Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୯ ରିଖ ବୁଧବାର ମକର ୧୫ ଦିନ ମାଘମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ଦିନ ୧୨ଟା ୪୯ ମିନିଟ୍…

ଓଡ଼ିଶାରେ ‘ଭାରତ ବନ୍ଦ’କୁ ମିଳୁନି ସମର୍ଥନ; ସ୍ୱାଭାବିକ ଚଳାଚଳ କରିବ ଯାନବାହନ !

ଭୁବନେଶ୍ୱର: ସିଏଏ ଓ ଏନଆରସିକୁ ବିରୋଧ କରି ଲଗାତର ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବହୁ ଜନ କ୍ରାନ୍ତି ମୋର୍ଚ୍ଚା ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏକ ପୋଷ୍ଟର ମାଧ୍ୟମରେ ଏହି ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଥିଲେ ମଧ୍ୟ ଓଡ଼ିଶାରେ କୌଣସି…

ଏନ୍‌ସିସି ର‌୍ୟାଲିରେ ପ୍ରଧାନମନ୍ତ୍ରୀ ମୋଦୀ; ପୁଣି ସିଏଏ ସପକ୍ଷରେ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ:ସାରା ଦେଶରେ ଜାରି ରହିଛି ସିଏଏ ବିରୋଧାରେ ବିକ୍ଷୋଭ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ସିଏଏ ସପକ୍ଷରେ ପ୍ରତକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏନ୍‌ସିସି ରାଲିକୁ ସମ୍ଭୋଧିତ କରି କହିଛନ୍ତି ଯେ, ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା…

ଚଳିତ କେନ୍ଦ୍ରୀୟ ବଜେଟ୍ ପଛର କୋର୍ ଟିମ୍‌କୁ ଜାଣନ୍ତୁ, କିଏ ଏମାନେ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ମୋଦି ସରକାରଙ୍କ ୨.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ଏଥିପାଇଁ ବଜେଟ୍‌ର ପ୍ରିଂଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ବଜେଟକୁ…

ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟିରେ ହଜାରେ କୁକୁଡାକୁ ମାରିଲା ରାପିଡ୍ ରେସ୍‌ପନ୍ସ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ବାର୍ଡ ଫ୍ଲ ଭୂତାଣୁରେ ସଂକ୍ରମିତ ହୋଇଥିବା ହଜାରେରୁ ଅଧିକ କୁକୁଡାକୁ ମରାଯାଇଛି । ମୃତ କୁକୁଡାଗୁଡିକୁ ବଡ ବଡ ଗାତ ଖୋଳାଯାଇ ପୋତି ଦିଆଯାଇଛି । ୧୨ଟି ରାପିଡ ରେସ୍‌ପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି । ଅନ୍ୟ…

ଆରମ୍ଭ ହେଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର: ଓୟୁଏଟି ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ପାଉଲଟ୍ରି ଫାର୍ମରେ ବାର୍ଡ ଫ୍ଲୁ ନେଇ ସ୍ପଷ୍ଟ ସୂଚନା ମିଳିବାର ଗୋଟିଏ ଦିନପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ପଶୁ ସମ୍ପଦ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓୟୁଏଟି କ୍ୟାମ୍ପସ ଠାରୁ ୧କିମି. ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ କୁକୁଡା…

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା…

ନୂଆ ରୂପ ନେବ ଏକାମ୍ର କ୍ଷେତ୍ର; ବିସ୍ଥାପିତଙ୍କ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ରୂପ ନେବ ଏକାମ୍ର କ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଢ଼ାଂଚାରେ ହେବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ଏହାର ଆଖପାଖ ଅଞ୍ଚଳକୁ କରାଯିବ ସୌନ୍ଦର୍ଯ୍ୟକରଣ । ଏଥିପାଇଁ ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଥଇଥାନ ଓ ସହାୟତା…

ବଜେଟ୍ ୨୦୨୦: ଭାରତୀୟ ରେଳକୁ ମିଳିବ କ’ଣ ?

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳ ବଜେଟ୍ ମିଶିଯାଇଥିବା ବେଳେ ଏଥର ଭାରତୀୟ ରେଳକୁ କ’ଣ ମିଳିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ରେଳବାଇ ବି ଆଶା କରିଛି, ଏଥର ବଜେଟରେ ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରାଯିବାକୁ ଉଦ୍ୟମ କରାଯିବ । ବିଶେଷ କରି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀ…

ଦେଖନ୍ତୁ ଭିଡ଼ିଓ: ଆଣ୍ଟାର୍କଟିକା ବରଫ ପାଣିରେ ପହଁରି ରେକର୍ଡ କଲେ ୫୦ ବର୍ଷୀୟ ଆଥଲେଟ…

ଭୁବନେଶ୍ୱର: ସାଧାରଣତଃ ଥଣ୍ଡା ପାଣିରେ ଗାଧେଇବା ବେଳେ ଆମେ ପଛଘୁଂଚା ଦେଇଥାଉ । ମାତ୍ର ଜଣେ ୫୦ ବର୍ଷୀୟ ଆଥଲେଟ ଆଂଟ୍ରାର୍କଟିକାର ବରଫରୁ ନିର୍ଗତ ଧାରା ୧୦ ମିନିଟ ପହଁରି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏତେ ସମୟ କେହି ପହଁରି ନଥିଲେ । ବ୍ରିଟେନର ଏହି ଆଥଲେଟଙ୍କ ନାମ ହେଲା ଲୁଇସ…