Latest Odisha News

BREAKING NEWS

Browsing Category

ଫିଚର

ତପ୍ତପାଣି ବସ୍ ଦୁର୍ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟରେ ବୁଧବାର ଦିନ ହୋଇଥିବା ସଡକ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଲାଗି ଏକ…

ପାକିସ୍ତାନ ସମର୍ଥନରେ ସ୍ଲୋଗାନ୍ ଦେଇ ଓଡ଼ିଶାରେ ୨ ଅଟକ

କେନ୍ଦୁଝର: ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା ଅଭିଯୋଗରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦଳର ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ବୁଧବାର ଦିନ ପୁଲିସ ଅଟକ ରଖିଛି । କେନ୍ଦୁଝରରେ ନାଗରିକତା ସଂଶୋଧନ ଆଇନ(ସିଏଏ), ନାଗରିକଙ୍କ ଜାତୀୟ ପଂଜିକରଣ(ଏନଆରସି) ଓ ଜାତୀୟ ଜନସଂଖ୍ୟା ପଂଜିକରଣ(ଏନପିଆର)କୁ…

ଦଶମ ଶ୍ରେଣୀ ସିଲାବସ୍‌ରେ ସାମିଲ ହେଲା ଟ୍ରାଫିକ ପାଠ

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ଟ୍ରାଫିକ ପାଠ । ଏଥିପାଇଁ ଦଶମ ଶ୍ରେଣୀ ସିଲାବସରେ ସଡକ ସୁରକ୍ଷା ବିଷୟକୁ ସାମିଲ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ଏନେଇ ସଡକ…

ଏସସିବି ମେଡିକାଲ ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା

କଟକ: କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ କରିବା ପାଇଁ ପ୍ରଥମ ପର‌୍ୟ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ତିନି ଦିନ ପୂର୍ବରୁ ଏସସିବି ମେଡିକାଲ ପୁନର୍ବନ୍ୟାସ ପ୍ୟାକେଜକୁ ଅନୁମୋଦନ ମିଳିବା ପରେ କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ ଡାକ୍ତରଖାନା ପରିସରରେ ଉଚ୍ଛେଦ…

ଶିଘ୍ର ଆସୁଛି ଘାତକ କରୋନା ଭାଇରସ ଔଷଧ; ଗବେଷଣା କରୁଛନ୍ତି ଅଷ୍ଟ୍ରେଲୀୟ ବୈଜ୍ଞାନିକ !

ମେଲବୋର୍ଣ୍ଣ: ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ଘାତକ କରୋନା ଭାଇରସ ସମ୍ପର୍କରେ ଏକ ସକାରାତ୍ମକ ଖବର ଶୁଣିବାକୁ ମିଳୁଛି । ଅଷ୍ଟ୍ରେଲିୟାର ବୈଜ୍ଞାନିକମାନେ କରୋନା ଭାଇରସ ବିରୁଦ୍ଧରେ କରୁଥିବା ଲଢ଼େଇରେ ଏକ ବଡ ଆଶାର ସଂଚାର ହୋଇଥିବା ଦାବି କରିଛନ୍ତି । ବୈଜ୍ଞାନିକଙ୍କ କହିବାନୁସାରେ,…

ପଦ୍ମ ଧରିଲେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ: ପଦ୍ମ ଧରିଲେ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାଇନାଙ୍କ ସହ ତାଙ୍କ ବଡ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏ ଦୁହେଁ ଦିଲ୍ଲୀ…

ତପ୍ତପାଣି ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଂଜାମ: ଗଂଜାମ ଜିଲ୍ଲା ତପ୍ତପାଣି ବସ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପ୍ରତି ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।ଏଥିସହ…

ନିର୍ଭୟା ଦୋଷୀକୁ ଝଟ୍‌କା, ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ମୁକେଶ ସିଂକୁ ଲାଗିଛି ଶକ୍ତ ଝଟ୍‌କା । ସୁପ୍ରିମକୋର୍ଟ ଆଜି ତା ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ସେ ଫାଶୀ ପାଇବା ପକ୍କା ହୋଇଯାଇଛି । ତା ପାଇଁ ଆଇନର ସବୁ ଗଳାବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ରାଜକ୍ଷମା ନମିିଳିବାରୁ ଏହାକୁ ଚ୍ୟାଲେଂଜ କରି…

‘କରୋନା ଭାଇରସ୍‌’ ପ୍ରଭାବରେ ଚୀନରେ ୧୩୨ ମୃତ, ୬୦୦୦ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୩୨କୁ ଛୁଇଁଛି । ଏଥିସହିତ ୬ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୫୯୭୧ ଜଣ ବ୍ୟକ୍ତି…

ଘାଟି ତଳକୁ ଖସି ପଡିଲା ବସ୍‌; ୭ ମୃତ୍‌, ୪୦ରୁ ଉର୍ଦ୍ଧ୍ୱ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ବ୍ରିଜରୁ ବୁଧବାର ଦିନ ଏକ ବସ୍ ତଳକୁ ଖସି ପଡିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏକ ଯାତ୍ରୀବାହୀ ବସ୍ ରାୟଗଡାରୁ…