Latest Odisha News

BREAKING NEWS

Browsing Category

ଫିଚର

ଜମ୍ମୁ-କାଶ୍ମୀର ବୁଲିଲେ ୯ କେନ୍ଦ୍ରମନ୍ତ୍ରୀ: ଲୋକଙ୍କୁ ପଚାରିଲେ ଭଲମନ୍ଦ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୫ ମାସ ପରେ ପ୍ରଥମଥର ପାଇଁ ଆଜି ଘାଟି ଅଚଂଳ ଗସ୍ତ କରିଛନ୍ତି ମୋଦି ସରକାରଙ୍କ ୯ ଜଣ କେନ୍ଦ୍ରମନ୍ତ୍ରୀ । ଜମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘାଟି ଅଂଚଳରୁ ଧାରା ୩୭୦ ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ…

ଦିନିକିଆରେ ୯ ହଜାର ରନ ପୂରଣ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଦିବାରାତ୍ର ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୯,୦୦୦ ରନ ପୂରଣ କରିଛନ୍ତି । 9000 and counting.... Rohit…

କେନ୍ଦ୍ରୀୟ ବଜେଟ ୨୦୨୦: ଆସନ୍ତାକାଲି ହାଲୱା ଉତ୍ସବ, ଆରମ୍ଭ ହେବ ବଜେଟ ଡକ୍ୟୁମେଣ୍ଟର ପ୍ରିଣ୍ଟିଂ

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଫେବୃଆରୀ କୁ ସାଧାରଣ ବଜେଟ ଆଗତ କରିବେ । ୨୦ ଜାନୁଆରୀ କୁ ହାଲୱା ଉତ୍ସବ ସହିତ ବଜେଟ ଦସ୍ତାବିଜ ର ଛାପା କାମ ଆରମ୍ଭ ହେବ । ଏହି ହାଲୱା ପରେ ପ୍ରିଣ୍ଟିଂଗ ପ୍ରେସ ର ସମସ୍ତ କର୍ମଚାରୀ ସମେତ ବିତ୍ତ ମନ୍ତ୍ରାଳୟ ର ୧୦୦ ଅଧିକାରୀ ଙ୍କୁ ' ବଜେଟ ୨୦୨୦' ଆଗତ…

ରାଜକୁମାର ହିରାନୀଙ୍କ ଫିଲ୍ମରେ ଦର୍ଶକେ ଦେଖିବେ ଶାହାରୁଖ-କରୀନାଙ୍କ ଯୋଡି!

ମୁମ୍ବାଇ: ୨୦୧୮ରେ ଆନନ୍ଦ ଏଲ.ରାୟଙ୍କ ଜିରୋ ଫିଲ୍ମ ପରଠାରୁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ଚେନ୍ନାଇ ଏକ୍ସପ୍ରେସ ପରଠାରୁ ଶାହାରୁଖଙ୍କ କୌଣସି ଫିଲ୍ମ ସେଭଳି ଆଖି ଦୃଶିଆ ସଫଳତା ହାସଲ କରିନାହିଁ । କ୍ରମାଗତ ବିଫଳତା ଯୋଗୁ ଶାହାରୁଖ ପ୍ରଶଂସକଙ୍କୁ…

ଆଗାମୀ ୩ ଦିନରେ ଓଡିଶାର ଏହିସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ ଓ ଅନୁଗୁଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା…

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜର ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା…

ଯାଜପୁରର ଏହି ଚାଷୀ ମୋବାଇଲରୁ ପାଇଲେ ପରାମର୍ଶ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ଯାଜପୁର: ଏହା ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ? ଆଜିକାଲି ବର୍ଷର୍ା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯରେ ଅନେକ ବାଧା ସୃଷ୍ଟି କରିବା ଦେଖାଯାଉଛି ।…

ରାହୁଲ ଗାନ୍ଧୀ ହାଜିର ହୋ’.. ରାଞ୍ଚି କୋର୍ଟରୁ ରାହୁଲଙ୍କୁ ଡାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋର ବୋଲି ଟିପ୍ପଣି ଦେବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାଞ୍ଚି ସିଭିଲ କୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସମନ କରିଛି । ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…