Latest Odisha News

BREAKING NEWS

Browsing Category

ଫିଚର

ସାଧାରଣ ବଜେଟ୍‌: ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । -ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି ଟଙ୍କାର…

ଆଉ ଗୋଟିଏ ପାଦ ଦୂରରେ ୱିମ୍ବଲଡ଼ନ; କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଆ ଖେଳାଳି !

ଭୁବନେଶ୍ୱର: ବିଶ୍ୱର ସମସ୍ତ ଟେନିସ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ୱିମ୍ବଲଡ଼ନରେ ମ୍ୟାଚଟିଏ ଖେଳିବାକୁ । ଅନେକ ଖେଳାଳି ଟେନିସ ଶିଖିବା ସମୟରୁ ହିଁ ୱିମ୍ବଲଡ଼ନ ଖେଳିବାକୁ ଆଶା ପୋଷଣ କରିଥାଆନ୍ତି । ସେହିପରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଲହଡ଼ା ଗ୍ରାମର ଦେବାଶୀଷ ସାହୁ ମଧ୍ୟ ଦିନେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ…

ଖୋଲିଲା ବଜେଟ ପେଡ଼ି, ଫୋକସ୍‌ରେ ଗାଁ ଓ କୃଷି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିନୟର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟରୁ ଫାଶୀଦଣ୍ଡ ମିଳିବା ପରେ ସେ ରାଜକ୍ଷମା ଲାଗି ଗତ ବୁଧବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ…

ବଜେଟ୍ ୨୦୨୦: ଜେଟ୍‌ଲୀଙ୍କୁ ମନେପକାଇଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ୨.୦ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ବଜେଟ ଅଭିଭାଷଣ ଆରମ୍ଭରୁ ସୀତାରମଣ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁମତ ମିଳିଛି ବୋଲି କହିଛନ୍ତି । ଲୋକେ ଆମ ସରକାରଙ୍କ ଉପରେ…

ଆଜିଠୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ; ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଘ ସପ୍ତମୀ ଠାରୁ ଖଣ୍ଡଗିରି ଠାରେ ଆରମ୍ଭ ହେଉଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ । ଏହି ମେଳା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି ।…

କରୋନା ଭାଇରସ ଆତଙ୍କ; ଚୀନରୁ ଫେରିଲେ ୩୨୪ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ୩୨୪ ଭାରତୀୟଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଚୀନରେ କରୋନା କାୟା ବିସ୍ତାର କରୁଥିବାରୁ ଏୟାର ଇଣ୍ଡିଆର ଡବଲ ଡେକର ଜମ୍ବୋ ୭୪୭ ବିମାନ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଂଚିସାରିଲାଣି । ୪୨୩…

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିବେ । ପ୍ରାପ୍ତ ସୂଚନାନୁଯାୟୀ, ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ମଧ୍ୟ ଦ୍ୱିତୀୟ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବା ପାଇଁ…

ଆଜି ପବିତ୍ର ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଶନିବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ନିକଟରେ ଭୋର ୪ଟାରେ ତିନି…