Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଫେବୃଆରୀ ୨୪ ହୋଇଥିବା ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ହେଉଥିବା ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡିଓଟି ଚାନ୍ଦବାଗ ଅଂଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ ଶର୍ମା ଓ ଗୋକୁଲପୁରୀ…

ଆମ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ…

ଯାତ୍ରୀବାହୀ ବସ୍‌କୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌

ବୌଦ୍ଧ: ଫାଇନ ଆଦାୟରେ ରେକର୍ଡ କଲା ବୌଦ୍ଧ ଆର୍‌ଟିଓ । ଯାତ୍ରୀବାହୀ ବସ୍‌ଠୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା ହୋଇଛି । ବୌଦ୍ଧ ଆର୍‌ଟିଓ ‘ମୀନରା’ ନାମକ ଏକ ଘରୋଇ ବସ୍‌କୁ ଏହି ଚାଲାଣ କାଟିଛନ୍ତି । ତେବେ ବସ୍‌ଟି ୫ଟି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା…

ଇପିଏଫ୍ ସୁଧ ହାର ୦.୧୫% କମିଲା

ନୂଆଦିଲ୍ଲୀ: ୬ କୋଟି କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଝଟ୍‌କା । କମିଲା ଇପିଏଫ୍ ସୁଧ ହାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଆଜି ଘୋଷଣା କରିଛନ୍ତି । ଇପିଏଫ୍ ସୁଧ ହାର ୦.୧୫ ପ୍ରତିଶତ ହ୍ରାସ କରାଯାଇଛି…

୫୦୦ ଟି୨୦ ମ୍ୟାଚ ଖେଳିଲେ ପୋଲାର୍ଡ

ପାଲିକେଲ: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରେନ ପୋଲାର୍ଡ଼ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୫୦୦ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳୀୟ ଖେଳାଳିମାନେ ପୋଲାର୍ଡ଼ଙ୍କୁ ସ୍ୱତନ୍ତ୍ର…

ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ମାମଲାରେ ଗଣିତ ଶିକ୍ଷକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଜଣେ ଶିକ୍ଷକଙ୍କୁ ଗୁରୁବାର ଦିନ ସପ୍ତମ ଶ୍ରେୀଣୀ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକ । ପୋଲିସ ତାଙ୍କୁ ଗତକାଲି ପଚରାଉଚୁରା ପାଇଁ ଅଟକ ରଖିଥିଲା । ଛାତ୍ରୀଙ୍କ…

ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ୪ଥର ଲାଗି ନୂଆ ଫାଶୀ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୦ ସକାଳ ୫.୩୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ ଦିଲ୍ଲ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ କୋର୍ଟଙ୍କ ଏହି ନିଷ୍ପତି ପରେ…

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା…

ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଗୁରୁବାରଠାରୁ ରାଜ୍ୟର ଅନେକ ସ୍ଥାନରେ ୩୦…

କରୋନା ଭୟ: ପୁରୀର ସବୁ ହୋଟେଲକୁ ଆଡଭାଇଜରି ଜାରି

ପୁରୀ: ସାରା ଦେଶରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ କରୋନା ଭାଇରସକୁ ନେଇ ଭୟ ଘାରିଛି । ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ପୁରୀରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ କରୋନାକୁ…