦିନରେ ତୃତୀୟ ଥର ପାଇଁ ଥରିଲା କାଶ୍ମୀର: ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ

ଜମ୍ମୁ: ଲଗାତାର ତୃତୀୟ ଦିନ ପାଇଁ ଥରିଲା ଜମ୍ମୁ-କାଶ୍ମୀର । ମଙ୍ଗଳବାର ସକାଳ ସମୟରେ ୫.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ବିଗତ ତିନି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ତୃତୀୟ ଭୂକମ୍ପ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହି କମ୍ପନ ଯୋଗୁଁ କୌଣସି…

ଲଗାତାର ୧୦ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୦ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର…

ଆଜି ଶେଷ ରଜ: ପିଠା ଓ ମିଠା ମହକ ସାଙ୍ଗକୁ ରଜଗୀତରେ ଉଲ୍ଲସିତ ହେଉଛି ପରିବେଶ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଏହାକୁ ଶେଷ ରଜ କୁହାଯାଏ। କରୋନା କଟକଣା ସତ୍ତ୍ୱେ ଗାଁ ଠୁ ସହର ହୋଇ ଉଠିଛି ଚଳଚଞ୍ଚଳ । ମିଠା, ପିଠା ଓ ପାନର ମହକରେ ମହାକୁଛି ପରିବେଶ । ଅନ୍ୟବର୍ଷ ଭଳି ଦୋଳି ଓ ବାଗୁଡ଼ି ଖେଳ ନଥିଲେ ମଧ୍ୟ ଘରେ ଘରେ ପଡିଛି ଲୁଡୁ ଓ ତାସର ବାଜି। କଟକଣା…

ସରକାରଙ୍କ ହସ୍ତକ୍ଷେପ ପରେ ୨ ଭାରତୀୟ ହାଇ କମିଶନର ଅଧିକାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୋମବାର ସକାଳେ ନିଖୋଜ ଥିବା ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀଙ୍କୁ ସନ୍ଧ୍ୟାରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ଟିଭି ଚ୍ୟାନେଲ ନ୍ୟୁଜ୍ ରିପୋର୍ଟ ଅନୁସାରେ, ୨ ହାଇ କମିଶନର ଅଧିକାରୀଙ୍କ ଜଣେ ପଥଚାରୀଙ୍କୁ ଧକ୍କା ଦେବା ଅଭିଯୋଗରେ ଇସଲାମାବାଦ ପୋଲିସ ସେମାନଙ୍କୁ ଗିରଫ…

ନିଜ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା: ୧୪୮୫ଟି ସ୍କୁଲରେ ହେଲା ଆରମ୍ଭ

ଭୁବନେଶ୍ୱର‌:  ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେବେ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡିକରେ ଆଦିବାସୀପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଣିକି ସେମାନଙ୍କର ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବଭଳି…